ପଦ ହରାଇଲେ ଢେଙ୍କାନାଳ ସଦର ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ନାୟକ
ଢେଙ୍କାନାଳ.ଅନାସ୍ଥାରେ ହାରିଲେ ଢେଙ୍କାନାଳ ସଦର ବ୍ଲକ ଅଧକ୍ଷା। ପଦ ହରାଇଲେ ଢେଙ୍କାନାଳ ସଦର ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ନାୟକ। ରାଜଶ୍ରୀ ନାୟକ। ସଦର ବ୍ଲକ କାର୍ଯ୍ୟାଳୟରେ ଆଜି ଅନାସ୍ଥା ବୈଠକ ତହସିଲଦାର ଲିଟୁସ୍ମିତା ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା.ଦୁଇ ବିଧାୟକଙ୍କ ସମେତ!-->…
