Odia News Portal

କଂଗ୍ରେସର ଅଣ୍ଡା ଓ ଟମାଟୋ ମାଡ଼

ଭରତପୁର ଥାନା କାଣ୍ଡ ପ୍ରତିବାଦରେ କଂଗ୍ରେସ ରାସ୍ତାକୁ ଓହ୍ଲାଇଛି । ଦଳ ପକ୍ଷରୁ ଆନେ୍ଦାଳନ କରାଯିବା ସହ ପୁଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଯୁବ କଂଗ୍ରେସ କର୍ମୀମାନେ ଅଗ୍ରସର ହେବାବେଳେ ପୁଲିସ ସେମାନଙ୍କୁ ବ୍ୟାରିକେଡ କରି ଅଟକାଇଥିଲା ।

୩ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ

ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶନିବାରଠୁ ସେ ତିନି ଦିନିଆ ୟୁଏସ ଗସ୍ତରେ ଯାଇଛନ୍ତି । ଏହି ବିଦେଶ ଯାତ୍ରାରେ ବେଳେ ସେ କ୍ୱାଡ୍ ଶିଖର ସମ୍ମିଳନୀରେ ସାମିଲ୍ ହେବେ । ଏଥିସହ ବିଭିନ୍ନ ଦେଶର ନେତାଙ୍କ ଦ୍ୱିପାକ୍ଷିକ ଆଲୋଚନା କରିବେ ମୋଦି । ନରେନ୍ଦ୍ର ମୋଦି ନିଜ ଗସ୍ତ

ତିରୁପତି ଲଡ଼ୁ ବିବାଦ

ତିରୁପତି ବାଲାଜୀ ମନ୍ଦିର ପ୍ରସାଦକୁ ନେଇ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି। ମନ୍ଦିରରେ ପ୍ରସାଦ ରୂପେ ଦିଆଯାଉଥିବା ଲଡ଼ୁରେ ପଶୁ ଚର୍ବି ବ୍ୟବହାର କରାଯାଉଥିବା ନେଇ ବିବାଦ ଉପୁଜିଛି। ଏହି ମାମଲା ଆଦଲତାରେ ମଧ୍ୟ ପହଞ୍ଚିଛି। ଏହାରି ଭିତରେ ସଫେଇ ଦେଇଛି ଡେୟରୀ ପ୍ରଡକ୍ଟ କମ୍ପାନୀ ଅମୁଲ।

ଇଷ୍ଟକୋଷ୍ଟ ରେଲୱେର ରେକର୍ଡ; ୩ ଘଣ୍ଟାରେ ୫ ବିଶାଳ ଷ୍ଟିଲ୍ ଗାର୍ଡ ଲଗାଇଲା

ତ୍ୱରିତ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ବଡ଼ ମାଇଲଖୁଣ୍ଟ ହାସଲ କରିଛି ଇଷ୍ଟକୋଷ୍ଟ ରେଲୱେ । ମାତ୍ର ୩ ଘଣ୍ଟା ଭିତରେ ୩୬ ମିଟର ଦୀର୍ଘ ୫ଟି ବିଶାଳ ଷ୍ଟିଲ୍ ଗାର୍ଡ ସ୍ଥାପନ କରିବାରେ ସଫଳତା ମିଳିଛି। ଭୁବନେଶ୍ୱର ଭିଏସ୍ଏସ୍ ନଗରଠାରେ ରେଲୱେ ଓଭରବ୍ରିଜ୍ ନିର୍ମାଣ ପାଇଁ ଏହାକୁ ସ୍ଥାପନ

ଦିନ ମଜୁରିଆଙ୍କ ପୁଅ ହେବ ଡାକ୍ତର, ହେଲେ ଘାରିଛି ଅର୍ଥ ଚିନ୍ତା

ଦିନ ମଜୁରିଆ ବାପା ମା’ଙ୍କ ପୁଅ ବନିବ ଡାକ୍ତର । ପିନ୍ଧିବ ଧଳା ଆପ୍ରନ, ବେକରେ ପକାଇବ ଷ୍ଟେତୋସ୍କୋପ । ପୁଅ ନିଟ୍‌ ପରୀକ୍ଷାରେ ପାସ୍‌ କରିବା ପରେ ମେଡିକାଲରେ ସିଟ୍‌ ବି ପାଇ ଯାଇଛି। ପୁଅ ଡାକ୍ତରୀ ପଢ଼ିବ ଜାଣି ବାପାମା’ଙ୍କ ପାଦ ତଳେ ଲାଗୁନି। ପୁଅ ସହ ସେମାନଙ୍କର ବି ବର୍ଷ

କଟକ ଦୁର୍ଗା ପୂଜା ଭସାଣିରେ ବାଜିବନି ଡିଜେ; ଫୁଟିବନି ବାଣ

ପାଖେଇ ଆସୁଛି ଶାରଦୀୟ ଦୁର୍ଗା ପୂଜା। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। କଟକ ସହରରେ ଦୁର୍ଗା ପୂଜାକୁ ଶାନ୍ତିଶୃଙ୍ଖଳାର ସହ ସଂପନ୍ନ କରିବା ପାଇଁ କମିଶନରେଟ ପୁଲିସର କଟକଣା କରାଯାଇଛି। ଭସାଣିରେ ୬ଟି ସାଉଣ୍ଡ ବକ୍ସ ବ୍ୟବହାର ନ କରିବା ପାଇଁ ବାରଣ କରାଯାଇଛି। ଏଥିସହ ଦଶହରାରେ ଡିଜେ

ବ୍ୟବସ୍ଥା ବିଗାଡିଛି ପୂର୍ବ ସରକାର : ପ୍ରଦୀପ ପ୍ରଧାନ

 ଓଡିଶା ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କ ପ୍ରେସମିଟ୍ । ପୂର୍ବ ସରକାରଙ୍କୁ ଟାର୍ଗେଟ କଲେ ପ୍ରଦୀପ ପ୍ରଧାନ । କ୍ରାଇମବ୍ରାଞ୍ଚର ଅପବ୍ୟବହାର କରୁଥିଲା ପୂର୍ବ ସରକାର । ପାଣ୍ଡିଆନଙ୍କ ଏଜେଣ୍ଟ ଭାବେ କିଛି ଅଧିକାରୀ କାମ କରୁଥିଲେ । ସେହି ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ

ସ୍ୱାମୀ-ସ୍ତ୍ରୀ ମିଶି ଚୋରି କରୁଥିଲେ ବାଇକ୍‌, ଟେର୍‌ ପାଉନଥିଲା ପୋଲିସ 

ଦଶପଲ୍ଲା ଥାନା ପରିସରରେ ଚୋରା ବାଇକର ସମ୍ଭାର। ଜବତ ହୋଇଛି ୩୦ରୁ ଅଧିକ ଚୋରା ବାଇକ୍ । ତେବେ ଚାଞ୍ଚଲ୍ୟକର କଥା ହେଉଛି, ଏସବୁ ଆଖି ପିଛୁଳାକେ ଚୋରି କରିନେଇଥିଲେ ଲୁଟେରା ଦଂପତି । ଆଉ ଶାଗମାଛ ଦରରେ ଗାଁ ଗହଳିରେ ବିକ୍ରି କରି ଦେଉଥିଲେ। ଏଭଳି ବାଇକ୍ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି

ରାଜଭବନ ଘେରିଲା ବିଜେଡି

ଭରତପୁର ଥାନାରେ ମେଜରଙ୍କ ବାନ୍ଧବୀଙ୍କୁ ଅସଦାଚରଣ ଘଟଣା । ରାଜଭବନ ସମ୍ମୁଖରେ ବିଜେଡିର ବିକ୍ଷୋଭ ସହ ପ୍ରତିବାଦ । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦିଆଯିବ ସ୍ମାରକପତ୍ର । ସୂଚନା ଅନୁଯାୟୀ, ଗତ ଶନିବାର ଅର୍ଥାତ ସେପ୍ଟେମ୍ବର ୧୪ ତାରିଖ ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ରେ ଦୁର୍ବୃତ୍ତଙ୍କ

ଡିସିପିଙ୍କୁ ଭେଟିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ମେଜରଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା । ଡିସିପିଙ୍କୁ ଭେଟିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଘଟଣାକୁ ନେଇ ଡିସିପିଙ୍କୁ ଦେଖା କରିବା ସାଙ୍ଗକୁ ଘଟଣା ସମ୍ପର୍କରେ ଆଲୋଚନା ପାଇଁ ଡାକିଲେ ଉପମୁଖ୍ୟମନ୍ତ୍ରୀ । ଡିସିପିଙ୍କ ସହିତ ଆଲୋଚନା ପରେ ମେଜରଙ୍କ ବାନ୍ଧବୀଙ୍କୁ ମଧ୍ୟ