Odia News Portal

ଗଛକଟା ନେଇ ଏନଜିଟି ନୋଟିସ

ଢେଙ୍କାନାଳ ଜିଲ୍ଲା ବଳରାମପୁରର ଝିଙ୍କରଗଡି ଠାରେ ମଦ କାରଖାନା ପାଇଁ ଶତାଧିକ ଗଛ କଟାଯାଇଥିବା ଘଟଣାରେ ଜାତୀୟ ଗ୍ରୀନ ଟି୍ରବ୍ୟୁନାଲ ଉଦବେଗ ପ୍ରକାଶ କରିଛନ୍ତି । ଏଠାରେ ଜଙ୍ଗଲ ଆଇନର ଖୋଲା ଉଲଙ୍ଘନ କରାଯାଇଛି ବୋଲି ଗ୍ରୀନ ଟି୍ରବ୍ୟୁନାଲ ମତ ଦେବା ସହ ରାଜ୍ୟ ସରକାର ଏ ସମ୍ପର୍କରେ ସତ୍ୟପାଠ…

ଭୁଲି ପାରିଲେନି ଛାତ୍ରୀଙ୍କ ପ୍ରେମ

ଉତ୍ତର ପ୍ରଦେଶର ଗାଜିଆବାଦରେ ଜଣେ ବିବାହିତ ଶିକ୍ଷକ ଏକ ଅଜବ ଘଟଣା ଘଟାଇଛନ୍ତି। ଶିକ୍ଷକ ଜଣଙ୍କର ୪ ମାସ ତଳେ ବିବାହ ହୋଇଥିଲେ ହେଁ ଜଣେ ଛାତ୍ରୀଙ୍କ ସହ ଥିବା ତାଙ୍କ ପ୍ରେମ ସମ୍ପର୍କକୁ ଭୁଲି ପାରି ନଥିଲେ। ନିଜର ମାନସିକ ସନ୍ତୁଳନ ହରାଇ ସେ ସମ୍ପୃକ୍ତ ଛାତ୍ରୀଙ୍କୁ ବାରମ୍ବାର ଛୁରୀରେ…

ଥରୁଛି କନ୍ଧମାଳ

କନ୍ଧମାଳ – ଗତ ଦୁଇଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଉଛି । ଫୁଲବାଣୀ ଓ କନ୍ଧମାଳରେ ଶୀତର ଲହରୀ ପ୍ରବଳ ଭାବରେ ବଢିବାରେ ଲାଗିଛି । ରାତିରେ ତାପମାତ୍ରା ୬/୭ ଡିଗ୍ରୀକୁ ଖସିଆସିବା ଫଳରେ ଲୋକେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଶୀତ ସାଙ୍ଗକୁ…

କାଶୀପୁରରେ ପହଂଚିଲେ କ୍ରାଇମବ୍ରାଂଚ ଟିମ

ରାୟଗଡା ଜିଲ୍ଲା କାଶୀପୁରରେ ଉତ୍କଳ ଭାରତ ସଭାପତି ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କ ଉପରେ ଆକ୍ରମଣ ଘଟଣାର ତଦନ୍ତ ଆରମ୍ଭ ହୋଇଯାଇଛି। ମଙ୍ଗଳବାର କ୍ରାଇମବ୍ରାଂଚର ୨ ଜଣିଆ ଟିମ କାଶୀପୁରରେ ପହଂଚିଛନ୍ତି। ତାଙ୍କୁ ଆକ୍ରମଣ କରିବା ପଛରେ କାହାର ହାତ ରହିଛି କିମ୍ବା ଆକ୍ରମଣ ରାଜନୈତିକ…

ଧର୍ମେନ୍ଦ୍ର ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଅବସର ପ୍ରାପ୍ତ ଆଇଏଏସ ଅପରାଜିତା ସଡଙ୍ଗୀଙ୍କୁ ଦଳକୁ ଆଣି ବିଜେପି ତାଙ୍କୁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ପ୍ରୋଜେକ୍ଟ କରି ନିର୍ବାଚନରେ ସଫଳତା ଆଣିବା ପାଇଁ ବିଜେପିର ଗୋଟିଏ ଗୋÂୀ ଉଦ୍ୟମ ଚଳାଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏଥିରେ ପୂର୍ଣ୍ଣଛେଦ ଟାଣିଛନ୍ତି । ସେ କହିଛନ୍ତି ଯେ…

ରାଉଲକେଲା ବନ୍ଦ ସଫଳ

ରାଉରକେଲାକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରଦାନ ସହିତ ରାଉରକେଲାଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ରାଉରକେଲା ବନ୍ଦ ଡାକରା ଦେଇଛି ରାଉରକେଲା ଓକିଲ ସଂଘ। ଓକିଲ ସଂଘର ବନ୍ଦ ଡାକରା ପରିପ୍ରେକ୍ଷୀରେ ସମଗ୍ର ରାଉରକେଲାରେ ଆଜି ସକାଳ ୬ଟାରୁ ଏହି ବନ୍ଦ ପାଳିତ ହେଉଛି…

ବିଜେପିରେ ମିଶିଲେ ଅପରାଜିତା

ଆଜି ବିଜେପିରେ ଅନୁÂାନିକ ଭାବେ ଯୋଗ ଦେଇଛନ୍ତି ସ୍ୱେଚ୍ଛାକୃତ ଅବସର ନେଇଥିବା ଆଇଏଏସ୍ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ । ଦିଲ୍ଲୀରେ ଅମିତ ଶାହାଙ୍କ ଘରେ ବିଜେପିରେ ବହୁ ତୁଙ୍ଗ ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ପୂର୍ବତନ ବ୍ୟୁରୋକ୍ରାଟ । ଗଣଶିକ୍ଷା ବିଭାଗର ସଚିବ ଏବଂ ଭୁବନେଶ୍ୱର ମହାନଗର…

ବିଏମଡବ୍ଲୁ୍ୟ ଚଢିଲେ ଦୂତୀ

ଦୌଡରାଣୀ ଦୂତୀ ଚାନ୍ଦଙ୍କ ସ୍ୱପ୍ନ ସାକାର ହୋଇଛି । ବିଳାସପୂର୍ଣ୍ଣ ବିଏମଡବ୍ଲୁ କାର୍ କିଣିଛନ୍ତି ଦୂତୀ । ଏହି ଅବସରରେ ସେ କହିଛନ୍ତି ଯେ, ପିଲାଦିନୁ ବିଏମଡବ୍ଲୁ କିଣିବା ପାଇଁ ଦେଖିଥିବା ସ୍ୱପ୍ନ ସତ ହୋଇଛି । ପିଲାଟି ଦିନରୁ ସେ ନିଜ ପାଇଁ ଏକ ବିଏମଡବ୍ଲୁ ଓ ମା, ବାପାଙ୍କ ପାଇଁ ଏକ ଘର…

ମୋଦି ଜଣାଇବେ ଶୁଭେଚ୍ଛା

ବଲିଉଡ୍ରେ ଗୋଟିଏ ପରେ ଗୋଟିଏ କାଳାକାରଙ୍କ ଘରେ ସାହାନାଈ ବାଜିବାରେ ଲାଗିଛି। ରଣବୀର ସିଂହ ଓ ଦୀପିକା ପାଦୁକୋନ ଇଟାଲିରେ ବିବାହ ବନ୍ଧନରେ ବାନ୍ଧି ହେବା ପରେ ଏବେ ବିବାହ କରିବାକୁ ଯାଉଛନ୍ତି ବଲିଉଡ୍ ଟର୍ଣ୍ଣଡ ହଲିଉଡ୍ ଷ୍ଟାର୍ ପ୍ରିୟଙ୍କା ଚୋପ୍ରା। ପ୍ରିୟଙ୍କା ତାଙ୍କ ଆମେରିକୀୟ ପ୍ରେମିକ…

ଭଣଜାକୁ ମାରିଦେଲା ମାମୁ

କଳାହାଣ୍ଡି ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି। ମାମୁ ଗୁଳିରେ ଜଣେ ସମ୍ପର୍କୀୟ ଭଣଜାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ କ୍ଷେତ୍ର ମାଝୀ। ତାଙ୍କ ଘର ବିଶ୍ୱନାଥପୁର ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗାଁରେ। ସୂଚନା ଅନୁସାରେ, କ୍ଷେତ୍ର ଓ ତାଙ୍କ ମାମୁ ଟେକରା ମାଝି ବାର୍ହା ଶିକାର କରିବାକୁ…