Odia News Portal

ସୂଚନା ଓ ଲୋକସମ୍ପର୍କ ବିଭାଗର ରଥଯାତ୍ରା ପ୍ରସ୍ତୁତି ବୈଠକ

ଭୁବନେଶ୍ୱର : ଚଳିତ ବର୍ଷ ରଥଯାତ୍ରାରେ ୧୧ଟି ସୂଚନା କେନ୍ଦ୍ର କାର୍ଯ୍ୟ କରିବ । ସିଂହଦ୍ୱାର, ବଳଗଣ୍ଡି, ବଡ଼ଶଙ୍ଖ, ଜଗନ୍ନାଥ ବଲ୍ଲଭ ମଠ, ଦିଗବାରେଣୀ, ଗୁଣ୍ଡିଚାବାଡ଼ି, ମାଳତୀପାଟପୁର, ସୁଭାଷ ବୋଷ ଛକ, ପାନ୍ଥ ଭବନ, ତାଳବଣିଆ ଓ ରେଳଷ୍ଟେସନ୍‌ଠାରେ ଏହି ସୂଚନା କେନ୍ଦ୍ର କାର୍ଯ୍ୟ କରିବ । ଏଠାରେ…

ରବିବାର ସନ୍ଧ୍ୟାରେ ନିଅନ୍ତୁ ଘର ପ୍ରସ୍ତୁତ ଚିକେନ ଲଲିପପର ମଜା

ରବିବାରକୁ ଖାସ କରି ସମସ୍ତେ ଆମିଷ ଖାଇବାକୁ ପସନ୍ଦ କରିଥାନ୍ତି। ତେବେ ଖାଲି ତରକାରୀ ଏବଂ ବିରିୟାନୀ କାହିଁକି ସନ୍ଧ୍ୟା ସମୟରେ ଯଦି ସ୍ବାଦିଷ୍ଟ ଚିକେନ୍ ଲଲିପପ୍ ଖାଇବାକୁ ମିଳିଯାଏ ତେବେ ଆଉ କଣ ଦରକାର। ତେବେ ଆପଣଙ୍କ ରବିବାର ସନ୍ଧ୍ୟାକୁ ଚଟପଟା ଏବଂ ସ୍ବାଦିଷ୍ଟ କରିବା ପାଇଁ ଆଜି ଆମେ…

ଗଙ୍ଗା ପରି ପବିତ୍ର ଏହି ୩ ରାଶିର ଝିଅ, ବଡ ଭାଗ୍ୟରେ ମିଳିଥାଏ ଏମାନଙ୍କ ସାଥ୍

ଭାରତୀୟ ସଂସ୍କ୍ରୁତିରେ ସବୁ ଝିଅମାନଙ୍କୁ ମାତା ଲକ୍ଷ୍ମୀଙ୍କ ରୂପ ବୋଲି କୁହାଯାଏ। ଦେବୀଙ୍କ ଭଳି ପୂଜା କରାଯାଉଥିବା ମହିଳାଙ୍କୁ ନିଜର ପବିତ୍ରତା ଦେଖାଇବା ପାଇଁ ଅନେକ ଥର କଡା ତପସ୍ୟା ମଧ୍ୟ ଦେବାକୁ ପଡିଥାଏ। ଆଜି ଆମେ ଆପଣଙ୍କୁ କିଛି ଏମିତି ରାଶିର ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ…

ମାଞ୍ଚେଷ୍ଟରରେ ୱେଷ୍ଟଇଣ୍ଡିଜକୁ ମାତ୍ର ୫ ରନରେ ହରାଇଲା ନ୍ୟୁଜିଲାଣ୍ଡ୍

ମାଞ୍ଚେଷ୍ଟର୍ : ଗତକାଲି ବିଶ୍ବକପରେ ହୋଇଥିଲା ଦୁଇଟି ହାଇଭୋଲଟେଜ୍ ମୁକାବିଲା। ରୋମାଞ୍ଚକ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ମାତ୍ର ୫ ରନରେ ହରାଇ ନ୍ୟୁଜିଲାଣ୍ଡ୍ ବିଜୟ ହାସଲ କରିଛି। କାର୍ଲୋସ୍ ବ୍ରାଥୱେଟ୍ (୧୦୧, ୮୨ ବଲ, ୯ ଚୌକା, ୫ ଛକା)ଙ୍କ ବିସ୍ଫୋରକ ଶତକ ସତ୍ତ୍ବେ ୱେଷ୍ଟଇଣ୍ଡିଜ ବିଜୟ…

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ମୃତ

ଜାମ୍ମୁ ଓ କାଶ୍ମୀରରେ ଆତଙ୍କୀ ହମଲା। ସୋପିଆନର କିଗମ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଏହି ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀମାନେ ଆକ୍ରମଣ କରିଥିଲେ। ସଂପୃକ୍ତ ଅଞ୍ଚଳରେ ଆହୁରି ଆତଙ୍କବାଦୀ ଲୁଚି ରହିଥିବା…

ସାମୀଙ୍କ ହ୍ୟାଟ୍ରିକ : ସାଉଥମ୍ପଟନରେ ସଂଘର୍ଷ କରି ଜିତିଲା ଭାରତ

ନୂଆଦିଲ୍ଲୀ :  ବିଶ୍ୱକପରେ ସାଉଥମ୍ପଟନ ମୈଦାନରେ ସାମ୍ନାସାମ୍ନୀ ହୋଇଛନ୍ତି ଦୁଇ ଏସୀୟ ରାଷ୍ଟ୍ର। ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ନିର୍ଣ୍ଣୟ ନେଇଥିବା ଟିମ ଇଣ୍ଡିଆର ୨୨୫ ରନର ଟାର୍ଗେଟକୁ ପିଛା କରିଥିଲା ଆଫଗାନିସ୍ତାନ । ଲଗାତାର ଦୁଇଟି ବଲରେ ଦୁଇଟି ଓ୍ଵିକେଟ ନେଇ ଆଫଗାନିସ୍ତାନ ଟିମର…

ଭାରତୀୟ ମହିଳା ରଗ୍‌ବୀ ଦଳର ଐତିହାସିକ ବିଜୟ

ନୂଆଦିଲ୍ଲୀ : ଭାରତୀୟ ମହିଳା ରଗ୍‌ବୀ ଦଳ ଇତିହାସ ସୃଷ୍ଟି କରିଛି। ଦଳ ଶନିବାର ତା’ର ପ୍ରଥମ ଅନ୍ତର୍ଜାତୀୟ ୧୫ଏସ୍‌ ବିଜୟ ହାସଲ କରିଛି। ଭାରତୀୟ ଦଳ ଏସିଆ ରଗ୍‌ବୀ ମହିଳା ଚାମ୍ପିୟନଶିପ୍‌ ଡିଭିଜନ ଓ୍ବାନରେ ସିଙ୍ଗାପୋରକୁ ହରାଇଛି। ଅନ୍ତିମ ମିନିଟ୍‌ରେ ସୁମିତ୍ରା ନାୟକ ଚମତ୍କାର ପ୍ରଦର୍ଶନ…

ଏଣିକି ୧୦ଟାରୁ ସାଢ଼େ ୫ ଅଫିସ

ଭୁବନେଶ୍ବର()  ବଦଳିଲା ରାଜ୍ୟ ସରକାରୀ ଅଫିସ ଟାଇମ୍ । ୧୦ଟାରୁ ସନ୍ଧ୍ୟା ୫.୩୦ ପର୍ୟ୍ୟନ୍ତ ଚାଲୁ ରହିବ ରାଜ୍ୟର ସମସ୍ତ ସରକାରୀ ଦଫ୍ତର । ପ୍ରତ୍ୟେକ ମାସର ୪ର୍ଥ ଶନିବାରକୁ ସାଧାରଣ ଛୁଟି ଭାବେ ଘୋଷଣା କରିଛନ୍ତି। ମଧ୍ୟାହ୍ନ ୧.୩୦ରୁ ୨ଟା ଭିତରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି…

ଭାରତୀୟ ମହିଳା ହକି ଦଳକୁ ଅଲିମ୍ପିକ୍ସ କ୍ୱାଲିଫାୟର୍ସ ଯୋଗ୍ୟତା

ହିରୋଶିମା : ଭାରତୀୟ ମହିଳା ହକି ଦଳ ଶନିବାର ଟୋକିଓ ଅଲିମ୍ପିକ୍‌ କ୍ୱାଲିଫାୟର୍ସ ଫାଇନାଲ ରାଉଣ୍ଡରେ ସ୍ଥାନ ପକ୍କା କରିଛି। ଶନିବାର ଏଠାରେ ଖେଳାଯାଇଥିବା ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍ସର ସେମିଫାଇନାଲରେ ଭାରତୀୟ ଦଳ ନିମ୍ନ ର଼୍ୟାଙ୍କ ଚିଲକିୁ ୪-୨ ବ୍ୟବଧାନରେ ହରାଇ ଦେଇଛି। ବିଜୟୀ ଦଳ…

ଟ୍ରମ୍ପଙ୍କ ବିରୋଧରେ ଧର୍ଷଣ ଅଭିଯୋଗ

ନ୍ୟୁୟର୍କ()  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ । ଏହି ଅଭିଯୋଗ କରିଛନ୍ତି ଲେଖିକା ଇ. ଜନ୍ କାରୋଲ। ଏହି ଘଟଣା ପ୍ରାୟ ୨୦ ବର୍ଷ ତଳର । କାରୋଲ କହିଛନ୍ତି ଯେ, ୧୯୯୫ର ଶେଷଭାଗ ଓ ୧୯୯୬ ପ୍ରାରମ୍ଭରେ ଏହି ଅଘଟଣ ତାଙ୍କ ଜୀବନରେ ଘଟିଥିଲା । ସେତେବେଳେ ରିୟଲ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.