କୋଲକାତା ଅଭୟା କାଣ୍ଡ:ଆଜି ଖୋଲିବ ବନ୍ଦ ଲଫାପା; ମିଳିବ ସଜା
କୋଲକାତା ଆରଜି କର ମେଡିକାଲର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ସଂଜୟ ରୟକୁ କି ଦଣ୍ଡବିଧାନ ହେବ। ଆଜି ସଜା ଶୁଣାଇବେ କୋଲକତାର ସିଆଲଦା କୋର୍ଟ। ଆଜୀବନ ସଜା ନା ମୃତ୍ୟୁଦଣ୍ଡ, ତା’ଉପରେ ସମସ୍ତଙ୍କର ନଜର ରହିଛି। ସଂଜୟ ରାୟକୁ ଯେଉଁ ଧାରା ଅନୁସାରେ ଦୋଷୀ ସାବ୍ୟସ୍ତ!-->…
