Odia News Portal

ପୁଣି ଅଡୁଆରେ ସାଜିଦ୍ ପଢନ୍ତୁ…

ଫିଲ୍ମ ନିର୍ଦ୍ଦେଶକ ସାଜିଦ ଖାନଙ୍କୁ ପୁଣି ବଡ଼ ଝଟକା। ମି ଠୁ ବିବାଦରେ ଛନ୍ଦି ହୋଇଥିବା ସାଜିଦଙ୍କୁ ଏବେ ଇଣ୍ଡିୟାନ ଫିଲ୍ମ ଆଣ୍ଡ ଟେଲିଭିଜନ ଡାଇରେକ୍ଟର ଆସୋସିଏସନରୁ ନିଲମ୍ବିତ କରାଯାଇଛି। ସାଜିଦଙ୍କୁ ଏନେଇ ଆଇଏଫଟିଡିଏରୁ ନୋଟିସ୍ ଦିଆଯାଇଛି। ସାଜିଦଙ୍କ ବିରୋଧରେ ଥିବା ଅଭିଯୋଗର ତଦନ୍ତ…

ଡିସେମ୍ବର 15ରୁ ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା

ଭୁବନେଶ୍ବର () ଚଳିତ ବର୍ଷ ଡେସେମ୍ବର 15 ତାରିଖରୁ ରାଜ୍ୟରେ 5ଲକ୍ଷ ନୂଆ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯିବ । ରାଜ୍ୟରେ ଜଣେ ହେଲେ ବି ଯୋଗ୍ୟ ବ୍ୟକ୍ତି ଯେପରି ମଧୁବାବୁ ପେନସନ ଯୋଜନାରୁ ବଂଚିତ ନହୁଅନ୍ତି ତା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ…

ମଧ୍ୟପ୍ରଦେଶରେ କଂଗ୍ରେସକୁ ସମର୍ଥନ ଦେବ ବିଏସ୍‌ପି

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ କଂଗ୍ରେସକୁ ସମର୍ଥନ ଦେବ ବିଏସ୍‌ପି। ବିଏସ୍‌ପି ମୁଖ୍ୟ ମାୟାବତୀ ଏନେଇ ଘୋଷଣା କରିଛନ୍ତି। ବିଜେପିକୁୁ କ୍ଷମତାରୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ମାୟାବତୀ କହିଛନ୍ତି। ରାଜସ୍ଥାନରେ ମଧ୍ୟ କଂଗ୍ରେସକୁ ସମର୍ଥନ ଦେବ ବିଏସ୍‌ପି। ରାଜସ୍ଥାନରେ ୬ ଓ…

ଗୁରୁବାର ଦିନ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେ ଚନ୍ଦ୍ରଶେଖର ରାଓ

ହାଇଦ୍ରାବାଦ: ୧୧୯ ତେଲେଙ୍ଗାନା ବିଧାନସଭା ଆସନରୁ ୮୮ଟି ଅକ୍ତିଆର କରି କେ ଚନ୍ଦଶେଖର ରାଓଙ୍କ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି( ଟିଆରଏସ) ତେଲେଙ୍ଗାନାରେ ଲଗାତର ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ଗତକାଲି ବିଧାନସଭା ନିର୍ବାଚନ ଫଳାଫଳ ଏକତରଫା ଭାବେ ଟିଆରଏସ ଆଡ଼କୁ ଯିବା ପରେ…

ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ

ସମ୍ବଲପୁର: ସମ୍ବଲପୁର ମାନେଶ୍ୱର ଛକଠାରେ ଡ୍ୟୁଟି କରୁଥିବା ବେଳେ ଜଣେ ପୋଲିସ କର୍ମଚାରୀ ଳଲିତ ନାୟକଙ୍କୁ ଆକ୍ରମଣ ହୋଇଛି । ମାନେଶ୍ୱର ଛକରେ ଦୁଇ ଜଣ ଯୁବକ ଆସି ତାଙ୍କ ଉପରେ ଅଚାନକ ଆକ୍ରମଣ କରିଥିଲେ । ଏଥିରେ ଲଳିତଙ୍କ ମୁଣ୍ଡ ଫାଟିଯାଇଥିଲା। ପ୍ରଥମେ ତାଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି…

ଅସୁରକ୍ଷିତ ଗଜରାଜ : ଆଠଗଡ଼ରେ ପୁଣି ହାତୀ ମୃତ୍ୟୁ

ଆଠଗଡ଼: ଅସୁରକ୍ଷିତ ଗଜରାଜ। ଆଠଗଡ଼ରେ ପୁଣି ହାତୀ ମୃତ୍ୟୁ। କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ସୁକାସନ ରିଜର୍ଭ ଜଙ୍ଗଲ ଅନ୍ତର୍ଗତ ରାଜନଗର ନିକଟରେ ଏକ ମାଇ ହାତୀର ମୃତ ଦେହ ଠାବ କରାଯାଇଛି । ହାତୀଟିର ବୟସ ୭ ବର୍ଷ ହେବ। ତା ମୁହଁରୁ ପ୍ରବଳ ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଛି। ତେବେ ହାତୀ…

ମୋଦି ଲହରରେ ଭଟ୍ଟା

ଭୁବନେଶ୍ୱର, (): ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପରିଣାମ ବିଜେପି ଓ ଏହାର ସର୍ବୋଚ୍ଚ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ବହୁତ ଅଲଗା। ୨୦୧୪ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ନିର୍ବାଚନ ଲଢ଼ି ୩୦ବର୍ଷ ପରେ ନିଜ ଦମରେ ବହୁମତ ହାସଲ କରିବାର ଗୌରବ ସହିତ ସରକାର…

ହକି ବିଶ୍ୱକପ୍‌: ଆଜିଠାରୁ କ୍ୱାର୍ଟର ଫାଇନାଲ ମ୍ୟାଚ୍‌

ଭୁବନେଶ୍ୱର: ଚଳିତ ହକି ବିଶ୍ୱକପ ୧୪ତମ ସଂସ୍କରଣ ଏବେ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟରେ ପହଞ୍ଚଛି। ଆଜି ବିଶ୍ୱକପ୍‌ର ପ୍ରଥମ ଦୁଇଟି କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଖେଳାଯିବ। ପ୍ରଥମ କ୍ୱାର୍ଟର ଫାଇନାଲରେ ଅଲିମ୍ପିକ୍ସ ଚାମ୍ପିୟନ ଆର୍ଜେଣ୍ଟିନା ଓ ଇଂଲଣ୍ଡ ପରସ୍ପରକୁ ଭେଟିବେ। ସେହିପରି ଏହି ଦିନ…

ମୁଁ ବି ବଞ୍ଚିବାକୁ ଚାହେଁ’ ଅଭିଯାନ ଆରମ୍ଭ

ବ୍ରହ୍ମପୁର: ଲୁହା କଣ୍ଟା ଏବଂ ବିଜ୍ଞାପନ ଫଳକ ଲାଗିବା ଯୋଗୁ କ୍ଷତାକ୍ତ ହୋଇଥିବା ଗଛଗୁଡ଼ିକୁ ନୂଆ ଜୀବନ ଦେବାପାଇଁ ସେପ୍ଟେମ୍ବର ୨୩ ତାରିଖରୁ ଆରମ୍ଭ ହୋଇଛି ‘ମୁଁ ବି ବଞ୍ଚିବାକୁ ଚାହେଁ’ ଅଭିଯାନ। ବ୍ରହ୍ମପୁର ସବୁଜ ବାହୀନ ତରଫରୁ ହାତକୁ ନିଆଯାଇଥିବା ଏହି କାର୍ଯ୍ୟ କ୍ରମଶଃ ସଫଳ ହେବାରେ…

ରସୁଲଗଡ଼ ଶିଳ୍ପାଞ୍ଚଳ ରାସ୍ତା ଶୋଚନୀୟ: ଖାଲରେ ପଡ଼ି ପିକ୍‌ଅପ୍‌ ଭ୍ୟାନ ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ୱର: ରସୁଲଗଡ଼ ଶିଳ୍ପାଞ୍ଚଳରେ ରାସ୍ତାଗୁଡିକ ମରାମତି ଅଭାବରୁ ପ୍ରତିଦିନ ଛୋଟବଡ ଦୁର୍ଘଟଣା ଘଟୁଛି। ଏ ନେଇ ଲୋକେମାନେ ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନି। ମଙ୍ଗଳବାର ରାତି ପ୍ରାୟ ୮ଟାବେଳେ ଏସ୍‌ପ୍ଲାନେଡ୍‌ଠାରୁ ଅଳ୍ପ ଦୂରରେ ଏକ ଲୁହା ବୋଝେଇ ପିକ୍‌ଅପ୍‌ ଭ୍ୟାନ…