ମହିଳାମାନଙ୍କୁ ସୁଲଭ ଦରରେ ମିଳିବ ଉଜ୍ଜ୍ୱଳ ସାନିଟାରୀ ନ୍ୟାପକିନ
ମହିଳାମାନଙ୍କୁ ସୁଲଭ ଦରରେ ମିଳିବ ଉଜ୍ଜ୍ୱଳ ସାନିଟାରୀ ନ୍ୟାପକିନ | ଆଇଓସିଏଲ, ଏଚପିସିଏଲ ଓ ବିପିସିଏଲ କମ୍ପାନୀଗୁଡିକର ସିଏସର ଯୋଜନା ଅନୁଯାୟୀ ଆଜିଠାରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ | ୩୦ ଜିଲ୍ଲାର ୯୩ଟି ବ୍ଲକରେ ପ୍ରାୟ ୧୦୦ ଲୋକାଲ ୟୁନିଟ ମାଧ୍ୟମରେ ଏହି ନ୍ୟାପକିନ ମିଳିବ | ଏହି…
