ସଡ଼କ ଦୁର୍ଘଟଣା: ୪ ମୃତ୍ୟୁ, ୨ ଗୁରୁତର
ଚଇତି ଯାତ୍ରା ହେଲା ଶେଷ ଯାତ୍ରା, ଗତକାଲି ବିଳମ୍ବିତ ରାତିରେ ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ୍ ଅନ୍ତର୍ଗତ ତୋୟାପୁଟ ଠାରେ ଘଟିଛି ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା। ରାୟଗଡ଼ାଠାରେ ଅନୁଷ୍ଠିତ ଚଇତି ଉତ୍ସବ ଦେଖି ସାରି ଘରକୁ ଏକ ବୋଲେରୋରେ ଫେରୁଥିବା ବେଳେ ଭାରସାମ୍ୟ ହରାଇ ବୋଲେରୋଟି…
