ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ : ମୋଦୀ
ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ । ତେଣୁ ପ୍ରତ୍ୟେକ ସମସ୍ୟାକୁ ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ ଲାଗି ଗୁରୁତ୍ବ ଦିଆଯାଉ ବୋଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ବାଡ୍ ଶିଖର ସମ୍ମିଳନୀରେ ଉପସ୍ଥିତ ନେତାଙ୍କୁ କହିଛନ୍ତି। ଆମେରିକାର ୱିଲମିଙ୍ଗଟନ ସହରରେ ଆୟୋଜିତ ଏହି!-->…
