ଭିଜିଲାନ୍ସ ପଞ୍ଝାରେ ଭଦ୍ରକ-କାଡା ଡିଭିଜନର ଯନ୍ତ୍ରୀ ବିଜୟ କୁମାର ମହାନ୍ତି
ଭଦ୍ରକର କାଡା ଅଫିସର ଯନ୍ତ୍ରୀ ବିଜୟ ମହାନ୍ତିଙ୍କ ଭଡା ଘର ଓ ସରକାରୀ କାର୍ଯ୍ୟାଳୟରେ ଭିଜିଲାନ୍ସ ର ଚଢାଉ । ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭଦ୍ରକ-କାଡ଼ା ଡିଭିଜନର ଯନ୍ତ୍ରୀ ବିଜୟ କୁମାର ମହାନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ତାଙ୍କ ଭଡା ଘର ଓ…
