ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ
କେନ୍ଦ୍ରାପଡା: ଆଜିଠୁ ପର୍ୟ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ । କୁମ୍ଭୀର ଓ ପକ୍ଷୀ ଗଣାନା ପାଇଁ ୧୪ ତାରିଖ ପର୍ୟ୍ୟନ୍ତ ଭିତରକନିକା ବନ୍ଦ ରହିବ । ଏଥିପାଇଁ ୧୬ଟି ଟିମ ଗଠନ କରାଯାଇଛି । ପ୍ରତି ଟିମ୍ରେ ୩ରୁ ୪ ଜଣ ସରାକରୀ ଓ ବେସରକାରୀ ଲୋକ ଅଛନ୍ତି । ମୁମ୍ବାଇ ନେଚୁରାଲ…
