Odia News Portal

ବ୍ରହ୍ମପୁର ଅଭିମୁଖେ ପୁଲିସ ଡିଜି: ଗୁରୁତର ଯବାନଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସୁରକ୍ଷା…

ବ୍ରହ୍ମପୁର ଏମକେସିଜି ଅଭିମୁଖେ ପୁଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ। ସେ ହସ୍ପିଟାଲରେ ଗୁରୁତର ଏସ୍‌ଓଜି ପ୍ରେମସିଂହ ମାଝୀଙ୍କୁ ଭେଟିବେ। ତାଙ୍କର ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରିବୁଝିବା ସହ ଚିକତ୍ସା ବ୍ୟବସ୍ଥା ସଂପର୍କରେ ଅବଗତ…

ପୁଣି ସପିଂ ମଲ୍ ପାର୍କିଂ ଶୋଷଣ: ବାଇକ୍ ୧୦, କାର୍‌ ୨୦ ଟଙ୍କା

ବ୍ୟବସାୟିକ ପ୍ରତିଷ୍ଠାନ ବ୍ୟବସାୟ କରିବେ ଓ କୋଟି କୋଟି ଲାଭ ନେବେ। ଅଥଚ ଯେଉଁ ଗ୍ରାହକ ଏହି ବ୍ୟବସାୟିକ ପ୍ରତିଷ୍ଠାନକୁ ଲାଭବାନ କରୁଛନ୍ତି, ସେମାନେ ପାର୍କିଂ ଫି’ ଗଣିବେ। ଭୁବନେଶ୍ବରର ଜଣାଶୁଣା ବଡ଼ ବଡ଼ ସପିଂ ମଲ୍‌ମା‌ନେ ପାର୍କିଂ ଫି’ ନାଁରେ ପୁଣିଥରେ ଗ୍ରାହକ ଶୋଷଣ ଆରମ୍ଭ…

କ୍ୟାମ୍ପସରେ ଛାତ୍ରୀ ଅସୁରକ୍ଷିତ: ୧୫ ମାସରେ ବିଶ୍ବବିଦ୍ୟାଳୟରେ ୨୦ ଅଭିଯୋଗ

୨୦୨୪ ଜୁନ୍‌ ୧୨‌ରେ ବିଜେପି ସରକାର କ୍ଷମତାକୁ ଆସିଥିଲା। ଇତିମଧ୍ୟରେ ୧୫ ମାସ ଅତିକ୍ରମ କରିଥିବା ନୂଆ ସରକାରରେ ବିଶ୍ବବିଦ୍ୟାଳୟ ଛାତ୍ରୀମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। କେଉଁ କ୍ୟାମ୍ପସରୁ ମାନସିକ ନିର୍ଯାତନା ଅଭିଯୋଗ ତ ଆଉ କେଉଁଠି ଶାରୀରିକ ନିର୍ଯାତନାର ଅଭିଯୋଗ ଆସୁଛି। ଏହି ସମୟ…

ଫରେଷ୍ଟର୍‌ରୁ କୋଟିପତି ରେଞ୍ଜର୍‌, ଅଫିସ୍‌ ସମେତ ୯ଟି ସ୍ଥାନରେ ଚଢ଼ଉ

୨୦୦୭ରେ ‌ଫରେଷ୍ଟର୍‌ ଭାବେ ଆରମ୍ଭ କରିଥିଲେ ଚାକିରି ଜୀବନ। ୨୦୧୮ରେ ଡେପୁଟି ରେଞ୍ଜର୍‌ ପଦୋନ୍ନତି ପାଇଥିଲେ। ଚାକିରିକୁ ୧୮ବର୍ଷ ବିତିଥିବା ବେଳେ ଏହା ଭିତରେ ଠୁଳ କରିଛନ୍ତି କୋଟି କୋଟି ଟଙ୍କାର ସମ୍ପତ୍ତି। ୫ଟି ମୂଲ୍ୟବାନ କୋଠା, ୯ ପ୍ଲଟ୍‌, ୨୮ ଲକ୍ଷ ବ୍ୟାଙ୍କ ଜମା ସହ ୨୬୩ ଗ୍ରାମ…

ମହାଳୟା ପାଇଁ ସମଲେଶ୍ବରୀ ମନ୍ଦିରରେ ପ୍ରସ୍ତୁତି: ଅଢ଼େଇ ଦିନ ରହିବ ମା’ଙ୍କ ଧବଳମୁଖୀ ବେଶ

ପବିତ୍ର ମହାଳୟା ତିଥିରେ ମା’ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ଦର୍ଶନ ପାଇଁ ଟ୍ରଷ୍ଟବୋର୍ଡ ଓ ପୂଜକମାନଙ୍କ ମିଳିତ ବୈଠକରେ ଦର୍ଶନ ସମୟ ନିର୍ଘଣ୍ଟ କରାଯାଇଛି। ମହାଳୟା ଦିନ ଭୋର ୪ଟା ୩୦ରେ ମା’ଙ୍କର ମଙ୍ଗଳ ଆଳତି କରାଯିବ। ମଙ୍ଗଳ ଆଳତି ପରେ ପ୍ରାତଃ ୫ଟାରେ ଭକ୍ତମାନଙ୍କ ଦର୍ଶନ ପାଇଁ ମନ୍ଦିର…

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ନିର୍ବାଚନରେ ଏବିଭିପିର ବାଜିମାତ

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନରେ ​​ଆରଏସଏସ ସହ ଜଡିତ ଏବିଭିପି ବା ଏବିଭିପି ବିପୁଳ ବିଜୟ ହାସଲ କରିଛି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ସଭାପତି ପଦ ସମେତ ତିନୋଟି ଆସନ ଦଖଲ କରିଛି। ଆଜି ଘୋଷଣା ହୋଇଥିବା ଫଳାଫଳରେ, କଂଗ୍ରେସର ନ୍ୟାସନାଲ ଷ୍ଟୁଡେଣ୍ଟସ୍ ୟୁନିଅନ୍…

ଶିକ୍ଷାନୁଷ୍ଠାନରେ ଶାରୀରିକ ନିର୍ଯାତନା: ଖୋଲିଲା ବଡ଼ ବିଶ୍ବବିଦ୍ୟାଳୟର ଗୁମର, ସାମ୍ନାକୁ ଆସିଛି ସାଙ୍ଘାତିକ ତଥ୍ୟ…

ଶିକ୍ଷାନୁଷ୍ଠାନରେ ବଢୁଛି ନିର୍ଯାତନା। ଦିଆଯାଉଛି ଶାରୀରିକ ଓ ମାନସିକ ସହ ଯୌନ ନିର୍ଯାତନା। ଏଭଳି ସାଙ୍ଘାତିକ ତଥ୍ୟ ଆଜି ସାମ୍ନାକୁ ଆସିଛି ଯେତେବେଳେ ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ତାଙ୍କର ଲିଖିତ ଉତ୍ତର ରଖିଛନ୍ତି। ତେବେ ତଥ୍ଯ ଅନୁସାରେ ରାଜ୍ୟର ୧୭ଟି ବିଶ୍ଵବିଦ୍ୟାଳୟରେ ବଢ଼ିଛି…

ଆଜି ଯାଏଁ ତେଜପତ୍ରକୁ କେବଳ ମସଲା ଭାବୁଥିଲେ ! ଏବେ ଜାଣନ୍ତୁ ଏହାର ୧୦ଟି ଔଷଧୀୟ ଗୁଣ

ତେଜପତ୍ର ପ୍ରତ୍ୟେକ ଭାରତୀୟ ରୋଷେଇ ମସଲାର ଏକ ଖାସ୍ ମସଲା ଅଟେ । କାହିଁକି ନା ଖାଇବାରେ ତେଜପତ୍ର ତଡକା ଲଗାଇଥାଏ ତାର ବାସ୍ନା ପାଇଁ । ଏହା ଆମ ଶରୀର ପାଇଁ ମଧ୍ୟ ଅନେକ ଉପକାରୀ ହୋଇଥାଏ । ଏହାକୁ ନିୟମିତ ବ୍ୟବହାର କରିବା ଦ୍ବାରା ଆମକୁ ଅନେକ ସମସ୍ୟାରୁ ରକ୍ଷା ମିଳିଥାଏ । ତେବେ…

ସାବରିମାଲା ମନ୍ଦିରରୁ ସାଢେ ୪ କିଲୋ ସୁନା ଗାଏବ

କେରଳର ପ୍ରସିଦ୍ଧ ସବରିମାଳା ମନ୍ଦିରରୁ କୋଟି କୋଟି ଟଙ୍କାର ସୁନା ରହସ୍ୟମୟ ଭାବେ ନିଖୋଜ ହୋଇଯାଇଛି। ଯେତେବେଳେ ମନ୍ଦିର ପ୍ରଶାସନ ଏ ବିଷୟରେ ଜାଣିବାକୁ ପାଇଲା, ସେତେବେଳେ ହଇଚଇ ସୃଷ୍ଟି ହୋଇଥିଲା। ମାମଲାଟି ହାଇକୋର୍ଟରେ ପହଞ୍ଚିବା ପରେ କୋର୍ଟ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି…

ଆରମ୍ଭ ହେଲା ବିଧାନସଭା: ଶୋକ ପ୍ରସ୍ତାବ ପରେ ଗୃହ ମୁଲତବୀ

ଗତକାଲି ଠାରୁ ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିବଙ୍ଗ‌ତ ନେତା, ଯବାନଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏଥିରେ ପରଲୋକ ଗମନ କରିଥିବା ଆସୀନ ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ପୂର୍ବତନ…