Odia News Portal

ଉଦଘାଟିତ ହେଲା କର୍ପୋରେଟ ଗଲ୍ଫ କପ୍- ୨୦୧୯

ଭୁବନେଶ୍ବର: ଭୁବନେଶ୍ୱରରେ ଉଦଘାଟିତ ହୋଇଛି କର୍ପୋରେଟ ଗଲ୍ଫ କପ୍- ୨୦୧୯। କ୍ରୀଡା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଏହାକୁ ଉଦଘାଟନ କରିଛନ୍ତି। ଚଳିତ ବର୍ଷ ଟୁର୍ଣ୍ଣାମେଣ୍ଟରେ ୨୫ଟି କମ୍ପାନୀର ୬୦ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି । ଉନ୍ନୟନ କମିସନର ଅସିତ ତ୍ରୀପାଠୀ ଓ ଅନ୍ୟ ଗଲ୍ଫ ଖେଳାଳିମାନେ…

ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ତୃତୀୟ ଦିନ , ମହାରାଜ କଂସଙ୍କ ରାଜୁତିରେ ଥରହର ମଥୁରା ନଗରୀ

ବରଗଡ଼: ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଆଜି ତୃତୀୟ ଦିନ । ଆଜି ତୃତୀୟ ଦିନରେ ମହାରାଜ କଂସଙ୍କ ଶ୍ୟାମେଶ୍ୱର ମହାଦେବଙ୍କ ଦର୍ଶନ, ବିଜୁଳି କନ୍ୟାର ଶୂନ୍ୟବାଣୀ ଏବଂ ଶ୍ରୀକୃଷ୍ଣଙ୍କୁ ବଦ୍ଧ କରିବା ପାଇଁ ପୁତନା ରାକ୍ଷାସଙ୍କୁ ଗୋପପୁର ପ୍ରେରଣ କରାଯିବ । ଅନ୍ୟପଟେ ଗୋପପୁରରେ ଶ୍ରୀକୃଷ୍ଣ…

ପ୍ରଥମ ସମଲିଙ୍ଗୀ ବିବାହ, ସ୍ବଇଚ୍ଛାରେ ସାରା ଜୀବନ ପାଇଁ ସାଥୀ ହେଲେ ଦୁଇ ଯୁବତୀ

କେନ୍ଦ୍ରାପଡା: ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠରେ ଆଇପିସି ଧାରା ୩୭୭କୁ ନେଇ ରାୟ ପ୍ରକାଶ ପାଇବା ପରେ ଏକ ସମଲିଙ୍ଗୀ ବିବାହ ସମ୍ପନ୍ନ ହୋଇଥିବା ଜଣାପଡିଛି । ଶନିବାର ଦିନ ନୋଟାରୀ ଆଷୁତୋଷ ମହାନ୍ତିଙ୍କ ଇଜିଲାସରେ ସତ୍ୟପାଠ କରି ଦୁଇ ଯୁବତୀ ପରସ୍ପରକୁ ବିବାହ କରିଛନ୍ତି । ସ୍ବଇଚ୍ଛାରେ ଉଭୟ ସାରା…

କାଳିଆ କଲ ସେଣ୍ଟର 24×7ରେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଜି ସନ୍ଧ୍ୟାରେ ଓକାକ ବିଲ୍ଡିଂରେ ଚାଲୁଥିବା କାଳିଆ କଲ ସେଣ୍ଟରକୁ ପରିଦର୍ଶନରେ ଯାଇଥିଲେ । ସେ କଲ ସେଣ୍ଟରର କାର୍ଯ୍ୟ ବୁଲି ଦେଖିଥିଲେ । ସେ ନିଜେ କଲ ସେଣ୍ଟରରୁ ଜଣେ ଚାଷୀଙ୍କ ସହ କଥା ହେବା ସହ ଯୋଜନା ସମ୍ପର୍କରେ ଥିବା ଦ୍ବନ୍ଦ୍ୱର ଉତ୍ତର…

ହାରିଲା ବିରାଟ ବାହିନୀ, ୩୪ ରନରେ ମାତ୍ ଦେଲା ଅଷ୍ଟ୍ରେଲିଆ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଜିଠୁ ଦିନିକିଆ ସିରିଜ ଆରମ୍ଭ ହୋଇଥିବା ବେଳେ, ପରାଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ସିଡନୀ କ୍ରିକେଟ ଗ୍ରାଉଣ୍ଡଠାରେ ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ଭାରତକୁ ୩୪ ରନରେ ପରାସ୍ତ କରିଛି । ଅଷ୍ଟ୍ରେଲିଆ ଦ୍ୱାରା…

ନବୀନ ଦେଲେ ଅଙ୍ଗନବାଡି କର୍ମୀଙ୍କୁ ଖୁସି ଖବର

ଭୁବନେଶ୍ୱର: ରାଜ୍ୟର ଅଙ୍ଗନବାଡି କର୍ମୀ ଙ୍କ ପାଇଁ ସରକାରଙ୍କ ବଡ ଘୋଷଣା। ସବୁ କର୍ମୀ ଙ୍କ ଦରମା ବଢିଛି। ୭୩ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି। ୭୫୦୦ ଟଙ୍କା ପାଇବେ ଅଙ୍ଗନବାଡି କର୍ମୀ। ମିନି ଅଙ୍ଗନବାଡି ପାଇବେ ୫୩୭୫ ଟଙ୍କା ଓ ସହାୟିକା ପାଇବେ ୩୭୫୦ ଟଙ୍କା। ଅବସରକାଳୀନ ଇଂସେଂଟିଭ…

ତମ୍ୱା ବାସନରେ ରଖୁଛନ୍ତି କି ଏହି ସବୁ ଖାଦ୍ୟ, ସାବଧାନ…

 ଆପଣ ଘରେ ତମ୍ୱାର ବାସନକୁସନ ବ୍ୟବହାର କରୁଥିବେ। ଏହା ଦେଖିବାକୁ ସୁନ୍ଦର ହୋଇଥିଲେ ମଧ୍ୟ ଏହାକୁ ବ୍ୟବହାର କରିବା ସମୟରେ ସାବଧାନ ହୋଇ ବ୍ୟବହାର କରନ୍ତୁ। କାହିଁକି ନା ତମ୍ୱା ବାସନରେ ଥିବା କେମିକାଲ୍ ରିଆକସନ୍ ହୋଇ ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇପାରେ। କେବଳ ଏତିକି ନୁହେଁ, ତମ୍ୱା…

ଭୁବନେଶ୍ବର ଏକାମ୍ର କାନନରେ ଆରମ୍ଭ ହେଲା ୨ଦିନିଆ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ

ଭୁବନେଶ୍ବର: ସୁନ୍ଦର ତୃପ୍ତିର ଅବସାଦ ନାହିଁ , ଯେତେ ଦେଖୁଥିଲେ ନୂଆ ଦିଶୁଥାଇ । ରଙ୍ଗ ବେରଙ୍ଗର ସୁଗନ୍ଧଭରା ଦେଶୀ ଓ ବିଦେଶୀ ଫୁଲର ସମ୍ଭାର ଦେଖିଲେ କାହାର ମନ ଘଡିଏ ଅଟକି ନଯିବ । ଫୁଲ ପ୍ରକୃତିର ଏକ ସୁନ୍ଦର ଅବଦାନ , ଏମିତି ଏକ ନିଆରା ଫୁଲ ବଗିଚା କୁ ଚାଲନ୍ତୁ ବୁଲି ଆସିବା । ଏହା ହେଉଛି…

କଅଁଳ ବୟସରେ ମାଡି ବସିଛି କିଡନୀ ରୋଗ

କପ୍ତିପଦା: ଆଖିରେ ଆଖିଏ ସ୍ବପ୍ନ । ପାଠ ପଢିବି ବଡ ଲୋକ ହେବି । ହେଲେ ସ୍ବପ୍ନ ପୂରଣ କରିବାକୁ ଯୁ ନାହିଁ । କଅଁଳ ବୟସରେ ମାଡି ବସିଛି କିଡନୀ  ରୋଗ । ଆଖିକୁ ଭଲଭାବେ ଦେଖାଯାଉନି । ହସି ଖେଳିବା ବୟସରେ  ଜୀବନ ସହ ସଂଗ୍ରାମ କରୁଛନ୍ତି  ୧୧ ବର୍ଷର ନାବାଳକ  । ଅର୍ଥ ଅଭାବରୁ ହୋଇପାରୁନି…

କାନପୁରବାଲେ ଖୁରାନାଜ୍ ସୋ’ ବନ୍ଦ ହେବାର କାରଣ ନିଜେ ସୁନୀଲ, ପଢନ୍ତୁ…

କିଛି ବର୍ଷ ହେବ କମେଡିଆନ୍ ସୁନୀଲ ଗ୍ରୋଭର୍ ଖୁବ୍ ଲୋକପ୍ରିୟ ହୋଇଛନ୍ତି। କମେଡିଆନ୍ ସୁନୀଲ ଗ୍ରୋଭରଙ୍କ ସହ କପିଲ ଶର୍ମାଙ୍କ ଯୋଡ଼ିକୁ ବି ଦର୍ଶକ ପସନ୍ଦ କରିଥିଲେ। ୨୦୧୮ ଡିସେମ୍ବର ମାସ ୧୩ ତାରିଖରେ ସୁନୀଲ ଗ୍ରୋଭର ଏକ କମେଡି ରିଆଲିଟି ସୋ’ କୁ ନେଇ ଛୋଟ ପରଦାକୁ ଫେରିଥିଲେ। ଏହି ସୋ’ ର ନାଆଁ…