ଆଜି କଳା ଦିବସ ପାଳିବ ବିଜେପି
ଆଜି କଳା ଦିବସ ପାଳିବ ବିଜେପି। ଜିଲ୍ଲାଠୁ ନେଇ ରାଜ୍ୟସ୍ତର ଯାଏଁ କଳା ଦିବସ ପାଳନ କରାଯିବ। ୧୯୭୫ ମସିହା ଜୁନ୍ ୨୫ ତାରିଖରେ ସାରା ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀ। ଏହାକୁ ବିରୋଧ କରି ଜୁନ୍ ୨୫କୁ କଳା ଦିବସ!-->…
