Odia News Portal

ଡିଏଭି ପୋଖରୀପୁଟରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ

ଡିଏଭି ପୋଖରୀପୁଟରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଡ. ଅରୁଣ କୁମାର ରଥ ମୁଖ୍ୟଅତିଥି ରୂପେ ଯୋଗଦାନ କରି ଜାତୀୟପତାକା ଉତ୍ତୋଳନ କରିଥିଲେ । ବିଶ୍ୱ ଦରବାରରେ ଭାରତ ଏକ ଶକ୍ତିଶାଳୀ ରାଷ୍ଟ୍ର ରୂପେ ପରିଚିତ ହେବା ପାଇଁ ସମସ୍ତଙ୍କର…

ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ

ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି। ଉପଦେଷ୍ଟା ଭାବେ ତାଙ୍କୁ କ୍ୟାବିନେଟ ପାହ୍ୟା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ହେବା ପରେ ପ୍ରକାଶ ମିଶ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଗୁରୁଦାୟିତ୍ୱ ମିଳିଛି,…

ବଦଳିଲେ ରାଜ୍ୟ ନିର୍ବାଚନ କମିଶନ: ପୂର୍ବତନ IAS ଙ୍କୁ ମିଳିଲା ଦାୟିତ୍ୱ

ବଦଳିଛନ୍ତି ଓଡ଼ିଶାର ନିର୍ବାଚନ କମିଶନ। ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ମଧୁସୂଦନ ପାଢ଼ୀଙ୍କୁ ଏହି ଦାୟିତ୍ୱ ମିଳିଛି। ଆଦିତ୍ୟ ପାଢ଼ୀଙ୍କ ଅବସର ପରେ ଖାଲି ପଡ଼ିଥିଲା କମିଶନର ପଦ। ପାଢ଼ୀ ୧୯୯୧-ବ୍ୟାଚ୍ ଓଡିଶା କ୍ୟାଡରର ଆଇଏଏସ୍ ଅଧିକାରୀ। ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେବା…

JSW ଷ୍ଟିଲ୍ ଓଡ଼ିଶା ଖଣି ବିଭାଗ ପକ୍ଷରୁ ୭୬ତମ ଗଣତନ୍ତ୍ର ଦିବସ ପାଳିତ

ଜେ.ଏସ୍.ଡବ୍ଲ୍ଯ଼ୁ. ଷ୍ଟିଲ୍ ଓଡ଼ିଶା ଖଣି ବିଭାଗ ଓ ଏହାର ଖଣି ସ୍ଥଳ ଏବଂ କର୍ପୋରେଟ୍ କାର୍ଯ୍ୟାଳୟରେ 76ତମ ଗଣତନ୍ତ୍ର ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଭାରତୀୟ ସମ୍ବିଧାନ ଗ୍ରହଣ ଏବଂ ଏକ ସାର୍ବଭୌମ ଗଣରାଜ୍ୟ ଭାବରେ ରାଷ୍ଟ୍ର ପ୍ରତିଷ୍ଠାକୁ ଚିହ୍ନିତ କରିଥିଲା।…

ସରକାରଙ୍କ ନୀତି ହେଉଛି ଜିରୋ କଟନୀ ଛଟନୀ: କୃଷ୍ଣଚନ୍ଦ୍ର ପାତ୍ର

କଟନୀ ଛଟନୀ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ମନ୍ତ୍ରୀଙ୍କ ବାଟ ଓଗାଳୁଛନ୍ତି ଅଫିସର। ଅଫିସରଙ୍କ ମନମାନି ଚାଲିଛି। ଅଫିସର କହୁଛନ୍ତି ଚାଷୀ ମିଲରଙ୍କ ଭିତରେ ମୁଣ୍ଡ ପୁରାନ୍ତୁନି ସରକାର। ସରକାରଙ୍କ ନୀତି ହେଉଛି ଜିରୋ କଟନୀ ଛଟନୀ। ଅନେକ…

କୁହୁଡ଼ି ଖାଇଗଲା ସୁନା ଫସଲ

ଦିନକୁ ଦିନ ବଢିବାକୁ ଲାଗିଛି କୁହୁଡିର ମାତ୍ର, କୁହୁଡା ପାଇଁ ଚିନ୍ତାରେ ପଡିଛନ୍ତି ପରିବା ଚାଷୀ । ପୋଡିଯାଉଛି ପରିବାଗଛର ପତ୍ର ଓ ଫୁଲ ଏବଂ ନଷ୍ଟ ହୋଇ ପଚିଯାଉଛି ଏକର ଏକରଚାଷଜମିର ପରିବା । ଫୁଲକୋବି ଠୁ ଆରମ୍ଭ କରି ବାଇଗଣ, ଜହ୍ନି, କଲରା, କାକୁଡି, ବନ୍ଧାକୋବି ଭଳି ପରିବା ଫସଲ…

 ଏଣିକି ଟ୍ରେନ୍‌ ଟିକେଟ୍‌ ଦାମରେ ପ୍ଲେନ ଯାତ୍ରା 

ଜାନୁଆରୀ ମାସରେ ପ୍ରାୟ ସମସ୍ତଙ୍କର ଗୋଟିଏ ଇଚ୍ଛାଥାଏ କି ସେମାନେ କେମିତି ବୁଲାବୁଲି କରିବେ । ସାଧାରଣତଃ ଡିସେମ୍ବର ଓ ଜାନୁଆରୀରେ ଅଧିକ ମାତ୍ରାରେ ପର୍ଯ୍ୟଟକ ବୁଲାବୁଲି କରନ୍ତି । ଦୂରସ୍ଥାନକୁ ଯାତ୍ରା କରିବାକୁ ଇଚ୍ଛୁକ ଥିବା ପର୍ଯ୍ୟଟକ ଟ୍ରେନ୍‌ରେ ସଫର କରିବାକୁ ବି ଚେଷ୍ଟା କରନ୍ତି ।…

ବିଭିନ୍ନ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେପି

ବିଭିନ୍ନ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେପି । କଟକ ଜିଲ୍ଲା ବିଜେପି ସଭାପତି ହେଲେ ସୁକାନ୍ତ ବିଶ୍ୱାଳ । ଦେବେନ୍ଦ୍ର ନାଥ ତରାଇ ହେଲେ ପୁରୀ ଜିଲ୍ଲା ବିଜେପି ସଭାପତି । ରାହାସ ବିହାରୀ ବେହେରା ହେଲେ ଢେଙ୍କାନାଳ ଜିଲ୍ଲା ବିଜେପି ସଭାପତି । ଗଞ୍ଜାମ ଜିଲ୍ଲା ବିଜେପି ସଭାପତି…

 ବିମାନ ବାତିଲ୍‌କୁ ନେଇ ତେଜୁଛି ଅସନ୍ତୋଷ

ପ୍ରତିବର୍ଷ ଭଳି ଏଥର ବି ଶୀତଋତୁ ସମୟରେ ଆଲାଏନ୍ସ ଏୟାରଲାଇନ୍ସର ଉଡ଼ାଣ ବାରମ୍ବାର ବାତିଲ ହେବା ନେଇ ଯାତ୍ରୀଙ୍କ ମଧ୍ୟରେ ଅସ‌ନ୍ତୋଷ ବଢ଼ିବାରେ ଲାଗିଛି। କେବଳ ଚଳିତ ମାସ ହିସାବକୁ ନେଲେ ବର୍ତ୍ତମାନ ସୁଦ୍ଧା ୩ ଦିନ ବାତିଲ୍‌ ହୋ‌ଇଥିବାବେଳେ ଫେବ୍ରୁଆରି ୨୬ ଯାଏ ଏହି ଧାରା ଜାରି ରହିବ…

ନିଆଁ ଲଗାଇଛି ସ୍ମାର୍ଟ ମିଟର, ରାଜରାସ୍ତାରେ ଉପଭୋକ୍ତା

ପୁଣି ଜଳିଲାଣି ସ୍ମାର୍ଟ ମିଟର ନିଆଁ । ଜାଗା ଜାଗାରେ ତେଜିଲାଣି ଜନ ଅସନ୍ତୋଷ । ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କଲେଣି ଉପଭୋକ୍ତା । ପ୍ରଥମେ ବାଧ୍ୟ କରାଯାଇ ସ୍ମାର୍ଟ ମିଟର ଲଗାଯାଉଛି । ଆଉ ଲାଗିଗଲା ପରେ ଦେଢ଼ଗୁଣା ବଢ଼ିଯାଉଛି ବିଜୁଳି ବିଲ୍ । ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଆସୁଛି ଏମିତି…