Odia News Portal

ନୟାଗଡ଼ ନିର୍ବାଚନମଣ୍ଡଳୀ ସମୀକ୍ଷା ବୈଠକ: ଫେବୃୟାରୀ ସୁଦ୍ଧା କାମ ଶେଷ କରିବାକୁ ନିର୍ଦ୍ଦେଶ

ନୟାଗଡ଼: ନୟାଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ସମୀକ୍ଷା ବୈଠକ  ବୁଧବାର ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଡିଆରଡିଏ ସମ୍ମିଳନୀ କକ୍ଷ ସୃଜନଠାରେ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ସାହୁ ବୈଠକରେ ନିର୍ବାଚନ ମଣ୍ଡଳୀରେ ହୋଇଥିବା ବିଭିନ୍ନ ବିଭାଗର କାର୍ଯ୍ୟ ଉପରେ ସମୀକ୍ଷା…

କେନ୍ଦ୍ରାପଡା ଡଙ୍ଗା ବୁଡି ଘଟଣା: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଁଏ ସାହାଯ୍ୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଡଙ୍ଗାବୁଡ଼ି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରତି ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସାହାଯ୍ୟ ଘୋଷଣା କରିଛନ୍ତି। ଏହା ସହିତ ଯେଉଁମାନେ ଅସୁସ୍ଥ ବା ଆହତ…

ଏସ୍‌ସିବିରେ ବହୁମୂଲ୍ୟ ଚିକିତ୍ସା ମାଗଣା ହେବ: ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକ

କଟକ: ସ୍ବାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟ ସରକାର ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ନିଦାନ ଓ ସହାୟ ଯୋଜନାରେ କେତେକ ଦୁରାରୋଗ୍ୟର ମାଗଣା ଚିକିତ୍ସା କରାଯାଉଛି। ଏବେ ସେଥିରେ ଯୋଡ଼ି ହେବାକୁ ଯାଉଛି ଆଉ କିଛି ବହୁମୂଲ୍ୟ ଚିକିତ୍ସା। ଏସ୍‌ସିବି ମେଡିକାଲରେ…

ଭାରତୀୟ ସେନାବାହୀନିର ୫୬୦ ଜଣ ସହିଦଙ୍କ ନାଁ ନିଜ ପିଠିରେ ଟାଟୁ କରିଥିବା ବ୍ୟକ୍ତି

ନୂଆଦିଲ୍ଲୀ: ଅଭିଷେକ ଗୌତମ ନାମକ ଜଣେ ୩୦ ବର୍ଷିୟ ଇଣ୍ଟରିୟର୍‌-ଡିଜାଇନର୍‌ ତାଙ୍କ ପିଠିରେ କରାଇଥିବା ୫୯୩ଟି ଟାଟୁ ମଧ୍ୟରେ ରହିଛି ଭାରତୀୟ ସେନାବାହୀନିର ୫୬୦ ଜଣ ସହିଦଙ୍କ ନାମ। ସେ କାର୍‌ଗିଲ୍‌ ଯୁଦ୍ଧ ସହିଦ ହୁଅନ୍ତୁ କି, ନିକଟ ଅତୀତର ହୁଅନ୍ତୁ, ସମସ୍ତଙ୍କ ନାମ ସେ ନିଜ ପିଠିରେ ଟାଟୁ ବା…

କାହିଁକି ବୁଡିଲା ଡଙ୍ଗା ? ବୃଦ୍ଧ କହିଲେ, ଡଙ୍ଗାବୁଡି ପଛର ପୂରା କାହାଣୀ

କେନ୍ଦ୍ରାପଡା: ମହାକାଳପଡା ନିପାଣିଆରେ ଡଙ୍ଗା ବୁଡି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ଏହାଛଡା ଅଗ୍ନିଶମ ବିଭାଗ ଓ ଏସଆରସିକୁ ମଧ୍ୟ ଉଦ୍ଧାରକାର୍ଯ୍ୟରେ…

ଭତ୍ତା ପାଇଁ ୪୦୦ କିଲୋମିଟର ଦୌଡ଼ୁଛନ୍ତି ୮୭ ବର୍ଷିୟ ବୃଦ୍ଧ

ପୁରୀ: ବୟସ ୮୭ ଡେଇଁଲାଣି । ବାଡ଼ି ନଧରିଲେ ପାଦେ ପକାଇବା କଷ୍ଟକର । କିନ୍ତୁ ଭତ୍ତା ପାଇଁ ଦୌଡ଼ିବାକୁ ପଡ଼ୁଛି ୪୦୦ରୁ ଅଧିକ କିଲୋମିଟର । ନିଜ ପଞ୍ଚାୟତକୁ ନାମ ସ୍ଥାନାନ୍ତର ପାଇଁ ପ୍ରଶାସନଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରି ସାରିଲେଣି । କିନ୍ତୁ କେହି…

ଚାଲିଗଲେ ସଚିନ୍‌ଙ୍କ କୋଚ୍‌ ଆଚରେକର

ମୁମ୍ବାଇ : କ୍ରିକେଟ୍‌ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକରଙ୍କ କୋଚ୍‌ ରମାକାନ୍ତ ଆଚରେକରଙ୍କ ଦେହାନ୍ତ । ଆଜି ୮୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ଠିକ୍‌ ସନ୍ଧ୍ୟା ସାଢ଼େ ୬ଟାରେ ଆଚରେକର ମୁମ୍ବାଇ ଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ୧୯୩୨ରେ ଜନ୍ମ ନେଇଥିବା ଆଚରେକର ସଚିନ୍‌ଙ୍କ…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୩ତମ ପ୍ରତିଷ୍ଠା ଦିବସ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ମହାସମାରୋହରେ ୫୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ପିଜି କାଉନସିଲ ଅଧକ୍ଷ ପ୍ରଫେସର ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ସମାରୋହରେ ପ୍ରଫେସର ମନୋଜ ଦାସ ପ୍ରମୁଖ ଯୋଗ ଦେଇଥିଲେ। ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର…

ଆଜି ଶେଷ ଟେଷ୍ଟ : ଭାରତ ପାଇଁ ମ୍ୟାଚ୍‌ ଜିତି ସରିଜ୍‌ ବିଜୟ ରେକର୍ଡ଼ ସୃଷ୍ଟି କରିବା ଚ୍ୟାଲେଞ୍ଜ

ସିଡନୀ : ଆଜି  ସିଡନୀ କ୍ରିକେଟ୍‌ ଗ୍ରାଉଣ୍ଡରେ ଚତୁର୍ଥ ତଥା ଶେଷ ଟେଷ୍ଟ । ଅଷ୍ଟ୍ରେଲିଆ ମାଟିରେ ଭାରତ ପାଇଁ ଆଉ ଏକ ମ୍ୟାଚ୍‌ ଜିତି ସରିଜ୍‌ ବିଜୟ ରେକର୍ଡ଼ ସୃଷ୍ଟି କରିବାର ବଡ଼ ଚ୍ୟାଲେଞ୍ଜ ରହିଛି । ଅବଶ୍ୟ ମ୍ୟାଚ୍‌ ଯଦି ଡ୍ର ରହେ ତେବେ ବି ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ମାଟିରେ ସର୍ବପ୍ରଥମ…

ସାରା ରାଜ୍ୟରେ ଶୀତ ଲହରି ଜାରି

ଭୁବନେଶ୍ୱର: ୫ରୁ କମିବ ଶୀତ, ସାରା ରାଜ୍ୟରେ ଶୀତ ଲହରି ଜାରି । ୧୯ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ୪.୫ ଡିଗ୍ରୀ ସହ ଫୁଲବାଣୀ ରାଜ୍ୟର ସବୁଠୁ ଶୀତଳ ସହର । ଦାରିଙ୍ଗବାଡି ୫, ସୋନପୁର ୬.୬ ଡିଗ୍ରୀ, ଭବାନୀପାଟଣା ୭.୫ ଡିଗ୍ରୀ, ଅନୁଗୁଳ ୭.୬ ଡିଗ୍ରୀ, କେନ୍ଦୁଝର, ସୁନ୍ଦରଗଡ଼ ଓ…