ଫେରନ୍ତା ପ୍ରବାସୀଙ୍କୁ ଖୋଲାପତ୍ର
ଅତି ଆଗ୍ରହରେ ଦୂରାଦୂରାନ୍ତର ଦେଶମାନଙ୍କରୁ ଛୁଟି ଆସିଥିବା ସମସ୍ତ ଭାରତ ପ୍ରେମୀ ଓ ଓଡ଼ିଶାର ଶୁଭେଚ୍ଛୁମାନଙ୍କୁ ଯଥାବିଧି ନମସ୍କାର! ଆପଣମାନେ ଓଡ଼ିଶାରେ ପହଂଚି ୪ ଦିନ ବା ତା’ଠାରୁ ଅଧିକ ସମୟ କଟାଇଛନ୍ତି। ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିବେ। ଏଥିରେ ଅନେକ ଉତ୍ସାହ ଓ ଆନନ୍ଦ ନିଶ୍ଚୟ ଅନୁଭବ!-->…
