Odia News Portal

ଆଜିଠୁ ୫ ଦିନ ବ୍ୟାଙ୍କ ବନ୍ଦ, ପଢନ୍ତୁ…

ସରକାରୀ ବ୍ୟାଙ୍କର ମିଶ୍ରଣ ଆଦିକୁ ବିରୋଧ କରି ସର୍ବ ଭାରତୀୟ ବ୍ୟାଙ୍କ ଅଫିସର ମହାସଂଘ(ଏଆଇବିଓସି) ପକ୍ଷରୁ ଆଜି ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି। ଏତଦବ୍ୟତୀତ ଆସନ୍ତା ଶନିବାର ମାସର ଚତୁର୍ଥ ଶନିବାର ହୋଇଥିବାରୁ ବ୍ୟାଙ୍କ ବନ୍ଦ ରହିବ। ରବିବାର ସ୍ବାଭାବିକ ଛୁଟି ଦିନ କାରଣରୁ ବ୍ୟାଙ୍କ…

ଗୌତମ ଗମ୍ଭୀରଙ୍କ ନାଁରେ ଗିରଫ ପରୱାନା ଜାରି

କ୍ରିକେଟର ଗୌତମ ଗମ୍ଭୀରଙ୍କ ନାଁରେ ଗିରଫ ପରୱାନା ଜାରି। ଦିଲ୍ଲୀର ସାକେତ କୋର୍ଟ ଏହି ଗିରଫ ପରୱାନା ଜାରି କରିଛନ୍ତି। ଏକ ରିଏଲ ଇଷ୍ଟେଟ ସଂସ୍ଥାର ଠକେଇ ଅଭିଯୋଗ ନେଇ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଗୌତମ ଗମ୍ଭୀର ସଂପୃକ୍ତ ସଂସ୍ଥାର ବ୍ରାଣ୍ଡ ଆମ୍ବାସାଡ଼ର ଥିଲେ। ଗାଜିୟାବାଦର…

ବିନା ପରିଶ୍ରମରେ ନିଶ୍ବାସ ନେବାରେ କଷ୍ଟ ହେଉଛି କି? ତେବେ ସାବଧାନ୍ …

ଶରୀରରେ କୋଷିକା ଏବଂ ହରମୋନ୍ ତିଆରି ପାଇଁ ଜରୁରୀ ହୋଇଥାଏ କୋଲେଷ୍ଟ୍ରଲ୍ । ସୁସ୍ଥ ରହିବା ପାଇଁ ଏକ ନିଶ୍ଚିତ ସ୍ତରର କୋଲେଷ୍ଟ୍ରଲ ଶରୀରରେ ରହିବା ଆବଶ୍ୟକ । ୨୦ ବର୍ଷ ବୟସ ପରେ କୋଲେଷ୍ଟ୍ରଲର ସ୍ତର ବଢିଥାଏ । ପୁରୁଷଙ୍କ ତୁଳନାରେ ମହିଳାଙ୍କ କୋଲେଷ୍ଟ୍ରଲ୍ ସ୍ତର ଅଧିକ ରହିଥାଏ । କିନ୍ତୁ…

ସ୍ଥାନ ସଂରକ୍ଷଣକୁ ଉପରାଷ୍ଟ୍ରପତିଙ୍କ ସମର୍ଥନ

ବିଧାନସଭା ଓ ସଂସଦରେ ମହିଳାମାନଙ୍କ ପାଇଁ ୩୩ଭାଗ ସ୍ଥାନ ସଂରକ୍ଷଣ କରିବା ସମ୍ପର୍କରେ ବିଜେଡିର ଏକ ପ୍ରତିନିଧି ଦଳ ସାଂସଦ ପ୍ରଶନ୍ନ ଆଚାର୍ୟ୍ୟଙ୍କ ନେତୃତ୍ୱରେ ଆଜି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହି ଆଲୋଚନା କାଳରେ ଉପରାଷ୍ଟ୍ରପତି ଏହି ଦାବିକୁ ପୂର୍ଣୃୂ…

ସତ୍ୟବାଦୀରୁ ଆଣିଲା ମଳିପଡାରେ ମାରିଲା, ମୁଣ୍ଡ ଗଣ୍ଡି ଅଲଗା

ସତ୍ୟବାଦୀରୁ ଆଣିଲା ମଳିପଡାରେ ମାରିଲା । ହତ୍ୟା କରିବା ପରେ ନିଜକୁ ସମ୍ଭାଳି ନପାରି ପୋଲିସ ଆଗରେ ସବୁ ବଖାଣିଲା । ସତ୍ୟବାଦୀ ଥାନା କୁଞ୍ଜର ଗ୍ରାମର ଯୁଧିଷ୍ଠିର ଗୋଳବିଞ୍ଜଇପଡାର ସଜନୀକୁ ହତ୍ୟାକରି ଥାନାରେ ଆତ୍ମସମର୍ପଣ କରିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି  ।…

ବ୍ୟାଟିଂରେ ଏକ ନମ୍ବର ସ୍ଥାନରେ ବିରାଟ

ଆଇସିସି ଟେଷ୍ଟ ର୍ୟାଙ୍କିଂ ତାଲିକାର ଟପ୍ ପୋଜିସନ୍ରେ ପୁଣି ବିରାଟ କୋହଲି । ବ୍ୟାଟିଂରେ ଏକ ନମ୍ବର ସ୍ଥାନ ବଜାୟ ରଖିଲେ ବିରାଟ । ପର୍ଥ ଟେଷ୍ଟରେ ଶତକ ବଳରେ ଏହି ସଫଳତା ବଳବତ୍ତର ରଖିଛନ୍ତି । କୋହଲିଙ୍କୁ ମିଳିଛି ସର୍ବାଧିକ ୯୩୪ ପଏଣ୍ଟ । ଦ୍ୱିତୀୟ ସ୍ଥାନରେ ଅଛନ୍ତି ନ୍ୟୁଜିଲାଣ୍ଡ କ୍ରିକେଟର…

ଟି-୨୦ରେ ଭାଙ୍ଗିଗଲା ୧୪୧ ବର୍ଷ ପରମ୍ପରା

ବ୍ରିସ୍ବେନ୍ଠାରେ ଖେଳାଯାଉଥିବା ‘ବିଗ୍ ବ୍ୟାଶ୍’ ଲିଗ (ବିବିଏଲ) ଟି-୨୦ରେ ଭାଙ୍ଗିଛି ୧୪୧ ବର୍ଷ ପୁରୁଣା ପରମ୍ପରା। ମ୍ୟାଚ୍ ପୂର୍ବରୁ କଏନ୍ ବଦଳରେ ବ୍ୟାଟ୍କୁ ଉପରକୁ ଫୋପାଡ଼ି ଟସ୍ କରାଯିବା ଆରମ୍ଭ ହେବାପରେ ୧୮୭୭ ମସିହାରୁ ଆରମ୍ଭ ହୋଇଥିବା କଏନ୍ ଟସ୍ ପରମ୍ପରା ଭଙ୍ଗ ହୋଇଛି।…

ଲାଲୁଙ୍କୁ ଜାମିନ୍

ଲାଲୁ ପ୍ରସାଦ ଯାଦବଙ୍କୁ ଆଶ୍ୱସ୍ତି । ଆଇଆରସିଟିସି ଦୁର୍ନୀତି ମାମଲାରେ ମିଳିଲା ଅନ୍ତରୀଣ ଜାମିନ୍ । ପଟିଆଲା ହାଉସ୍ କୋର୍ଟ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ଆସନ୍ତା ଜାନୁଆରୀ ୧୯ ତାରିଖ ପର୍ୟ୍ୟନ୍ତ ସେ ବେଲ୍ରେ ରହିବେ । ଏହା ଭିତରେ ସେ ଭିଡିଓ କନ୍ଫରେନ୍ସିଂ ଜରିଆରେ ହାଜର ହେବେ ।…

ମିଳିଲା କ୍ଷତି ପୂରଣ

ମହାରାଷ୍ଟ୍ର ପିଆଜ ଚାଷୀଙ୍କୁ ରାଜ୍ୟ ସରକାରଙ୍କ ୧୫୦ କୋଟି ଟଙ୍କାର ସହାୟତା । ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି । ରାଜ୍ୟରେ ପିଆଜ ଉତ୍ପାଦନ ଭଲ ହୋଇଥଲେ ମଧ୍ୟ ଅଭାବୀ ବିକ୍ରି ଯୋଗୁଁ ଚାଷୀ ଖୁବ୍ କମ୍ ଦରରେ ପିଆଜ ବିକ୍ରି କରିଛନ୍ତି । ଉଚିତ ଦାମ୍ ନମିଳିବାରୁ ହତାଶ…

ଶ୍ରୀଦେବୀଙ୍କ ସ୍ମ୍ମୃତିରେ ହେବ ଚଳଚିତ୍ର

ସ୍ୱର୍ଗତ ପତ୍ନୀଙ୍କ ଶେଷ ଇଚ୍ଛା ପୂରଣ କରିବା ଜଣେ ସ୍ୱାମୀର କର୍ତ୍ତବ୍ୟ, ଏ କଥାକୁ ଆପଣ ଅସ୍ୱୀକାର କରି ପାରିବେନି। ଠିକ୍ ସେମିତି କିଛି କରିବାକୁ ଯାଉଛନ୍ତି ବୋନି କପୁର। ପତ୍ନୀ ଶ୍ରୀଦେବୀଙ୍କ ସ୍ମୃତୀରେ ବୋନି ନିର୍ମାଣ କରିବାକୁ ଯାଉଛନ୍ତି ଏକ ତାମିଲ ଫିଲ୍ମ। ଯାହାକି ଜଣେ ଭଲ ସ୍ୱାମୀ ଭାବେ…