Odia News Portal

ବଢ଼ିଲା ୧୦୦ ମେଡ଼ିକାଲ ସିଟ

ଭୁବନେଶ୍ବର ()   ତିନିଟି ମେଡିକାଲ କଲେଜ ଓ ହସ୍ପିଟାଲରେ ୧୦୦ ସିଟ୍ ବୃଦ୍ଧି କରାଯାଇଛି । ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ (ଏମସିଆଇ) ଏଥିପାଇଁ ଅନୁମତି ପ୍ରଦାନ କରିଛନ୍ତି । କେନ୍ଦ୍ର ସରକାର ଆର୍ଥିକ କ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ଆସନ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାରୁ…

ସ୍କୁଲ ପିଲାଙ୍କୁ ବାଟଖର୍ଚ୍ଚ

ଭୁବନେଶ୍ବର () ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ପାଇଁ ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛ୍ତି । 10ରୁ କମ ଉପସ୍ଥାନ ହାର ଥିବା ସ୍କୁଲକୁ ବନ୍ଦ କରିଦିଆଯିବ । ଏହିସବୁ ସ୍କୁଲର ଛାତ୍ରଛାତ୍ରୀମାନେ ଅନ୍ୟ ସ୍କୁଲରେ ପଢିବେ । ସେଥିପାଇଁ ସେମାନଙ୍କୁ ଗସ୍ତ ଖର୍ଚ୍ଚ ମଧ୍ୟ ଦିଆଯିବ । ଆଜି ବିଦ୍ୟାଳୟ…

ବିଜେପିରେ ଯୋଗଦେଲେ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର : ରାଜ୍ୟସଭା କାର୍ଯ୍ୟାଳୟରେ ବିଜେପିରେ ପୂର୍ବତନ ଆଇଏଏସ ଅଶ୍ୱିନୀ ବୈଷ୍ଣବ ଯୋଗ ଦେଲେ ବୋଲି ସୂଚନା ମିଳିଛି । ଅଶ୍ୱିନୀଙ୍କୁ ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ କରିଛି ବିଜେପି । ଗତକାଲି ଅଶ୍ୱିନୀଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିଥିଲା ବିଜେଡ଼ି ।

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ବ୍ରହ୍ମପୁର : ଲାଞ୍ଚ ନେବା ବେଳେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ମୁଖ୍ୟ କିରାଣୀ ନିଳକଣ୍ଠ ସାହୁ ବ୍ରହ୍ମପୁର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି।  ଅବସର ପ୍ରାପ୍ତ ଡାକ୍ତର ରସାନନ୍ଦ ମଙ୍ଗୁଆଳଙ୍କ ଠାରୁ ଜିପିଏଫ ଓ ଅନ୍ୟାନ୍ୟ କାଗଜ ପତ୍ର କରିବା ଲାଗି ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ…

ଅଟୋକୁ ପିଟିଲା ଟ୍ରକ୍‌, ଚାଲିଗଲା ମାଆ ଓ ନବଜାତ ଶିଶୁର ଜୀବନ

କେନ୍ଦ୍ରାପଡ଼ା : ଏମିତି ବି ଆସେ ମୃତ୍ୟୁ। ଦୁର୍ଘଟଣାରେ ଚାଲିଗଲା ମାଆ ଓ ନବଜାତ ଜୀବନ। ଟ୍ରକ୍‌-ଅଟୋ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ନମ୍ବର ଜାତୀୟ ରାଜପଥ ଖମରପଡ଼ାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଆଶାକର୍ମୀଙ୍କ ସହ ୪ ଆହତ ହୋଇଛନ୍ତି।…

ବିଶ୍ୱକପରେ ଆଜି ମୁହାଁମୁହିଁ ହେବେ ଦୁଇ ଏସୀୟ ରାଷ୍ଟ୍ର

ସାଉଥମ୍ପଟନ୍‌ : ବିଶ୍ୱକପରେ ଆଜି ମୁହାଁମୁହିଁ ହେବେ ଦୁଇ ଏସୀୟ ରାଷ୍ଟ୍ର। ଭାରତ ସହ ଆଫଗାନିସ୍ତାନର ଲଢ଼େଇ। ସାଉଥମ୍ପଟନ୍‌ରେ ଭାରତୀୟ ସମୟ ଅପରାହ୍ନ ୩ଟାରେ ମ୍ୟାଚ୍‌ ଖେଳାଯିବ। ବିଜୟ ଅଭିଯାନ ଜାରି ରଖିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ। ଦୁର୍ବଳ ଆଫଗାନିସ୍ତାନକୁ ବଡ଼ ବ୍ୟବଧାନରେ ହରାଇ ଦୁଇ ପଏଣ୍ଟ…

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ

ଭୁବନେଶ୍ୱର : ଆଜି ଆଇଏଏସ ଓ ଓଏଏସ ସ୍ତରରେ ବଡ ଧରଣର ଅଦଳ ବଦଳ କରାଯାଇଛି । ଅର୍ଚ୍ଚନା ପଟ୍ଟନାୟକ ଉଠା ଜଳସେଚନ ନିଗମର ଏମଡି ଭାବେ ବଦଳି ହୋଇଥିବା ବେଳେ ନିରଞ୍ଜନ ସାହୁଙ୍କୁ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିଭଳି ଦାଶରଥୀ ଶତପଥୀଙ୍କୁ ଓଡିଶା ବିଧାନସଭା ସଚିବ…

ପୁଣି କ୍ରିକେଟ୍ ମଇଦାନରେ ପାଦ ଦେବେ ଯୁବି

କ୍ରିକେଟରୁ ଅବସର ନେଇଥିବା ଯୁବରାଜ ସିଂହ ପୁଣିଥରେ କ୍ରିକେଟ୍ ମଇଦାନରେ ପାଦ ଦେବେ। ଆସନ୍ତା ଜୁଲାଇ ୧୫ ତାରିଖରୁ ବ୍ରାମ୍ପଟନରେ ହେବାକୁଥିବା ଗ୍ଲୋବାଲ୍ ଟି-୨୦ କ୍ୟାନାଡାର ଦ୍ୱିତୀୟ ସଂସ୍କରଣ ପାଇଁ ଯୁବରାଜ ଟରଣ୍ଟୋ ନ୍ୟାଶନାଲ୍ସ ପାଇଁ ଚୁକ୍ତି କରିଛନ୍ତି। ଚଳିତ ମାସ ପ୍ରଥମ ସପ୍ତାହରେ…

ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ରାଜ୍ୟସଭା ପ୍ରାର୍ଥୀ ନାମ ଘୋଷଣା କରିଛନ୍ତି । ଅମର ପଟ୍ଟନାୟକ, ସସ୍ମିତ ପାତ୍ର, ଅଶ୍ୱିନୀ ବୈଷ୍ଣବ ବିଜେଡି ପ୍ରାର୍ଥୀ ଥିବା ବେଳେ ବିଜେଡି ଆଇଟି ସେଲ୍ ମୁଖ୍ୟ ଅଛନ୍ତି ଅମର ପଟ୍ଟନାୟକ । ଅନ୍ୟପଟେ ପୂର୍ବତନ ଆଇଏଏସ ଅଫିସର ଅଶ୍ୱିନୀ…

+ ୨ କଳା ଓ ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ବର()  ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ । ଭୁବନେଶ୍ବର ସ୍ଥିତ ସୂଚନା ଭବନରେ ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା, ବାଣିଜ୍ୟ ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ । ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । କଳାରେ ପାସ୍ ହାର…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.