ରାଜଧାନୀର କମ୍ୟୁନିଟି ହଲ୍ ଉପରକୁ ବୋମାମାଡ଼
ଶାନ୍ତିଶୃଙ୍ଖଳାକୁ ନଜରରେ ରଖି କମିସନରେଟ୍ ପୁଲିସ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ଜାଗା ଜାଗାରେ ଚେକିଂ ସହିତ କିଛିଦିନ ହେଲା ପୁରୁଣା ଅପରାଧୀମାନଙ୍କୁ ଖୋଜି ଖୋଜି ବାନ୍ଧୁଛି ପୁଲିସ। ମାତ୍ର ପୁଲିସକୁ ଚ୍ୟାଲେଞ୍ଜ ଦେବା ଭଳି ପୂଜା ପୂର୍ବ ରାତିରେ ଦୁର୍ବୃତ୍ତମାନେ ବୋମା ମାଡ଼…
