ତ୍ୱରିତ ଫଇସଲା ହେବ ରାଜସ୍ୱ ପରିଷଦରେ ପଡିଥିବା ମାମଲା
ରାଜସ୍ୱ ପରିଷଦରେ ଦୀର୍ଘ ବର୍ଷ ଧରି ପଡି ରହିଥିବା ମାମଲା ଗୁଡିକର ହେବ ତ୍ୱରିତ ଫଇସଲା। ରିଭିଜନାଲ୍ କୋର୍ଟରେ ତ୍ୱରିତ ଜମିଜମା ରେକର୍ଡ, ପଟ୍ଟା, ନକ୍ସାରେ ସଂଶୋଧନ ସମ୍ପର୍କିତ ମାମଲାର ହେବ ଫୈସଲା। ଏଥିପାଇଁ ପ୍ରତି ସପ୍ତାହରେ ଅତିକମରେ ତିନି ଦିନ ବସିବ କୋର୍ଟ। ନିଯୁକ୍ତ ହେବେ ଆବଶ୍ୟକ!-->…
