ଏବର୍ଷ ପୁଣି ଏକ ବିଗ୍ ବ୍ୟାନରେ ସବ୍ୟସାଚୀ-ଏଲିନା
ଭୁବନେଶ୍ୱର: ଏବର୍ଷ ପୁଣି ଏକ ବିଗ୍ ବ୍ୟାନର ସିନେମାରେ କାମ କରୁଛନ୍ତି ସବ୍ୟସାଚୀ-ଏଲିନା। ଆମର ମ୍ୟୁଜିକ୍ ପ୍ରାଇଭେଟ୍ ଲିମିଟେଡ୍ର ପ୍ରଥମ ସିନେମା ‘ମାଲ୍ ମହୁ,ଜୀବନ ମାଟି , ଭାଗ୍ୟର ନୋ ଗ୍ୟାରେଣ୍ଟି’ରେ ସବ୍ୟସାଚୀଙ୍କ ବିପକ୍ଷରେ ପୁଣି ନାୟିକା ଭାବେ ଅଭିନୟ କରିବାକୁ ଯାଉଛନ୍ତି…
