ପୋଲ ତଳକୁ ଖସି ୨ ମୃତ
ଯାଜପୁର: ହାଇଲେବୁଲ କେନାଲ ରାସ୍ତାର ଇମାମନଗର ନିକଟରେ ଏକ ପୋଲ ତଳକୁ ବାଇକ୍ ଖସି ପଡ଼ିବା କାରଣରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଦୁଇଜଣ ହେଲେ ଜେନାପୁର ଥାନା ବାରମାଣ ଗ୍ରାମର ଟୁକୁନା ସାମଲ (୨୬) ଓ ପ୍ରକାଶ ଦେଉରୀ (୨୩)। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ…
