Odia News Portal

ପୋଲିସ ସୁରକ୍ଷାରେ ରହିବା ପାଇଁ ନାଟକ କରି ବିଲଡର ଗିରଫ

ଲକ୍ଷଲକ୍ଷ ଟଙ୍କା ହାତ ଉଦ୍ଧାରୀ କରି ଲୋକଙ୍କୁ ଠକି ଥିବା ଜଣେ ବିଲଡର ଏହି ଲୋକ ମାନଙ୍କ କବଳରୁ ନିଜକୁ ସୁରକ୍ଷିତ ରଖିବା ପାଇଁ କିପରି ପୋଲିସ ସାହାଯ୍ୟ ନେବାକୁ ଅଭିନବ ଉଦ୍ୟମ କରିପାରେ ତାର ଏକ ଚାଂଚଲ୍ୟକର ଓ ରହସ୍ୟ ଜନକ ଘଟଣା ଖୋଦ ପୋଲିସ ବିଭାଗକୁ ଟେରା କରିଦେଇଛି । । ଘଟଣାଟି ଘଟିଛି ଏମିତି…

ଅସୁସ୍ଥ ଯାତ୍ରୀଙ୍କ ପାଇଁ ବିମାନ ଅବତରଣ

ଇଣ୍ଡିଗୋ-୮୨୨ର ଜରୁରୀ ଅବତରଣ । ଜଣେ ଯାତ୍ରୀ ଅସୁସ୍ଥ ହେବାରୁ ଭୁବନେଶ୍ବର ବିମାନ ବନ୍ଦରରେ ଅବତରଣ କରିଥିଲା ଇଣ୍ଡିଗୋ-୮୨୨ ବିମାନ। ଅସୁସ୍ଥ ଯାତ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତୀ କରାଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ମୃତକ ହେଉଛନ୍ତି ପଶ୍ଚିମବଙ୍ଗ…

ଜମ୍ମୁକାଶ୍ମୀରରେ ଏନକାଂଟର

ଜମ୍ମୁକାଶ୍ମୀରର ଅବନ୍ତିପୁରା ଠାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୬ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ସେମାନଙ୍କ ଠାରୁ ବହୁ ଅସ୍ତ୍ରଶସ୍ତ୍ର ସହିତ ବିସ୍ପୋରକ ଆଦି ଜବତ କରାଯାଇଛି । ଏବେ ମଧ୍ୟ ସମ୍ପୃକ୍ତ ଅଂଚଳରେ ଗୁଳି ବିନିମୟ ଜାରୀ ରହିଛି । ସୁରକ୍ଷା…

ବନ୍ଧା ହେବେ ଅଭିନେତା ଅର୍ମାନ କୋହଲୀ

କିଛି ଦିନ ପୂର୍ବରୁ ପ୍ରେମିକା ନିରୁ ରନ୍ଧାଓ୍ଵାଙ୍କୁ ମାଡ଼ ମାରି ବିବାଦରେ ଫସିଥିବା ଅଭିନେତା ଅର୍ମାନ କୋହଲୀ ଏବେ ଏକ ନୂଆ ବିବାଦରେ ଛନ୍ଦି ହୋଇ ପଡ଼ିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ମୁତାବକ,ବେଆଇନ୍ ଭାବରେ ବିଦେଶୀ ବ୍ରାଣ୍ଡର ସ୍କଚ୍ ଏବଂ ହ୍ଵିସ୍କିର ବୋତଲ ରଖିଥିବାରୁ ତାଙ୍କୁ ଗିରଫ…

ଖୋର୍ଦ୍ଧାରୁ ଜବତ ହେଲା ୩୫ ଲକ୍ଷ ଟଙ୍କାର ବ୍ରାଉନସୁଗାର

ଖୋର୍ଦ୍ଧାରୁ ବ୍ରାଉନସୁଗାର ଜବତ। ଜବତ ହେଲା ୨୯୫ ଗ୍ରାମର ଧଳା ଜହର। ଚୋରା ଚାଲାଣ ଅଭିଯୋଗରେ ୨ଜଣଙ୍କୁ ଗିରଫ କରାଯାଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୩୫ ଲକ୍ଷ ଟଙ୍କା ହେବ। ମଠସାହି ଓ ଭାଲିଆ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା।

ଭାଲୁ ଆକ୍ରମଣରେ ଜଣେ ହୋମାଗାର୍ଡ ଆହତ

ବାଲେଶ୍ୱର ଜିଲ୍ଲା ବରମପୁର ଥାନା ଅନ୍ତର୍ଗତ ବରହମପୁର ବଜାରରେ ଭାଲୁ ଆକ୍ରମଣରେ ଜଣେ ହୋମାଗାର୍ଡ ଆହତ ହୋଇଛନ୍ତି। ଗତକାଲି ରାତିରେ ଏହି ବଜାରରେ ହୋମାଗାର୍ଡ ରବୀନ୍ଦ୍ର ମାଝି ପାଟ୍ରୋଲିଂ କରୁଥିବା ବେଳେ ତାଙ୍କୁ ଭାଲୁ ଆକ୍ରମଣ କରିଥିଲା। ତାଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି…

୭ ଦାଦନ ଶ୍ରମିକ ଉଦ୍ଧାର

ଆନ୍ଧ୍ରପ୍ରଦେଶରୁ ଉଦ୍ଧାର ହେଲେ ଆଉ ୭ଜଣ ଦାଦନ ଶ୍ରମିକ। ଫଶି ରହିଥିବା ଶ୍ରମିକ ମାନଙ୍କୁ ଶ୍ରମ ବିଭାଗ ଦ୍ୱାରା ଉଦ୍ଧାର କରାଯାଇଛି। ଏମାନେ ସମସ୍ତେ ସୁନ୍ଦରଗଡ଼ ହେମଗିରି ବ୍ଲକ ଭୁର୍ତା ଅଂଚଳର। ୧୧ ଜଣ ଶ୍ରମିକ ଇଟାଭାଟିରେ କାମ କରିବାକୁ ଯାଇଥିଲେ ବିଜୟନଗରମ୍। ତେବେ ବକେୟା ପାଉଣା ମାଗିବାରୁ ୧୧…

ବିଜେପିରେ ମିଶିବାକୁ ନେତା ଅମଙ୍ଗ

ଭୁବନେଶ୍ୱର : ବିଜେପିରେ ଯୋଗଦେବାକୁ ରାଜ୍ୟରେ ନେତାମାନେ ଏେବେ ଅମଙ୍ଗ । ବିଶେଷକରି କଂଗ୍ରେସ ଓ ବିଜେଡିର କୌଣସି ନାମଜାଦା ନେତା ଦଳ ଛାଡି ପଦ୍ମ ଧରିବାକୁ ମଙ୍ଗୁ ନଥିବାରୁ ପ୍ରଧାନମନ୍ତ୍ରୀଙ୍କ ଆସନ୍ତା ଓଡିଶା ଗସ୍ତ ସମୟରେ ସେଭଳି କୌଣସି ବଡ ମିଶ୍ରଣପର୍ବର ଯୋଜନା ନଥିବା ଜଣାଯାଇଛି । ଗତ…

କଣ ଆପଣଙ୍କ ସାଥୀ ଏହି ରାଶିର? ରୋମାଣ୍ଟିକ…

ସବୁ ଝିଅ ଚାହାନ୍ତି ତାଙ୍କ ସାଥୀ ବିଶ୍ବାସଯୋଗ୍ୟ ଏବଂ ବହୁତ ରୋମାଣ୍ଟିକ ହୋଇଥାନ୍ତୁ। ଆପଣ ନିଜର ସାଥୀଙ୍କର ପର୍ସନାଲିଟୀ, ଡ୍ରେସିଙ୍ଗ ସେନ୍ସ ଏବଂ ସ୍ବଭାବକୁ ଦେଖି ତାଙ୍କୁ ପସନ୍ଦ କରିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ ତାଙ୍କର ରାଶି ତାଙ୍କ ବିଷୟରେ କଣ କହୁଛି। ତେବେ ଆସନ୍ତୁ ଜାଣିବା…

୨୩ରେ ଓଡିଶା ଆସୁଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ସପରିବାର ଆସନ୍ତା ୨୩ ତାରିଖ ଠାରୁ ଆନ୍ଧ୍ର, ଓଡିଶା. ପଶ୍ଚିମବଙ୍ଗ ଓ ନୂଆଦିଲ୍ଲୀ ଗସ୍ତ କରିବେ । ସେ ୨୩ ତାରିଖ ଦିନ ବିଶାଖାପାଟନାରେ ପହଁଂଚିବା ପରେ ସେଠାରେ କିଛି ପୂଜାଅର୍ଚନା କରି ସ୍ୱାମୀ ସ୍ୱରୂପା ନନ୍ଦଙ୍କୁ ଭେଟି ତାଙ୍କର ଆଶୀର୍ବାଦ…