Odia News Portal

ଖୁବ ଶୀଘ୍ର ଲଞ୍ଚ ହେବ ନୋକିଆର ୫ଜି ସ୍ମାର୍ଟଫୋନ !

ନୂଆଦିଲ୍ଲୀ : ସମଗ୍ର ଦୁନିଆ ଏବେ ମୋବାଇଲର ମାୟାରେ ବାୟା । ସମଗ୍ର ଦେଶରେ ଏବେ ଗ୍ରାହକ ୪ଜି ଫୋନ ବ୍ୟବହାର କରୁଥିବା ବେଳେ ଏବେ ଲୋକଙ୍କ ମନରେ ୫ଜି ପାଇଁ ଅନେକ ଆଗ୍ରହ ବା କ୍ରେଜ ରହିଛି । ଇଣ୍ଟରନେଟ ବ୍ୟବହାରକାରୀଙ୍କ ଚାହିଦାକୁ ଆଖି ଆଗରେ ରଖି ମଧ୍ୟ ୧୦୦ ଦିନ ମଧ୍ୟରେ କେନ୍ଦ୍ର ସରକାରଙ୍କ…

ତିନି ଟନ ଗଞ୍ଜେଇ ସହ ୩୪ ଜଣ ଗିରଫ

ମାଲକାନଗିରି : ମାଲକାନଗିରି ଗଞ୍ଜେଇ ଚୋରାଚାଲାଣକାରୀଙ୍କ ଆଡ୍ଡା ପାଲଟିଛି । ଅଧିକାଂଶ ସମୟରେ ସେଠାରୁ ଗଞ୍ଜେଇ ଜବତ ହେଉଥିବା ଖବର ମିଳିଛି । ପୁଣି ମାଥିଲି ପୋଲିସ ୩୪ଜଣ ଗଞ୍ଜେଇ ଚାଲାଲକାରୀଙ୍କୁ ଗିରଫ କରି ସଫଳତା ପାଇଛି । ଅଧିକାଂଶ ସମୟରେ ମାଲକାନଗିରିରୁ ଗଞ୍ଜେଇ ଚାଲାଣ ଅଭିଯୋଗ ଆସିଥାଏ ।…

ସରକାରୀ ବାବୁଙ୍କ ଘରୁ ୨ କୋଟିରୁ ଅଧିକ ନଗଦ ଟଙ୍କା ଜବତ

ଟଙ୍କାର ଗଦି ଉପରେ ଶୋଉଥିଲେ ସରକାରୀ ବାବୁ । ଏଭଳି ଏକ ଘଟଣା ବିହାରରେ ଦେଖିବାକୁ ମିଳିଛି । ଜଣେ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ଚଢାଉ ପରେ ଏହି ଖବର ସାମ୍ନାକୁ ଆସିଛି । ଚଢାଉ ପରେ ଭିଜିଲାନ୍ସ ଅଧିକାରୀଙ୍କୁ ଏତେ ଟଙ୍କା ମିଳିଛି ଯେ ତାହାକୁ ରଖିବା ପାଇଁ ମଧ୍ୟ ଜାଗା ନାହିଁ । ଶନିବାର ଓ…

ଘରେ ବସି କେମିତି ପାଇବେ ଡ୍ରାଇଭିଂ ଲାଇସେନ୍ସ, ଜାଣନ୍ତୁ ପୁରା ପ୍ରକ୍ରିୟା

ଭୁବନେଶ୍ୱର : ଡ୍ରାଇଭିଂ ଲାଇସେନ୍ସ ବନାଇବା ପ୍ରକ୍ରିୟ ବହୁତ ସହଜ । ଯଦି ଆପଣ ଡ୍ରାଇଭିଂ ଲାଇସେନ୍ସ ବନାଇବାକୁ ଚାହୁଁଛନ୍ତି, ଏବଂ ଆର୍‌ଟିଓରେ ଚକ୍କର କାଟିବାକୁ ଡରୁଛନ୍ତି । ଟେନ୍‌ସନ ହୁଅନ୍ତୁ ନାହିଁ, ଅନ୍‌ଲାଇନ୍‌ରେ ଆପଣଙ୍କୁ ମିଳିଯିବ ଏହି ସୁବିଧା । ଆରମ୍ଭରେ ଆପଣଙ୍କୁ ଲର୍ଣିଂ୩୍…

ଢେଙ୍କାନାଳରେ ଭୁଶୁଡ଼ିଲା ରାଇସ୍ ମିଲ୍ କାନ୍ଥ, ୪ ମୃତ ଏବଂ ୧୦ ଗୁରୁତର

ଢେଙ୍କାନାଳ : ଭୁଶୁଡ଼ିଲା ରାଇସ୍ ମିଲ୍ କାନ୍ଥ । ଏଥିରେ ଚାପି ହୋଇ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଇଛି । ଢେଙ୍କାନାଳ ଅଳସୁଆ ହାଟ ନିକଟରେ ରହିଛି ରାଇସ୍ ମିଲ୍ । କାନ୍ଥ ତଳେ ଯାନବାହନ ସହ ବହୁ ଲୋକ ଫସି…

ଆଜି ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ

ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଯିବେ । ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀ ସାକ୍ଷାତ ଆଲୋଚନା କରିବାର କାର‌୍ୟ୍ୟକ୍ରମ ରହିଛି। ସାଧାରଣ ନିର୍ବାଚନ ପରେ ଏହା ଦୁଇ ନେତାଙ୍କ ପ୍ରଥମ ଭେଟଘାଟ। ରାଜ୍ୟରେ ବାତ୍ୟା ଫନି ଜନିତ…

ବିଶ୍ୱକପରେ ହାଇଭୋଲଟେଜ୍ ଲଢ଼େଇ, ଆଜି ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ

ସୁପର ସନଡେର ସୁପର ମୁକାବିଲା । ବିଶ୍ୱକପରେ ଆଜି ହାଇଭୋଲଟେଜ୍ ଲଢ଼େଇ। ମୁହାଁମୁହିଁ ହେବେ ଭାରତ ଓ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ। ଭାରତ ବିଶ୍ୱକପରେ ଦ୍ୱିତୀୟ ମୁକାବିଲାକୁ ଓହ୍ଲାଇବାକୁ ଥିବା ବେଳେ କଙ୍ଗାରୁ ଦଳର ଏହା ତୃତୀୟ ମ୍ୟାଚ୍। ବିଶ୍ୱକପରେ ଦକ୍ଷିଣ ଆଫ୍ରିକାକୁ ହରାଇବା ପରେ ଏବେ…

ଅବସର ନେବାପରେ କ’ଣ କରନ୍ତି ଦେହଜୀବି ଆସନ୍ତୁ ଜାଣିବା …

ଯେପରି ଯୈାବନ ସମୟରେ ଦେହଜୀବୀଙ୍କୁ ଅନେକ ପ୍ରକାରର କଷ୍ଟ ଏବଂ ଅତ୍ୟାଚାର ସହିବାକୁ ପଡ଼ିଥାଏ ସେହିପରି ବୟସ ବଢ଼ିଲେ ମଧ୍ୟ ସେମାନଙ୍କ ଜୀବନ ଅତ୍ୟନ୍ତ ଦୟନୀୟ ହୋଇଥାଏ। ଦେହଜୀବୀମାନେ ଏହି କାମ କରିବାବେଳେ ସବୁବେଳେ ଭୟଭୀତ ଥାଆନ୍ତି। ଏବଂ ତାଙ୍କ ବୃଦ୍ଧାବସ୍ଥାରେ ମଧ୍ୟ ସେମାନେ ଅସହାୟ…

ଭାରତୀୟ ମହିଳା ହକି ଦଳର ଜାପାନ ଗସ୍ତ

ନୂଆଦିଲ୍ଲୀ :  ଅଲିମ୍ପିକ୍‌ ଯୋଗ୍ୟତା  ଅଂଶ ଏଫ୍‌ଆଇଏଚ୍‌ ମହିଳା ସିରିଜ୍‌ ହକି ଟୁର୍ନାମେଣ୍ଟରେ ଭାଗ ନେବା ପାଇଁ ଭାରତୀୟ ମହିଳା ଦଳ ଶନିବାର ଜାପାନର ହିରୋସିମା ଗସ୍ତ କରିଛି। ସ୍ପେନ, ମାଲେସିଆ ଓ ରିପବ୍ଲିକ ଅଫ୍‌ କୋରିଆ ଗସ୍ତରୁ ମିଳିଥିବା ସଫଳତା ପରେ ଆମେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ସହ…

କରଣ ଓବରଏଙ୍କୁ ଜାମିନ୍

ମୁମ୍ବାଇ()  ଜଣେ ଅଭିନେତ୍ରୀ ଅଭିନେତା କରଣ ଓବରଏଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଉକ୍ତ ଅଭିନେତ୍ରୀଙ୍କ ସହିତ ଏକ ଡେଟିଙ୍ଗ ଆପରେ କରଣ ଦେଖା ହେବା ପରେ ଉଭୟଙ୍କ ମଧ୍ୟରେ ସଂପର୍କ ବଢ଼ିଥିଲା। କିନ୍ତୁ ପରେ ଅଭିନେତ୍ରୀ ଜଣଙ୍କ ତାଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଏହି…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.