ରତ୍ନଭଣ୍ଡାରର କାନ୍ଥରୁ ଚୂନ ଛଡା କାମ ଶେଷ, ଖୁବଶୀଘ୍ର କେମିକାଲ ଟ୍ରିଟମେଣ୍ଟ
ରତ୍ନଭଣ୍ଡାର ମରାମତି ପ୍ରସଙ୍ଗ । ରତ୍ନଭଣ୍ଡାରର କାନ୍ଥରୁ ଚୂନ ଛଡାଯିବ କାର୍ଯ୍ୟ ଶେଷ ହୋଇଛି । ବୈଜ୍ଞାନିକ ପଦ୍ଧତିରେ କେମିକାଲ ଟ୍ରିଟମେଣ୍ଟ କରାଯିବ । ଏହା କାର୍ଯ୍ୟ ଶେଷ ପରେ ଖରାପ ହୋଇଯାଇଥିବା ପଥର ଗୁଡିକର ପରିବର୍ତ୍ତନ କରାଯିବ। ରତ୍ନଭଣ୍ଡାର କାନ୍ଥ ଏବଂ ଚଟାଣର ହେବ ମରାମତି।!-->…
