Odia News Portal

ଋଣ ଛାଡ ଜାତୀୟ ଓ ରାଜ୍ୟ ଅର୍ଥନୀତିକୁ ଦୁର୍ବଳ କରିବ

ଭୁବନେଶ୍ବର () ଚାଷୀ ଓ ଚାଷ ପ୍ରସଙ୍ଗକୁ ନେଇ ଗତ କିଛି ଦିନ ଧରି ରାଜ୍ୟରେ ଚାଲିଛି ରାଜନୈତିକ ଝଡ । କିଛି ରାଜ୍ୟ କୃଷି ଋଣ ଛାଡ କରିବା ପରେ ଓଡିଶା ସରକାରଙ୍କ ଉପରେ ବିଭିନ୍ନ ମହଲରୁ କୃଷି ଋଣ ଛାଡ ପାଇଁ ଚାପି ପଡୁଥିଲା । ଏଭଳିସ୍ଥିତିରେ ରାଜ୍ୟ ସରକାର ଆଉ ପାଦେ ଆଗେଇ ଯାଇ ଚାଷୀଙ୍କ ପାଇଁ…

ଚାଷୀଙ୍କ ନବୀନ ମଲମ “କାଳିଆ”

ଭୁବନେଶ୍ବର () ଚାଷୀ ଓ ଚାଷ ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଯନା “କାଳିଆ” (Krushak Assistance for Livelihood and Income Augmentation) । କୃଷି ଓ କୃଷକଙ୍କ ଆର୍ଥିକ ଓ ସାମାଜିକ ଅଭିବୃଦ୍ଧି ପାଇଁ ଏହି ଯୋଜନାକୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ…

ଜିଓକୁ ଟକ୍କର ଦେବ ଟାଟା ସ୍କାଏ

ଟେଲିକମ୍ ସେକ୍ଟରରେ ଅପାର ଅଫଳତା ପରେ ବ୍ରଡବ୍ୟାଣ୍ଡ୍ ସେକ୍ଟରରେ ପାଦ ରଖିସାରିଲାଣି ଜିଓ । ଯାହା ଫଳରେ ଭାରତୀ ଏୟାରଟେଲ୍ ଏବଂ ବିଏସଏନଏଲ୍ ଭଳି କମ୍ପାନୀଙ୍କ ବଢିଯାଇଛି ଚ୍ୟାଲେଞ୍ଜ । ଖୁବ୍ ଶୀଘ୍ର ଗିଗା ଫାଇବର୍ ଲଂଚ୍ କରିବାକୁ ଯାଉଛି ରିଲାଏନ୍ସ ଜିଓ । ଏବେ ଶୁଣିବାକୁ ମିଳୁଛି ଜିଓକୁ ଟକ୍କର…

ଜେଲ ଗଲେ ସୁପରଷ୍ଟାର୍ ବିଶାଲ କୃଷ୍ଣ କାହିଁକି ପଢନ୍ତୁ …

ସାଉଥ୍ ସୁପରଷ୍ଟାର୍ ବିଶାଲ ଗିରଫ। ତାମିଲ୍ ଫିଲ୍ମ ନିର୍ମାତା ପରିଷଦ (ଟିଏଫପିସି) କାର୍ୟ୍ୟାଳୟ ଜବରଦସ୍ତ ପଶିବା ଅଭିଯୋଗରେ ବିଶାଲଙ୍କୁ ଗିରଫ କରିଛି ପୋଲିସ୍ । ମିଳିଥିବା ସୂଚନା ଅନୁସାରେ,ବିଶାଲଙ୍କ ବିରୋଧୀ ଗୋଷ୍ଠୀ ଗତକାଲି ଟିଏଫପିସି ପରିସରକୁ ବନ୍ଦ କରିଦେଇଥିଲେ । କାରଣ ସେମାନେ ବିଶାଲ…

ରିଲିଜ୍ ହେଲା ‘ଜିରୋ’

ଫ୍ରାଇଡେ ରିଲିଜରେ ଆଜି ସିଲଭର ସ୍କ୍ରିନକୁ ଆସିଲା ବହୁ ପ୍ରତୀକ୍ଷିତ ଫିଲ୍ମ ଜିରୋ । ବାମନ ଚରିତ୍ରରେ ନଜର ଆସିଛନ୍ତି କିଙ୍ଗ ଖାନ୍ ଶାହରୁଖ । ତାଙ୍କ ଅପୋଜିଟରେ ନାୟିକା ସାଜିଛନ୍ତି ଅନୁଷ୍କା ଶର୍ମା ଓ କ୍ୟାଟ୍ରିନା କୈଫ୍ । ଫିଲ୍ମରେ ଅନୁଷ୍କା ଜଣେ ଦିବ୍ୟାଙ୍ଗ ଚରିତ୍ରରେ ଅଭିନୟ କରିଛନ୍ତି ।…

ଏଥର ବ୍ୟକ୍ତିଗତ କମ୍ପ୍ୟୁଟର ଉପରେ ନଜର

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଜାତୀୟ ନିରାପତ୍ତା, ଆତଙ୍କବାଦୀ କାର୍ୟ୍ୟକଳାପ କିମ୍ବା ଗୁରୁତର ଅପରାଧ ମାମଲାରେ ଇଣ୍ଟେଲିଜେନ୍ସ ବ୍ୟୁରୋ, ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ, ଇଡି, ସିବିଆଇ, ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟାକ୍ସେସ, ଏନ୍ଆଇଏ,…

ପରକିୟା ପ୍ରୀତି ପାଇଁ ମହିଳାଙ୍କୁ ଆଉ ଜଣେ ମହିଳାଙ୍କ ଏସିଡ୍ ମାଡ଼

ରାଉରକେଲାରେ ମହିଳାଙ୍କୁ ଆଉ ଜଣେ ମହିଳା ଏସିଡ୍ ମାଡ଼ ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲଣ କରିଛି । ପରକିୟା ପ୍ରୀତି ସନ୍ଦେହ ଘଟଣାକୁ କେନ୍ଦ୍ର କରି ଏସିଡ୍ ମାଡ଼ ହୋଇଥିଲା। ସହରରେ ଓକିଲାତି କରୁଥିବା କିଷାନ କିରାଇଙ୍କ ପତ୍ନୀ ମାନି କରାଇ ଘଟଣାରେ ମୁଖ୍ୟ ଅଭିଯୁକ୍ତ। ସ୍ୱାମୀ…

ହନୁମାନ ମୁସଲମାନ୍ଙ୍କ ଦେବତା : ବିଜେପି ନେତା, ଜାଣନ୍ତୁ…

ନିଜ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବିଜେପି ନେତା ତଥା ମେମ୍ବର ଅଫ ଲେଜିସଲେଟିଭ କାଉନସିଲ ବୁକ୍କଲ ନବାବଙ୍କ ଆରାଧ୍ୟ ଦେବତା ହନୁମାନଙ୍କ ଉପରେ ଆଉ ଏକ ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ହିନ୍ଦୁ ମାନଙ୍କ ଆରାଧ୍ୟ ଦେବତା ହନୁମାନଙ୍କ ଉପରେ ମନ୍ତବ୍ୟ ଦେଇଛନ୍ତି ବିଜେପିର…

୨୪ ଜିଲ୍ଲାପାଳଙ୍କୁ ବଦଳି କଲେ କମଲନାଥ

ମଧ୍ୟପ୍ରଦେଶରେ କଂଗ୍ରେସ କ୍ଷମତା ଦଖଲ କରିବା ପରେ କମଲନାଥ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତେବେ ପୂର୍ବରୁ ବିଜେପି ସରକାରଙ୍କ ଅମଳରେ କାର୍ୟ୍ୟ କରୁଥିବା ୨୪ ଜଣ ଜିଲ୍ଲାପାଳଙ୍କୁ ରାତି ଅଧରେ କମଲନାଥ ଅନ୍ୟତ୍ର ବଦଳି କରିଛନ୍ତି। ସେହିପରି ଗୁରବାର ମଧ୍ୟରାତ୍ର ପୂର୍ବରୁ କମଲନାଥ ୪୮ ଜଣ ଆଇଏଏସ୍କୁ…

ଦୁର୍ଘଟଣା ରୋକିବାକୁ ୨୪ ଘଣ୍ଟିଆ ପୋଲିସ ପେଟ୍ରୋଲିଂ

ଦୁର୍ଘଟଣା ରୋକିବାକୁ ୨୪ ଘଣ୍ଟିଆ ପୋଲିସ ପେଟ୍ରୋଲିଂ କରାଯିବ। ଏଥିପାଇଁ ପରିବହନ ବିଭାଗ ପକ୍ଷରୁ ରାଜ୍ୟ ପୁଲିସ ବିଭାଗକୁ ୧୦ କୋଟି ଟଙ୍କା ଅର୍ଥ ପ୍ରଦାନ କରାଯାଇଛି। ଏହି ଅର୍ଥକୁ ପୋଲିସର ମାନବ ସମ୍ବଳ ବିକାଶ, ଦ୍ରୁତ ଗାଡ଼ି ଚାଳନା ରୋକିବା ଏବଂ ଟ୍ରାଫିକ ପରିଚାଳନା ଇତ୍ୟାଦି ବାବଦରେ…