ଆଳୁ ଦର ବୃଦ୍ଧି ପ୍ରସଙ୍ଗ : ପୂର୍ବ ସରକାରକୁ ଦୋଷ ଦେଲେ ଯୋଗାଣ ମନ୍ତ୍ରୀ
ପୁଣି ଆଳୁ ଦର ବୃଦ୍ଧି ଲାଗି ପୂର୍ବ ସରକାରକୁ ଦୋଷ ଦେଲେ ଯୋଗାଣ ମନ୍ତ୍ରୀ... କହିଲେ ଆଳୁ ଦର ବୃଦ୍ଧି ଏବେ ହେଲା ନାହିଁ, ୨୪ ବର୍ଷ ଭିତରେ ଏମାନେ କିଛି କଲେ ନାହିଁ, ନ କରିବା କାରଣରୁ ଏହି ଫଳ କେବଳ କଥା କହିବା ପାଇଁ ପୂର୍ବ ସରକାର ରହିଥିଲେ କାମ ନଥିଲା ,!-->…
