Odia News Portal

ପୁଣି ଅଲୋଡା ହେଲା ଶିଶୁକନ୍ୟା : ନବଜାତ ଶିଶୁ କନ୍ୟା ଉଦ୍ଧାର, ମେଡିକାଲରେ ଭର୍ତ୍ତି

ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ମହିସାପଟା ପଞ୍ଚାୟତର ଶାଳବଣି ଗ୍ରାମରେ ଆରତୀ ସିଂଙ୍କ ଘରେ କେହି ଜଣେ ଏକ ନବଜାତ ଶିଶୁକନ୍ୟାକୁ ଛାଡି ଦେଇଥିବା ଦେଖିବାକୁ ମିଳିଛି। ଶିଶୁକନ୍ୟାଟି ଜୀବିତ ଥିବାବେଳେ ରାତିରେ ଗ୍ରାମବାସୀ ଚାଇଲ୍ଡ ଲାଇନ ସଦସ୍ୟଙ୍କୁ ଫୋନ୍ କରିଥିଲେ ହେଁ କେହି ଫୋନ୍…

ଆକ୍ସନ ମୋଡରେ ଉତ୍ତର ବିଧାୟକ ସୁଶାନ୍ତ

ଭୁବନେଶ୍ୱର : ଶୂନ୍ୟରୁ ଖସିଲେ ସୁଶାନ୍ତ କୁ ଭୁଲ ପ୍ରମାଣିତ କରି ଦେଖାଇଛନ୍ତି ବିଧାୟକ ସୁଶାନ୍ତ ରାଉତ। ଦିନରାତି ଏକକରି ଲାଗିଛନ୍ତି ଲୋକଙ୍କ ସେବାରେ। ଯିଏ ଯେତେବେଳେ ଆସୁ ସମସ୍ତଙ୍କ ପାଇଁ ଦରଜା ଖୋଲା। ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତ ଉତ୍ତର ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କ…

ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଦିନିକିଆ

ଆଜିଠୁ ଭାରତ ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଦିନିକିଆ । ଆଜି ରାତିରେ ଗୟନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ମ୍ୟାଚ୍‌ ଖେଳାଯିବ । ଟି-୨୦ ସିରିଜ୍‌ ହାତେଇବା ପରେ ଏବେ ଦିନିକିଆ ସିରିଜ୍‌ ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ମ୍ୟାନ୍‌ ଇନ୍‌ ବ୍ଲୁ । ସେପଟେ ଟି-୨୦ ସିରିଜ୍‌ ହାରିଥିବାରୁ ପ୍ରତିଶୋଧ ନେବା…

ମୟୂର ପୁଚ୍ଛ ଘରେ ଥିଲେ ଦୂର ହୁଏ ଏହି ଦୋଷ, ଆଣିଥାଏ ସୁଖ ସମୃଦ୍ଧି, ଜାଣନ୍ତୁ କେମିତି କରିବେ ବ୍ୟବହାର

ମୟୂର କହିଲେ ସମସ୍ତେ ଜାତୀୟ ପକ୍ଷୀ ବୋଲି ବୁଝନ୍ତି। ସେଥିପାଇଁ ମୟୂରକୁ ସବୁଠୁ ସୁନ୍ଦର ପକ୍ଷୀ ବୋଲି କୁହାଯାଏ। ଜ୍ୟୋତିଷ, ବାସ୍ତୁ, ଧର୍ମ, ପୁରାଣ ଓ ସଂସ୍କୃତି ଅନୁସାରେ ମୟୂରକୁ ଆଧ୍ୟାତ୍ମିକ ମହତ୍ବ ଦିଆଯାଏ। ଭଗବାନ ଶ୍ରୀକୃଷ୍ଣ ସବୁବେଳେ ନିଜ ଚୂଳରେ ମୟୂର ପୁଚ୍ଛ ଖୋସୁଥିଲେ । ମୟୂର ପୁଚ୍ଛର…

ଭାରତ ସହ ସମସ୍ତ ସମ୍ପର୍କ କାଟିଲା ପାକ

ନୂଆଦିଲ୍ଲୀ()  ଧାରା ୩୭୦  ହଟିବା ପରେ ଭାରତ ସହ ସବୁ ଦ୍ୱିପାକ୍ଷୀକ ସମ୍ପର୍କ ବିଛିନ୍ନ କରିବାକୁ ନିଷ୍ପତ୍ତି ନେଇଛି ପାକିସ୍ତାନ। ଭାରତ ସହ ଦ୍ୱିପାକ୍ଷିକ ବାଣିଜ୍ୟିକ ସମ୍ପର୍କ ଛିନ୍ନ କଲା ପାକ୍ । ଜାତୀୟ ସୁରକ୍ଷା କମିଟି ବୈଠକରେ ଆଲୋଚନା ପରେ ଏଭଳି ନିଷ୍ପତି ନେଇଛନ୍ତି ପାକ୍…

ଏଣିକି ଚାଷୀଙ୍କୁ ମୋବାଇଲ୍‌ରେ ମିଳିବ ପରାମର୍ଶ

ଭୁବନେଶ୍ବର () ରୋଗପୋକ ଆକ୍ରମଣର ଶିକାର ହେଉଥିବା ଚାଷୀଙ୍କ ପାଇଁ ଖୁସି ଖବର । ଏଣିକି ସ୍ବତନ୍ତ୍ର ମୋବାଇଲ ଆପ ଜରିଆରେ ସେମାନେ ରୋକପୋକ ଆକ୍ରମଣରୁ ନିଜ ଫସଲକୁ ସୁରକ୍ଷା ଦେଇପାରିବେ । ଏହି ଆପ ଜରିଆରେ ଚାଷୀ ଓ କ୍ଷେତ୍ର କର୍ମଚାରୀ ଫସଲରେ ଲାଗିଥିବା ରୋଗପୋକର ଫଟୋ ଉଠାଇ ସିଧାସଳଖ…

ଅରୁଣ ବୋଥ୍ରାଙ୍କୁ ସେସୁର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ବ

ଭୁବନେଶ୍ବର () ରାଜ୍ୟ ପ୍ରଶାସନିକ ସ୍ତରରେ ଅଦଳବଦଳ ହୋଇଛି । ଉନ୍ନୟନ କମିଶନର ତଥା ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କୁ କେବିକେ ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି । କେବିକେ ମୁଖ୍ୟ ପ୍ରଶାସକ ସୁଦର୍ଶନ ପାଲ ଠାକୁର ଗୋପବନ୍ଧୁ ଏକାଡେମୀର…

ପୁରୀର ବିକାଶ ପାଇଁ 265 କୋଟି

ଭୁବନେଶ୍ବର () ପୁରୀ ସହରର ଭିତ୍ତିଭୂମି ବିକାଶ ସମ୍ପର୍କରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ 265 କୋଟି ଟଙ୍କର 5ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଧାମକୁ…

ମନ୍ତ୍ରୀଙ୍କ ଦ୍ୱିତୀୟ ରିପୋର୍ଟ କାର୍ଡ

ଭୁବନେଶ୍ୱର() ଲୋକସେବା ଭବନରେ ଦ୍ୱିତୀୟ ମାସିକିଆ ରିପୋର୍ଟ କାର୍ଡ ଦେଇଛନ୍ତି ପ୍ରତି ବିଭାଗର ମନ୍ତ୍ରୀ । ପ୍ରତି ମାସର ୭ ତାରିଖରେ ମନ୍ତ୍ରୀମାନେ ନିଜ ନିଜ ବିଭାଗର କାର୍ୟ୍ୟକାରିତା ଏବଂ ଅଗ୍ରଗତି ନେଇ ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ସରକାର ଗଢ଼ିବାର ଆରମ୍ଭରୁ ହିଁ ନିର୍ଦ୍ଦେଶ ଦେଇଥିଲେ ।…

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ

କଟକ()  ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ। ଚଳିତ ବର୍ଷ ପାସ୍ ହାର ୬୩.୬୬ ପ୍ରତିଶତ ରହିଛି ।ଚଳିତ ବର୍ଷ୧୨୨ଟି ପରୀକ୍ଷା କେନ୍ଦ୍ର ଖୋଲା ଯାଇଥିଲା। ୨୬ ହଜାର ୨୯୬ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପାସ୍ କରିଛନ୍ତି ୧୧ ହଜାର ୧୧ ହଜାର ୪୪୫ ଜଣ । ଓପନ ସ୍କୁଲରେ ପାସ୍ ହାର ୬୩…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.