Odia News Portal

କନ୍ୟାକୁମାରୀ-ଦିବ୍ରୁଗଡ଼ ବିବେକ ସୁପରଫାଷ୍ଟ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଅଗ୍ନିକାଣ୍ଡ

କନ୍ୟାକୁମାରୀ-ଦିବ୍ରୁଗଡ଼ ବିବେକ ସୁପରଫାଷ୍ଟ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ଚରମ୍ପା ଷ୍ଟେସନ ପାର୍ କରିବା ପରେ ଏକ୍ସପ୍ରେସ୍ ଟ୍ରେନରେ ନିଆଁ ଲାଗିଥିବା ଜଣାଯାଇଛି। ରାଣିତାଲ ନିକଟରେ ଧୂଆଁ ବାହାରିବାର ଦେଖିବାକୁ ପାଇଥିଲେ

୬ଦିନିଆ ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ

ଓଡ଼ିଶାକୁ ବିଦେଶରୁ ଆସିବ ନିବେଶ। ସିଙ୍ଗାପୁରରେ ଶିଳ୍ପ ଜଗତର ଶୀର୍ଷ ନେତୃତ୍ୱଙ୍କୁ ଭେଟି ଓଡ଼ିଶାକୁ ନିମନ୍ତ୍ରଣ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିପାଇଁ ୬ ଦିନିଆ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ପ୍ରତିନିଧି ମଣ୍ଡଳୀ । ଏଠାରେ, ନିବେଶକମାନଙ୍କୁ ସମସ୍ତ

ଐତିହାସିକ ବାଲିଯାତ୍ରା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କଟକ ଐତିହାସିକ ବାଲିଯାତ୍ରା ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନୌକା ବିହାର କରିବା ପରେ  ବାଲିଯାତ୍ରାକୁ ବିଧିବଦ୍ଧ ଭାବରେ ଉଦଘାଟନ କରିଛନ୍ତି । ଆକାଶ ମାର୍ଗରୁ  ବାଲିଯାତ୍ରା  ପଡିଆରେ  ଆଲୋକମାଳା ବିଛାଇ ହୋଇ ରହିଥିବା ମନେ ହେଉଛି । ଏହା ସହିତ ଷ୍ଟଲ ବି ଆରମ୍ଭ କରାଯାଇଛି ।

ଅଗ୍ନିକାଣ୍ଡରେ ଜଳିଗଲା ଦୋକାନ : ଦୋକାନୀ ମୃତ

ଖୋର୍ଦ୍ଧା ଜଟଣୀ ରାଜାବଜାରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏକ କପଡ଼ା ଦୋକାନରେ କୌଣସି ମତେ ନିଆଁ ଲାଗି ଯାଇଥିଲା। ଦୋକାନ ସମ୍ପୂର୍ଣ୍ଣ ରୂପେ ଜଳି ଯାଇଥିବା ବେଳେ ଦୋକାନ ମାଲିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡରେ ଗୁରୁତର ହୋଇଥିଲେ ଦୋକାନୀ । ତାଙ୍କୁ ହସ୍ପିଟାଲରେ

ଜନଜାତି ଗୌରବ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା : କହିଲେ ଆଦିବାସୀଙ୍କ ଉନ୍ନତିକୁ ଦିଆଯିବ ପ୍ରାଥମିକତା

ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଅବସରରେ ବିହାର ଜମୁଇରେ ଜନ ଜାତୀୟ ଗୌରବ ଦିବସ ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  । ଏହି ସମୟରେ ଆଦିବାସୀଙ୍କ ପାରମ୍ପରିକ ବାଦ୍ୟରେ ନାଚିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ବିର୍ସା ମୁଣ୍ଡାଙ୍କ ନାମର ଡାକ ଟିକଟ ଓ ପୋଷ୍ଟାଲ ଷ୍ଟାମ୍ପ

ବୋଟରେ ଯାନ୍ତ୍ରିକ ତ୍ରୁଟି : ଫସିଲେ ସାଧବ ପୁଅ

ସାଧବ ପୁଅଙ୍କୁ ନେଇ ଯାଇଥିବା ବୋଟରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି । ବୋଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚୂଡାମଣି ମୁହାଣରେ ଫସିଲେ ଶତାଧିକ ସାଧବ ପୁଅ । ବୋଇତ ବନ୍ଦାଣ ଉତ୍ସବରେ ବାହାରିଥିଲା ୨ଟି ବୋଟ । ୨ଟି ବୋଟରେ ସାଧବ ପୁଅଙ୍କ ସମେତ ଫସିଛନ୍ତି ଶତାଧିକ ଲୋକ । ଗୋଟିଏ ବୋଟରେ

୧୬ଟି ଆଶ୍ରମ ସ୍କୁଲକୁ ହାଇସ୍କୁଲ ମାନ୍ୟତା ଦିଆଯିବ : ମୁଖ୍ୟମନ୍ତ୍ରୀ

ଦେଶ ପାଳୁଛି ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ । ଭୁବନେଶ୍ୱର ଜନତା ମୈଦାନରେ ଭବ୍ୟ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ । ଭିଡିଓ କନଫେରେନ୍‌ସରେ ଯୋଗ ଦେଲେ ନରେନ୍ଦ୍ର ମୋଦୀ । ଆଦିବାସୀଙ୍କ ବିକାଶ ପାଇଁ ୬ହଜାର କୋଟି ଟଙ୍କା

 ପାରାଦୀପ ବୋଇତ ବନ୍ଦାଣ ଉତ୍ସବ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ 

ପାରାଦୀପ ବନ୍ଦରରେ ବୋଇତ ବନ୍ଦାଣ ଉତ୍ସବ ଉଦଘାଟିତ । ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପାରାଦୀପ ପ୍ରଗତିର ମୁଖଶାଳା କହିଲେ ମୋହନ ମାଝୀ । କଳିଙ୍ଗ ନୌବାଣିଜ୍ୟ ପରମ୍ପରା ବହୁ ପ୍ରାଚୀନ । ସାଧବ ପୁଅଙ୍କ ଦୁଃସାହସିକ ଜଳ ଯାତ୍ରା ଆଜି ବିପ୍ରେରଣା ଦିଏ ।

ଦିଲ୍ଲୀରେ ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ଅମିତ ଶାହ  

ଦିଲ୍ଲୀ ବାନସେରା ପାର୍କରେ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କରାଯାଇଛି । ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପ୍ରତିମୂର୍ତ୍ତିର ଓଜନ ପ୍ରାୟ ୨୦ ଫୁଟ ଉଚ୍ଚ ଓ ୩ ହଜାର କିଲୋ ଓଜନ । ଏହି କାର‌୍ୟ୍ୟକ୍ରମରେ

ସଂପୂର୍ଣ୍ଣ ବନ୍ଦ ହେବ କଟନୀ ଛଟନୀ’

ଏଥର ଧାନ ସଂଗ୍ରହକୁ ଉତ୍ସବ ଆକାରରେ ପାଳନ କରିବେ ରାଜ୍ୟ ସରକାର । ପ୍ରତି ଜିଲ୍ଲାରେ କରାଯିବ ଚାଷୀ ସମାବେଶ । ଡିସେମ୍ବର ୮ ତାରିଖରେ ବରଗଡ଼ ସୋହେଲାରେ ରାଜ୍ୟସ୍ତରୀୟ କୃଷକ ସମାବେଶ ଆୟୋଜନ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଧାନର କୁଇଣ୍ଟାଲ ପିଛା ଅତିରିକ୍ତ ୮ଶହ ଟଙ୍କା ଲେଖାଏଁ ପ୍ରଦାନ