Odia News Portal

ଜାମ୍ମୁ-କାଶ୍ମୀର ସହ ଲଦାକରେ ଆରମ୍ଭ ହେଲା ନୂଆ ଯୁଗ : ମୋଦୀ

ନୂଆଦିଲ୍ଲୀ() ସଂସଦର ଉଭୟ ଗୃହରେ ସମ୍ବିଧାନର ୩୭୦ ଧାରା ଉଚ୍ଚେଧ ହେବା ପରେ ପ୍ରଧାନମନ୍ତ୍ରୀ ଗତକାଲି ପ୍ରଥମ ଥର ପାଇଁ କାଶ୍ମୀରକୁ ନେଇ ମୁହଁ ଖୋଲିଛନ୍ତି । ଦେଶବାସୀଙ୍କ ଉଦେ୍ଧଶ୍ୟରେ ଏକ ଅଭିଭାଷଣ ଦେଇ ଜାମ୍ମୁ-କାଶ୍ମୀର ସମ୍ପର୍କରେ ସମଗ୍ର ଦେଶ ଏକ ଐତିହାସିକ ନିଷ୍ପତି ନେଇଛି ବୋଲି କହିଛନ୍ତି…

ଜ୍ୟୋତିଷଶାସ୍ତ୍ର ଅନୁସାରେ କୁମାରୀ ଝିଅଙ୍କ ପାଇଁ ବହୁତ ଖାସ ଏହି ଦିନ, ନିଶ୍ଚୟ କରନ୍ତୁ ଏହି କାମ

ବାସ୍ତୁ ବିଜ୍ଞାନ ମଣିଷଙ୍କର ଅନେକ ସମସ୍ୟା ଦୂର କରିଥାଏ ଓ ଠିକ୍‌ ସେହିଭଳି ବିବାହ ସମ୍ବନ୍ଧିତ ସମସ୍ୟାକୁ ମଧ୍ୟ ଦୂର କରେ। ନଖ ଦ୍ବାରା ମଧ୍ୟ ବିବାହରେ କୌଣସି ବାଧାକୁ ଦୂର କରାଯାଇପାରେ। ଏହି କଥା ବିଶ୍ବାସ କରିବା କଷ୍ଟକର, ହେଲେ ଏହା ସତ। ତେଣୁ ଏହି ଉପାୟ ଦ୍ବାରା ଝିଅମାନଙ୍କ ବିବାହରେ ଥିବା…

କୃଷି ମନ୍ତ୍ରୀଙ୍କ ଘନ ଘନ ଗସ୍ତ ଏବେ କର୍ମଚାରୀଙ୍କୁ ନାକେଦମ କଲାଣି

ଭୁବନେଶ୍ୱର : କୃଷି ଭବନକୁ କୃଷି ମନ୍ତ୍ରୀଙ୍କ ଘନ ଘନ ଗସ୍ତ ଏବେ କର୍ମଚାରୀଙ୍କୁ ନାକେଦମ କଲାଣି । ବିଶେକରି ବର୍ଷ ତମାମ ନାଟ ତାମସା ଓ ଖେଳରେ ମାତିଥିବା କର୍ମଚାରୀମାନଙ୍କ ମଧ୍ୟରେ ଛନକା ପଶିଛି । ଯେଉଁ କର୍ମଚାରୀମାନେ ଦପ୍ତର ନଆସି ଘରକାମ, ପିଲାଙ୍କୁ ସ୍କୁଲ ନେବା ଓ ନିଜ ନିଜ…

ସାଂସଦଙ୍କ ଟିକଟକ ଭିଡିଓ ଭାଇରାଲ

କୋଲକତା() ଚର୍ଚ୍ଚାରେ ଅଭିନେତ୍ରୀ ତଥା ସାଂସଦ ନୁସରତ ଜହାଁ । କିଛି ଦିନ ତଳେ ନୁସରତ ହନିମୁନ ଫଟୋ ଶେୟାର କରିଥିବା ବେଳେ ଲୋକେ ବେଶ୍ ପସନ୍ଦ କରିଥିଲେ। ବର୍ତ୍ତମାନ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ ସଲମାନ ଖାନଙ୍କ ଫିଲ୍ମ ‘ଦବଙ୍ଗ’ର ଏକ ଗୀତକୁ କପି…

ବେଆଇନ ନିର୍ମାଣ ନିୟନ୍ତ୍ରଣ ଯୋଜନା-୨୦୧୯

ଭୁବନେଶ୍ବର () ରାଜ୍ୟ ସରକାର ବେଆଇନ ନିର୍ମାଣଗୁଡ଼ିକୁ ବିଧି ବା ନିୟମ ସଙ୍ଗତ କରିବା ପାଇଁ ଏକ ନୂତନ ଯୋଜନା (ବେଆଇନ ନିର୍ମାଣ ନିୟନ୍ତ୍ରଣ ଯୋଜନା-୨୦୧୯) ଆରମ୍ଭ କରିଛନ୍ତି । ପ୍ରକାଶ ଥାଉକି, ଆଗରୁ ସର୍ବକ୍ଷମା ଯୋଜନାରେ ଆରମ୍ଭ ହୋଇଥିବା (ବେଆଇନ ନିର୍ମାଣ ନିୟନ୍ତ୍ରଣ ଯୋଜନା-୨୦୧8)ରେ…

ନୂଆ ଦାୟିତ୍ୱ ଗ୍ରହଣ କଲେ ଆର.ପି ଶର୍ମା

ଭୁବନେଶ୍ୱର()  ଲୋକାୟୁକ୍ତ ସଦସ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ବିଦାୟୀ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା। ଲୋକାୟୁକ୍ତ ସଦସ୍ୟ ପାଇଁ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ନାଁ ସୁପାରିଶ କରିଥିଲେ ରାଜ୍ୟ ସରକାର । ଚୟନ କମିଟିଙ୍କ ସୁପାରିଶକୁ ରାଜ୍ୟପାଳ ଗ୍ରହଣ କରିଥିଲେ । ରାଜେନ୍ଦ୍ର ପ୍ରସାଦ…

ସମଝୌତାକୁ ନାଁ

ଗତକାଲି ଦ୍ୱିପାକ୍ଷିକ ବାଣିଜ୍ୟିକ ସମ୍ପର୍କ ବନ୍ଦ କରିବା କରିବା ପରେ ଆଜି ପାକିସ୍ତାନ ସମଝୌତା ଏକ୍ସପ୍ରେସକୁ ବାତିଲ କରିଛି। ପାକିସ୍ତାନ ମିଡିଆ ତରଫରୁ ଏହି ସୂଚନା ମିଳିଛି। ପାକିସ୍ତାନ ନିଜ ଟ୍ରେନ୍ ଡ୍ରାଇଭର ଏବଂ ଗାର୍ଡ଼କୁ ସମଝୌତା ଏକ୍ସପ୍ରେସ ସହ ପଠାଇବାକୁ ମନା କରିଛି। ଏହି ମାମଲାରେ…

ଗିରଫ ହେଲେ ପ୍ରଧାନମନ୍ତ୍ରୀଙ୍କ ଝିଅ

ଗିରଫ ହେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଝିଅ ତଥା ପାକିସ୍ତାନ ମୁସଲିମ ଲିଗ୍ ନେତ୍ରୀ ମାରିୟମ ଶରିଫ। । ଭ୍ରଷ୍ଟାଚାର ମାମଲାରେ ଗିରଫ ହୋଇଛନ୍ତି ମାରିୟମ । ସେ ତାଙ୍କ ବାପା ନୱାଜ ଶରିଫଙ୍କୁ କୋଟ ଲାଖପଟ ଜେଲ୍ରେ ଦେଖା କରିବାକୁ ଯାଇଥିବା ବେଳେ ଗିରଫ ହୋଇଛନ୍ତି।…

୬ ଜିଲାରେ ପ୍ରବଳ ଛେଚିବ

ଭୁବନେଶ୍ୱର()  ଉତ୍ତର ଓଡ଼ିଶାର ଉତ୍ତରପଶ୍ଚିମ ବଙ୍ଗୋପସାଗର- ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଗତକାଲି ଗଭୀର ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ଓଡିଶାର ୬ଟି ଜିଲାରେ ଗୁରୁବାର ପ୍ରବଳରୁ ୍ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ…

ଟକ୍ନୋଲୋଜି ଉପରେ ଗୁରୁତ୍ୱ ଦେବି : ବିଜୟ

କଟକ()  ରାଜ୍ୟ ପୋଲିସ ଡିଜି ଭାବେ ଦାୟିତ୍ୱ ନେଲେ ବିଜୟ କୁମାର ଶର୍ମା । ସେ ଆଜି ବିଦ୍ଧିବଧଭାବେ ଦାୟିତ୍ୱ ନେଇଛନ୍ତି । ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସ୍ଥାନରେ ବିଜୟ ଶର୍ମା ଅତିରିକ୍ତ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଜେନ୍ଦ୍ର ଶର୍ମାଙ୍କୁ ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.