Odia News Portal

ବାଲେଶ୍ୱର ପନ୍ତେଇ ଘାଟରେ ଡଙ୍ଗାରେ ବିପଦପୂର୍ଣ୍ଣ ଯାତ୍ରା

ବାଲେଶ୍ୱର: ଡଙ୍ଗାରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସୁରକ୍ଷା ପାଇଁ ସରକାର ଅନେକ ନିୟମ କରୁଛନ୍ତି। ମାତ୍ର ଏସବୁ ନିୟମକୁ ଫୁ କରି ମନମୁଖୀ ଭାବେ ନାଉରିଆ ଡଙ୍ଗା ଚଳାଉଛନ୍ତି। ବାଲେଶ୍ୱର ଜିଲ୍ଲା ପନ୍ତେଇ ଫେରିଘାଟରେ ବିପଦ ସଙ୍କୁଳ ଭାବେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ଡଙ୍ଗାରେ ଯିବାଆସିବା…

ଶିମିଳିପାଳ ଜାତୀୟ ଉଦ୍ୟାନ ମଧ୍ୟରେ ପୁଣି ହାତୀ ମୃତ୍ୟୁ

ଶିମିଳିପାଳ: ଶିମିଳିପାଳ ଜାତୀୟ ଉଦ୍ୟାନ ମଧ୍ୟରେ ପୁଣି ହାତୀର ମୃତ୍ୟୁ । ହାତୀର ବୟସ ୮ରୁ ନଅ ବର୍ଷ ହେବ । ୪ ଦିନ ତଳେ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ବଡମହୁଲଡିହା TL-5 କମ୍ପାଟମେଣ୍ଟ ଏରିଆରେ ହାତୀର ମୃତ୍ୟୁ ହୋଇଛି । ବାରିପଦାସ୍ଥିତ ୱାଇଲ୍‌ଡ ଲାଇଫ ଟ୍ରେନିଂ…

ଆଜି ହେବ ରାଜନୀତିର ସୁପରହିଟ୍ ମହାମୁକାବିଲା : କ’ଣ କହିବେ ମୋଦୀ-ନବୀନ ?

ଭୁବନେଶ୍ୱର: ଓଡ଼ିଶାରେ ଗୋଟିଏ ଦିନରେ ଦୁଇ ଦୁଇଟା ହାଇଭୋଲଟେଜ୍ ସଭା ହେବ। ଆଜି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରିପଦା ଆସୁଥିବା ବେଳେ ପୁରୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିକାଶ ଏଜେଣ୍ଡା ନେଇ ପ୍ରଧାନମନ୍ତ୍ରୀ ସ୍ୱାଭିମାନ ସମାବେଶ କରିବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ…

ଗ୍ୟାସ ଆଣିବା ପାଇଁ ଆଉ ବିତରକଙ୍କ ନିଟକକୁ ଯିବାକୁ ପଡିବ ନାହିଁ । ଏଣିକି ଜନସେବା କେନ୍ଦ୍ରରେ ମିଳିବ ରୋଷେଇ ଗ୍ୟାସ

ଆଉ ରୋଷେଇ ଗ୍ୟାସ୍ ପାଇଁ ଗ୍ରାହକଙ୍କୁ ବିିତରକଙ୍କ ପାଖକୁ ଦୌଡ଼ିବାକୁ ପଡ଼ିବ ନାହିଁ। ନିଜ ଘର ନିକଟସ୍ଥ ଜନସେବା କେନ୍ଦ୍ରରେ ଲୋକେ ରୋଷେଇ ଗ୍ୟାସ ପାଇପାରିବେ। ଅନୁଗୁଳ ଜିଲ୍ଲାରୁ ଏହି ଯୋଜନା ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ଏହି ପାଇଲଟ୍ ପ୍ରକଳ୍ପ ଜିଲ୍ଲାର ବଡ଼କେରା ଜନସେବା…

ଜମି କିଣାବିକାକୁ ନେଇ ଯୁବକଙ୍କୁ ଅପହରଣ ଅଭିଯୋଗ

କେନ୍ଦ୍ରାପଡା : ଜମି କିଣାବିକାକୁ ନେଇ ଜମି ମାଲିକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ । ଅପହୃତ ଯୁବକ ହେଲେ କେନ୍ଦ୍ରାପଡା ଜିଲ୍ଲା ରାଜକନିକା କେସନଗର ଗାଁର ଗୋଲେଖ ଜେନା । ଗତକାଲି ବିଳମ୍ବିତ ରାତିରେ ଗୋଲେଖ ବଜାରରୁ ଘରକୁ ଫେରୁଥିବା ବେଳେ ଡାହାଣୀଗିରି ଗାଁର ପ୍ରମୋଦ ନାୟକ ତାଙ୍କୁ ଅପହରଣ…

ମହାକାଳପଡ଼ା ନେପଣିଆ ଡଙ୍ଗା ବୁଡ଼ି ଘଟଣା, ୪୫ଜଣଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ପ୍ରଶାସନ

କେନ୍ଦ୍ରପଡା : ମହାକାଳପଡ଼ା ନେପଣିଆ ଡଙ୍ଗା ବୁଡ଼ି ଘଟଣାରେ ଜୀବନ ବଞ୍ଚାଇଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା । ୪୫ଜଣଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ପ୍ରଶାସନ। ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରି ୧୦ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି। ଦୁଇ ସାହସୀ ଭଉଣୀ…

ବଳଦେବଜୀୟୁଙ୍କ ଭୋଗ ହୋଇପାରେ ମହଙ୍ଗା ! ୧୩ ଲକ୍ଷ ୪୦ ହଜାର ଟଙ୍କାରେ ନିଲାମ ହେଲା ଭୋଗ ଦୋକାନ

କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀୟୁଙ୍କ ଅମଣିଆ ଦୋକାନ ଶୁକ୍ରବାର ଦିନ ନିଲାମ ହୋଇଛି। ଏହି ଭୋଗ  ଦୋକାନକୁ ବାର୍ଷିକ ୧୩ ଲକ୍ଷ ୪୦ ହଜାର ୧୦୦ ଟଙ୍କାରେ ନିଲାମ ଦିଆଯାଇଛି। ସୌରଚନ୍ଦ୍ର ସାହୁ ଚଳିତ ବର୍ଷ ମନ୍ଦିର ବେଢା ମଧ୍ୟରେ ଥିବା ଏହି ଦୋକାନର ନିଲାମ ନେଇଛନ୍ତି।…

ଜୁରା ଠାରେ କଂଗ୍ରେସର କର୍ମୀ ସମ୍ମିଳନୀ

ସାନଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜୁରା ଠାରେ କଂଗ୍ରେସର କର୍ମୀ ସମ୍ମିଳନୀର ଆୟୋଜନ କରାଯାଇଛି। ସନଖେମୁଣ୍ଡିର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ଦ୍ୱାରା ଆୟୋଜିତ ଏହି ଦଳୀୟ କର୍ମୀ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟନାୟକଙ୍କ ସମେତ କାର୍ଯ୍ୟକାରୀ ସଭାପତି…

ଗୀତାଞ୍ଜଳି ଦେବୀଙ୍କ କମ୍ବଳ ବଣ୍ଟନ

ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଆଡପଡା, ଖାଲିଙ୍ଗି, ଦୟାନିଧିପୂର ଓ ପାଟପୁର ରେ ମାନ୍ୟବର ସାନଖେମୁଣ୍ଡି ବିଧାୟିକା ଶ୍ରୀମତୀ ନନ୍ଦୀନି ଦେବୀ ଓ ଧରାକୋଟ ରାଜା ଶ୍ରୀ ଶ୍ରୀ ରାଜା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଙ୍କ କରକମଳ ରେ ୧୫୦୦ କମ୍ବଳ ବଣ୍ଟନ କରିଥିଲେ। ଉକ୍ତ କର୍ଯ୍ୟକର୍ମରେ ରାଜ ଜେମା…

ବୃଦ୍ଧା ମା’ କୁ ଜାଳିଦେଲା ପୁଅ

ମାଲକାନଗିରି: ବାର୍ଧ୍ୟକସମୟରେ ସାହାରା ହେବ , କୁଳ ଦୀପ ଭାବରେ ବଂଶକୁ ଆଲୋକିତ କରିବ , ବାବୁସାହାବ ବନି ସମାଜରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପିତାମାତାଙ୍କର ନାକରିବା ଏହିଭଳି କେତେଜଣ ସ୍ଵପ୍ନ ଦେଖିଥାନ୍ତି ପିତାମାତା । ହେଲେ ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ମୋଟୁ ତହସିଲ…