Odia News Portal

କାମ ବିଗୁଡୁଛି କି ?

ହଠାତ୍ ବିନା କୌଣସି କାରଣରେ ସମସ୍ତ କାମ ବିଗିଡ଼ିବା ଆରମ୍ଭ ହୋଇଥାଏ। ଜୋତିଷ ଶାସ୍ତ୍ର ଅନୁଯାୟୀ କୌଣସି ବ୍ୟକ୍ତିଙ୍କର ନଜର ଲାଗିଥିଲେ ଏପରି ହୋଇଥାଏ। ଯେତେବେଳେ କିଏ ଆପଣଙ୍କର ସଫଳତା ଏବଂ ଖୁସି ଦେଖି ଇର୍ଷା କରିଥାନ୍ତି ଏବଂ ବାରମ୍ବାର ଆପଣଙ୍କ ବିଷୟରେ ଖରାପ ଚିନ୍ତା କରିଥାନ୍ତି ସେତେବେଳେ…

ଭାଗ୍ୟ ବଦଳେଇବ ମାଛ

ନିଜ ଘରର ଶୋଭା ବଢ଼ାଇବା ପାଇଁ ଆଜିକାଲି ପ୍ରାୟ ସମସ୍ତେ ନିଜ ଘରେ ଆକ୍ବାରିୟମ୍ ରଖିଥାନ୍ତି। ଏଥିରେ ରଙ୍ଗବେରଙ୍ଗ ମାଛ ଦେଖିଲେ ମନକୁ ଏକ ଅଦ୍ଭୁତ ଶାନ୍ତି ଅନୁଭୂତ ହୋଇଥାଏ। ତେବେ ଆପଣ ଜାଣିଛନ୍ତି କି, ଏହି ଆକ୍ବାରିୟମ ସହ ଜଡ଼ିତ ରହିଛି ଅନେକ ବାସ୍ତୁ ସମ୍ବନ୍ଧୀୟ ଜିନିଷ। ଏଥିରେ କିଛିଟା…

ପାଠ ପଢା ବୋଝରୁ ମିଳିବ ତ୍ରାହି

ଛୋଟ ଛୋଟ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ଚାପରୁ ମୁକ୍ତି ଦେବାକୁ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ନୂଆ ନିୟମ ପ୍ରଣୟନ କରିଛି। ଏଣିକି ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ସ୍କୁଲଗୁଡ଼ିକ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ କୌଣସି ପ୍ରକାର…

ବିଜେପିରେ ଆଉ ରହିହେବନି

ଭୁବନେଶ୍ବର () ବିଜେପିର ଦୁଇ ବରିଷ୍ଠ ନେତା କେନ୍ଦ୍ରୀୟ ନେତୃତ୍ବ ଉପରେ ଅସନ୍ତୋଷ ପ୍ରକାଶ କରି ଦଳ ଛାଡିବେ । ଗତକାଲି ଦିଲ୍ଲୀପ ରାୟ ଏହାର ସୂଚନା ଦେଇସାରିଥିବା ବେଳେ ଆଜି ବିଜୟ ମହାପାତ୍ର ବି ସମାନ ପନ୍ଥା ଆପଣେଇବେ ବୋଲି ସଙ୍କେତ ଦେଇଛନ୍ତି । ବିଜେପିକୁ ଖୁବଶୀଘ୍ର କରିବେ ବାଏ ବାଏ।…

ମି-ଠୁ ଅଭିଯୋଗ ଉପରେ ବିନୀତାଙ୍କର ହେବ ଡାକ୍ତରୀ ମାଇନା

ଅକ୍ଟୋବର ୮ରେ ୰ମି ଠୁ ଅଭିଯାନର ଶିକାର ହୋଇଥିଲେ ବଲିଉଡ୍ ଅଭିନେତା ଆଲୋକ ନାଥ୍ । ଲେଖିକା ତଥା ପ୍ରଯୋଜିକା ବିନ୍ତା ନନ୍ଦା ଫେସ୍ବୁକ୍ ପୋଷ୍ଟ ଜରିଆରେ ତାଙ୍କ ବିରୋଧରେ ଦୁଷ୍କର୍ମର ଅଭିଯୋଗ ଆଣିବା ପରେ ଆଲୋକ ନାଥଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏ ନେଇ ମୁମ୍ବାଇ ପୁଲିସ କିଛି ଦିନ…

ନିପାତ ହେଲେ ୮ ମାଓବାଦୀ

ସୁକମା ଜିଲ୍ଲାରେ ପୋଲିସ ଓ ମାଓବାଦୀ ଗୁଳି ବିନିମୟରେ ୮ଜଣ ମାଓବାଦୀ ନିହତ ହୋଇଛନ୍ତି । ଏଥିରେ ୨ଜଣ ଜବାନ ମଧ୍ୟ ସହିଦ ହୋଇଛନ୍ତି । ଜିଲ୍ଲା ଏସପି ଅଭିଷେକ ମୀନା ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଏବେବି ସପୃକ୍ତ ଅଂଚଳରେ ସର୍ଚଅପରେସନ ଜରି ରହିଛି ।

ଓଡିଶାରେ ମାଧୁରୀ

ଭୁବନେଶ୍ବର () ହକି ବିଶ୍ବକପର ଉଦଘାଟନୀ ଉତ୍ସବରେ ଯୋଗ ଦେବାକୁ ବଲିଉଡ ତାରକା ମାଧୁରୀ ଦିକ୍ଷିତ ଭୁବନେଶ୍ବରରେ ପହଁଚିଛନ୍ତି । ସେ ଆସନ୍ତାକାଲି ଉଦଘାଟନୀ ଉତ୍ସବରେ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିବେ । ଭୁବନେଶ୍ବରର ବିମାନ ବନ୍ଦରରେ ପହଁଚିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା…

୩୦ବର୍ଷର ରିପୋର୍ଟ ଅନୁଧ୍ୟାନ କରିବେ ଆମିକସ କ୍ୟୁରୀ

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକର ୩୦ବର୍ଷର ରିପୋର୍ଟ ମାଗିଲେ ଆମିକସ କ୍ୟୁରୀ । ଗତ ୩୦ବର୍ଷ ମଧ୍ୟରେ ପରିଚାଳନା କମିଟି ବୈଠକରେ କଣ ସବୁ ନିଷ୍ପତି ନିଆଯାଇଛି ସେ ସର୍ମ୍ପକରେ ସେ ରିପୋର୍ଟ ତଲବ କରିଛନ୍ତି । ବିଗତ ୩୦ବର୍ଷର ପରିଚାଳନା କମିଟି ବୈଠକରେ ବିବରଣୀ ଓ ଏହାର ଅନୁପାଳନ ସମ୍ପର୍କିତ…

ଜଗନ୍ନାଥଙ୍କ ଦର୍ଶନ ପାଇଁ ଟିକେଟ ବ୍ୟବସ୍ଥା

ଏଣିକି ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଟିକେଟ ବ୍ୟବସ୍ଥା କରିବାକୁ ମନ୍ଦିର ପରିଚାଳନା କମିଟି ନିଷ୍ପତି ନେଇଛି । ଭିତରକାଠ ନିକଟରେ ଶ୍ରୀ ଜୀଉଙ୍କୁ ଦର୍ଶନ କରିବା ପାଇଁ ଏହି ଟିକେଟ ବ୍ୟବସ୍ଥା କରାଯିବ । ଟିକେଟର ୬୦ଭାଗ ଅନଲାଇନରେ ୩୫ଭାଗ କାଉଂଟରରେ ମିଳିବ । ଅବଶିଷ୍ଟ ୫ଭାଗ ଟିକେଟ ଦର୍ଶନୀ…

ଖାରବେଳଙ୍କୁ ପୋଲିସ ସୁରକ୍ଷା ଦେବାକୁ ନିଦେ୍ର୍ଧଶ

ଉକôଳ ଭାରତର ସଭାପତି ଖାରବେଳ ସ୍ୱାଇଁଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ପୋଲିସ ଡିଜି ଆର ପି ଶର୍ମା ରାଜ୍ୟର ସବୁ ଏସପି ମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଖାରବେଳ ଯେଉଁ ସବୁ ସ୍ଥାନ ଗସ୍ତ କରିବେ ସେସବୁ ଅଂଚଳରେ ତାଙ୍କୁ ସୁରକ୍ଷା ଦେବା ସହିତ ପରିସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି ।…