ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ବିଜେପି ରାଜ୍ୟ ସଭାପତିଙ୍କ ନାଁ ଘୋଷଣା : ସୁକାନ୍ତ ପାଣିଗ୍ରାହୀ
ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ବିଜେପି ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହେବ । ଖୁବ୍ଶୀଘ୍ର ରାଜ୍ୟର ନିର୍ବାଚନ ପ୍ରକ୍ରିୟା ସରିବା ବୋଲି କନ୍ଧମାଳ ସାଂସଦ ତଥା ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, ପୁଣି ଓଡ଼ିଶା ଆସିବେ!-->!-->!-->…
