ଉତ୍କର୍ଷ ଓଡିଶା ସମ୍ମିଳନୀରେ ଯୋଗ ଦେବାକୁ ଶିଳ୍ପପତି ମାନଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ନିମନ୍ତ୍ରଣ
ବିକଶିତ ଓଡିଶା ଓ ବିକଶିତ ଭାରତ ଗଠନ ରେ ଶିଳ୍ପପତି ମାନେ ସହଯୋଗର ହାତ ବଢାଇବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ମୁମ୍ବାଇ ଠାରେ ଅନୁଷ୍ଠିତ ଦୁଇ ଦିନିଆ ଇନଭେଷ୍ଟର ମିଟ କୁ ଉଦବୋଧନ ଦେଇ ଆହ୍ୱନ ଦେଇଛନ୍ତି l
ଏହି ଇନଭେଷ୍ଟରସ ମିଟ ର ଶେଷ ପର୍ଯ୍ୟାୟରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ!-->!-->!-->…
