Odia News Portal

ପବିତ୍ର ଦୀପାବଳି ପାଇଁ ଆଜି ଆରଡ଼ି ଆଖଣ୍ଡଳମଣି ମନ୍ଦିରରରେ ଉଠିବ ମହାଦୀପ

କାର୍ତ୍ତିକ ସୋମବାରରେ ଆଖଣ୍ଡଳମଣି ପୀଠରେ ଭକ୍ତଙ୍କ ଭିଡ଼ । ଦୀପାବଳି ପାଇଁ ଆଜି ଆରଡ଼ି ଆଖଣ୍ଡଳମଣି ମନ୍ଦିରରରେ ଉଠିବ ମହାଦୀପ । ମାସ ତମାମ ପଞ୍ଚାନନ ବେଶରେ ଦର୍ଶନ ଦେବେ ବାବାମଣି । ଧର୍ମ ଓ ବ୍ରତର ମାସ କାର୍ତ୍ତିକ ମାସ । ଆଉ ଆଜି ହେଉଛି କାର୍ତ୍ତିକ ମାସର ପ୍ରଥମ ସୋମବାର । ସୋମବାର ଓ…

ବାଣ ବିସ୍ଫୋରଣରେ ଜଣେ ମୃତ, ଖଲ୍ଲିକୋଟ କୈଠଡା ଗାଁରେ ଘଟିଛି ଅଘଟଣ

ବାଣ ବିସ୍ଫୋରଣରେ ଜଣେ ମୃତ । ବାଣ ଭିଡ଼ୁଥିବା ବେଳେ ଘଟିଛି ଅଘଟଣ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କୈଠଡା ଗାଁରେ ଘଟିଛି ଅଘଟଣ । ବେଆଇନ ଭାବେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ହେବାରୁ ପିଣ୍ଟୁ ପଲେଇଙ୍କ ମୃତ୍ୟୁ ଘଟିଛି । ବିସ୍ପୋରଣରେ ପିଣ୍ଟୁଙ୍କ ଗୋଟିଏ ଗୋଡ଼ ଓ ଗୋଟିଏ ହାତ ପୋଡ଼ି…

‘ବାନ୍ଦଣା ପରବ’ ଓ ଗୋ-ଖୁଣ୍ଟା ପରବ ପରମ୍ପରା

ମୟୂରଭଂଜ ଜିଲ୍ଲା ବାମନଘାଟି ଅଂଚଳରେ କାର୍ତିକ ମାସ ଅମାବାସ୍ୟା ଦିନ ପାଳିତ ହୁଏ ଆଲୋକର ପର୍ବ ଦୀପାବଳି ବାନ୍ଦଣା ପର୍ବ। ତ୍ରୟୋଦଶୀରୁ ଧନତେରସ ଓ ଧନ୍ୱନ୍ତରୀ ଜୟନ୍ତୀ, ଚତୁର୍ଦ୍ଧଶୀରେ ନରକ ନାଶିନୀ ଚତୁର୍ଦ୍ଧଶୀ ପାଳିତ ହେଉଥିବା ବେଳେ ଦୀପାବଳି ପରଦିନ ପ୍ରତିପଦାରେ ଗୋବର୍ଦ୍ଧନ ପୂଜା ଓ…

ମଝି ଚିଲିକାରେ ଫସିଲା ଡଙ୍ଗା: ବର୍ଷା-ପବନରେ ଯାତ୍ରୀ ଥରଥର, ୨ ଘଣ୍ଟା ପରେ ଉଦ୍ଧାର ହେଲେ

ରବିବାର ମଧ୍ୟାହ୍ନରେ ଚିଲିକାର ଅଥଳ ଜଳରାଶିରେ ଏକ ମୋଟରଚାଳିତ ଯାତ୍ରୀବାହୀ ଡଙ୍ଗା ଦୀର୍ଘ ଦୁଇଘଣ୍ଟା ଧରି ଫସି ରହିଥିଲା। ବର୍ଷାପବନ ସାଙ୍ଗକୁ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ଫଳରେ ଯାତ୍ରୀମାନେ ଅଥଳ ପାଣି ମଝିରେ ରହି ପ୍ରମାଦ ଗଣିଥିଲେ। ତେବେ ଭଗବାନଙ୍କ କୃପାରୁ ୫୦ ଯାତ୍ରୀଙ୍କ…

ମା’ ଦକ୍ଷିଣ କାଳୀଙ୍କ ସାମ୍ବତ୍ସରିକ ପୂଜା, ମହା ଭୈରବୀ ବେଶରେ ଦର୍ଶନ ଦେବେ ମା’

କାର୍ତ୍ତିକ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିର ପବିତ୍ର ଅବସରରେ ସତ୍ୟବାଦୀ ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁର ସ୍ଥିତ ପ୍ରସିଦ୍ଧ ବାମାବର୍ତ୍ତୀ ବଙ୍ଗୀୟ ତନ୍ତ୍ରପୀଠ ମା’ ଦକ୍ଷିଣ କାଳୀଙ୍କ ପୀଠରେ ପବିତ୍ର କାଳୀପୂଜା ଅନୁଷ୍ଠିତ ହେବ। ବର୍ଷସାରା ଏହି ପୀଠରେ ମା ଦକ୍ଷିଣ କାଳୀଙ୍କ ପଟ୍ଟି…

କଙ୍କଡା ଚାଷ ପ୍ରତି ବଢୁଛି ଆଗ୍ରହ, ଭଲ ଲାଭ ଦେଉଛି କଙ୍କଡ଼ା ଚାଷରେ

 ଆମିଷ ଖାଦ୍ୟ ମଧ୍ୟରେ ମାଛ ,ମାଂସ,ଚିଙ୍ଗୁଡି ,କଙ୍କଡା ଅଣ୍ଡା ଭଳି ଅନେକ ଖାଦ୍ୟ ସାମଗ୍ରୀ ରହିଥିବା ବେଳେ ଅଧିକାଂଶ ଲୋକମାନଙ୍କର ଚିଙ୍ଗୁଡି,କଙ୍କଡା ଏବଂ ସାମୁଦ୍ରିକ ମାଛ ଉପରେ ଚାହିଦା ରହିଥାଏ । ଉପକୂଳ ଓଡ଼ିଶାର ନଦୀ ଏବଂ ସମୁଦ୍ର ଉପକୂଳରେ ଚିଙ୍ଗୁଡି ଚାଷ କରାଯାଇ ସେଗୁଡିକୁ ବିଦେଶକୁ…

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ

ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି। ଆଜି ପ୍ରଥମ ଦିନରେ ଉଭୟ ପିଠାବଟା ଓ ଯଶିପୁର ଗେଟ୍‌ ଦେଇ ୩୩ଟି ଯାନରେ ମୋଟ ୧୨୯ଜଣ ପର୍ଯ୍ୟଟକ ଶିମିଳିପାଳକୁ ପ୍ରବେଶ କରିଛନ୍ତି। ସୂଚନା ଅନୁସାରେ, ପିଠାବଟା ଗେଟ୍‌ ଦେଇ ଓପନ୍ ଜିପ୍ ୮ଟି ସଫାରିରେ ୩୫ଜଣ,…

ନୂଆପଡ଼ା ଉପନିର୍ବାଚନ: ଟିଟିଲାଗଡ଼ ଷ୍ଟେସନ୍‌ରୁ ୭୦ ଲକ୍ଷ ଟଙ୍କା ଜବତ

ନୂଆପଡ଼ା ଉପନିର୍ବାଚନରେ ସବୁ ରାଜନୈତିକ ଦଳ ନିଜ ବଳ ପରଖିବା ପାଇଁ କସରତ ଚଳାଇଛନ୍ତି। ଏଭଳି ଉଷ୍ମତା ଭିତରେ ଟିଟିଲାଗଡ଼ ରେଳ ଷ୍ଟେସନ୍‌ରୁ ରେଳବାଇ ପୁଲିସ ୯୦ ଲକ୍ଷ ଟଙ୍କା ଜବତ କରିବା ହଇଚଇ ସୃଷ୍ଟି କରିଛି। ଶୁକ୍ରବାର ରାତିରେ କେସିଙ୍ଗା ଓ ଟିଟିଲାଗଡ଼ ଷ୍ଟେସନ୍‌ ମଝିରେ ଧରତିଆବା ସୁପରଫାଷ୍ଟ…

*U MOVIZ* ର ପ୍ରଥମ ସିନେମାର ପ୍ରଥମ ପୋଷ୍ଟର ଲଞ୍ଚ,

ଏହି ମନୋରମ ସମୟ ପାଇଁ ଏକ ଭାବଗମ୍ଭୀର ଓଡ଼ିଆ ଚଳ ଚିତ୍ର ଯାହା *U MOVIZ* ର ପ୍ରଥମ ସିନେମାର ପ୍ରଥମ ପୋଷ୍ଟର ଲଞ୍ଚ, *U MOVIZ* ତରଫରୁ ଧନତ୍ରୟୋଦଶୀ ଉପଲକ୍ଷେ ସାରା ଓଡିଶା ବାସୀଙ୍କୁ ସୁଭେତ୍ସା, ଶୁଭ କାମନା,ଶୁଭ ସନ୍ଧ୍ୟା ସାରା ଓଡ଼ିଆ ଚଳଚିତ୍ର ଦର୍ଶକ ମାନଙ୍କୁ, *U MOVIZ* ର ପ୍ରଥମ…

ରାଜଧାନୀରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ମୁମୂର୍ଷୁ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ରାଜଧାନୀରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ନାବାଳିକାଙ୍କୁ ମୁମୂର୍ଷୁ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । MLC ବା ମେଡିକୋ ଲିଗାଲ କେସ୍ କରାଯାଇ ତାଙ୍କୁ ଚିକିତ୍ସା କରାଯାଉଛି । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ ଦେବଦତ୍ତ ସିଂ ।…