ମହଙ୍ଗା ପଡ଼ିଲା ବିଧାୟକଙ୍କ ପୂଜାରୀର ହେଲ୍ମେଟ୍ ଚେକିଂ
ବଅଁରପାଳ: ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କ ପୂଜାରୀଙ୍କ ହେଲ୍ମେଟ୍ ଚେକିଂ କରି ଜରିମାନା ଆଦାୟ ଘଟଣା ଜଣେ ପୁଲିସ୍ ଏଏସ୍ଆଇଙ୍କ ପାଇଁ ମହଙ୍ଗା ପଡ଼ିଛି। ତାଙ୍କୁ ରାତିଅଧିଆ ବଦଳି କରାଯାଇଛି। ତେବେ, ଏହି କାରଣ ପାଇଁ ତାଙ୍କୁ ବଦଳି କରାଯାଇନାହିଁ ବିଧାୟକ ଶ୍ରୀ ସିଂହ ତାଙ୍କ…
