ଫସଲ ନଷ୍ଟ ହେବାରୁ ଝୁଲିପଡିଲେ ଚାଷୀ
ଗଞ୍ଜାମ ଜିଲ୍ଲା ଛତ୍ରପୁରରୁ ଆଉ ଏକ ଚାଷୀ ମୃତ୍ୟୁ ବରଣ କରିଛନ୍ତି । ୬୪ ବଷୀର ବନମାଳୀ ପେଣ୍ଠିଆ ଆତ୍ମହତ୍ୟା କରିଛନ୍ତି ।ବଡମାଧପୁର ବରଙ୍ଗ ଗାଁରେ ଚାଷୀ ଆତ୍ମହତ୍ୟା କରିଛନ୍ତି । ଫସଲ ନଷ୍ଟ ହେବାରୁ ବନମାଳା ପେଣ୍ଠେଇ ଆତ୍ମହତ୍ୟା କରିଛନ୍ତି । ୨ ଲକ୍ଷ ଟଙ୍କା କରଜ କରି ୫ ଏକର ଜମିରେ ଚାଷ!-->…
