ଆଜି କେମିତି କଟିବ
ମେଷ: ଥଣ୍ଡା, କାଶ ଏବଂ ସାମାନ୍ୟ ଅସୁସ୍ଥତା ଆପଣଙ୍କୁ ବ୍ୟସ୍ତ କରିପାରେ । ଅବଶ୍ୟ ଏହା ଆପଣଙ୍କର ଚିନ୍ତାଧାରା ଏବଂ ପଦକ୍ଷେପକୁ ପ୍ରଭାବିତ କରିପାରିବ ନାହିଁ । କିଛି ସମୟ ବିଶ୍ରାମ ନିଅନ୍ତୁ । ଆଜିର ଦିନରେ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଆପଣ ମଧ୍ୟ ସାମାନ୍ୟ…
