Odia News Portal

ହରିଡା ସେବନ କରିବାର ଫାଇଦା ଏବଂ ଉପାଦେୟତା     

ବର୍ଷା ଋତୁରେ ବିଶେଷ କରି ପେଟ ସମ୍ବନ୍ଧୀୟ ସମସ୍ୟା ବେଶୀ ଦେଖିବାକୁ ମିଳିଥାଏ । ଥଣ୍ଡା, କାଶ ଏବଂ ଜ୍ବର ଭଳି ସମସ୍ୟା ମଧ୍ୟ ଦେଖିବାକୁ ମିଳିଥାଏ । ଯେଉଁଥି ପାଇଁ ଅନେକ ସମୟରେ ମେଡିସିନ୍ କିଣି ଖାଇଥାଉ । କିନ୍ତୁ ପୂର୍ବରୁ ଏହି ସବୁ ସମସ୍ୟା ପାଇଁ ହରିଡ଼ାକୁ ଔଷଧ ଭାବେ ବ୍ୟବହାର କରୁଥିଲେ ।…

ଆଜି ପବିତ୍ର ମୂଳାଷ୍ଟମୀ, ଶ୍ରୀକ୍ଷେତ୍ରରେ ମା ବିମଳାଙ୍କ ପୀଠରେ ଆରମ୍ଭ ହେଲା ଷୋଡଶ ଦିନାତ୍ମକ ପୂଜା

ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ମା ବିମଳାଙ୍କ ପୀଠରେ ଆଜିଠାରୁ ଆରମ୍ଭ ହେବ ଷୋଡଶ ଦିନାତ୍ମକ ପୂଜା । ଆଜି ମୂଳଷ୍ଟମୀ ଅବସରରେ ମାଆଙ୍କୁ ସହସ୍ରା କୁମ୍ଭାଭିଷେକ ପରେ ନିଦ୍ରାରୁ ଜାଗ୍ରତ କରାଯାଇ ଘଟ ସ୍ଥାପନ ସହିତ ଆବାହନ କରାଯିବ। ଏଥିପାଇଁ ଗଜପତିଙ୍କ ଶ୍ରୀନଅରରେ ୨୧ ଜଣ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କୁ…

ମଣିପୁରରେ ଲୋକଙ୍କୁ ଭରସା ‌ଦେଲେ‌ ମୋଦୀ: ଆଶା ଓ ବିଶ୍ବାସର ନୂତନ ସୂର୍ଯ୍ୟ ଉଦୟ ହେଉଛି

ମଣିପୁର ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟବାସୀଙ୍କୁ ଭରସା ଦେଇ କହିଛନ୍ତି, ମୁଁ ଆପଣମାନଙ୍କ ସହ ରହିଛି ଏବଂ ସରକାର ମଧ୍ୟ ଆପଣଙ୍କ ସହ ରହିଛି। ୨୦୨୩ରେ ହିଂସା ହେବାପରଠାରୁ ଆଜି ପ୍ରଧାନମନ୍ତ୍ରୀ ମଣିପୁରକୁ ପ୍ରଥମ ଗସ୍ତ କରିଛନ୍ତି। ହିଂସା ଯୋଗୁ ସର୍ବାଧିକ…

ସୂର୍ଯ୍ୟମନ୍ଦିର ଦେଖିଲେ ୪୦ ଦେଶର କୂଟନୀତିଜ୍ଞ: ଆଫ୍ରିକାର ୧୨, ଏସିଆର ୧୪, ୟୁରୋପର ୩, ଲାଟିନ୍ ଆମେରିକାର ୧୩ ବୈଦେଶିକ…

୪୦ଟି ଦେଶର ଯୁବ ବୈଦେଶିକ ଅଧିକାରୀ ଆଜି ଅପରାହ୍ଣରେ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି। ‘ସୁଷମା ସ୍ୱରାଜ ପ୍ରତିଷ୍ଠାନ ଅଫ୍ ଫରେନ୍ ସର୍ଭିସ୍’ ପକ୍ଷରୁ ଚାଲିଥିବା ତୃତୀୟ ‘ଗ୍ଲୋବାଲ୍‌ ସାଉଥ୍‌ ୟଙ୍ଗ୍‌ ଡିପ୍ଲୋମେଟ୍‌ସ ଫୋରମ୍‌’ରେ ଯୋଗଦେବାକୁ ଆସିଥିବା ଆଫ୍ରିକାର ୧୨ଟି, ଏସିଆର ୧୪ଟି,…

ଦୁର୍ଦ୍ଧର୍ଷ ମାଓ ନେତ୍ରୀ ସୁଜାତାଙ୍କ ଆତ୍ମସମର୍ପଣ

ସୁରକ୍ଷାବାହିନୀର ଲଗାତାର ଏନ୍‌କାଉଣ୍ଟର ନକ୍ସଲ ସଂଗଠନକୁ ଦୋହଲାଇ ଦେଇଛି। ଘନଘନ ଆକ୍ରମଣରେ ଭୟଭୀତ ହୋଇ ପଡ଼ିଛନ୍ତି ବହୁ କ୍ୟାଡର୍‌। ଆତ୍ମସମର୍ପଣ ଛଡ଼ା ଅନ୍ୟ କିଛି ବିକଳ୍ପ ନଥିବାରୁ ସମାଜର ମୁଖ୍ୟସ୍ରୋତକୁ ଜଣେ ପରେ ଜଣେ ଫେରୁଛନ୍ତି। ଶନିବାର ମାଓ ସଙ୍ଗଠନର ଅନ୍ୟତମ ଦୁର୍ଦ୍ଧର୍ଷ ନେତ୍ରୀ,…

ପରଦାକୁ ଆସିବାକୁ ଯାଉଛି ହରର ଫିଲ୍ମ ଦର୍ପଣ

ବୋଉ ବୁଟୁ ଭୂତ ପରେ ପରଦାକୁ ଆସିବାକୁ ଯାଉଛି ହରର ଫିଲ୍ମ ଦର୍ପଣ । ଭୂତ ଆଉ ପ୍ରେତାତ୍ମା କାହାଣୀକୁ ନେଇ ଫିଲ୍ମ ଟି ପର୍ଯ୍ୟବେଶୀତ । ବର୍ତ୍ତମାନ ସମୟରେ ଏହି ଭଳି ମୁଭି ବହୁତ ଲୋକପ୍ରିୟତା ସାଉଣ୍ଟୁଛି । ଆକ୍ସନ ଏବଂ ରୋମାଣ୍ଟିକ ସିନେମା ଭଳି ହରର ସିନେମାରେ ମଧ୍ୟ ହଲ ଖଚା ଖଚ ଭିଡ…

ଦରମା ନମିଳିବା ପ୍ରତିବାଦରେ ଏକାଠି ଷ୍ଟିଅରିଂ ଛାଡ଼ିଲେ ଆମ ବସ କର୍ମଚାରୀ

ଦରମା ମିଳିଲାନି ଗଡ଼ିଲାନି ଆମ ବସ୍। ବର୍ତ୍ତମାନ ୪୨ ଦିନ ହୋଇଯାଇଥିଲେ ବି ଦରମା ପାଇନଥିବାରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିଛନ୍ତି ଆମ ବସ୍ ଡ୍ରାଇଭର। ଆଜି ପୋଖରୀପୁଟ ଡିପୋର ୪୩ଟି ବସ ବନ୍ଦ ରହିଛି । ସେମାନଙ୍କ କହିବା କଥା, ପ୍ରତିମାସ ୧୦ ତାରିଖ ମଧ୍ୟରେ ଦରମା ମିଳିଥାଏ। କିନ୍ତୁ ଗତମାସ ୧୧…

ଲାଞ୍ଚ ନେଉଥିଲେ ଓଏଏସ୍‌ ଟପର୍‌: ମାଡ଼ିବସିଲା ଭିଜିଲାନ୍ସ , ଗିରଫ ହେଲେ ବାମରା ତହସିଲଦାର

ବାମରା/ଯାଜପୁର/କଣ୍ଟିଗଡ଼ିଆ: ୨୦୧୯ ବ୍ୟାଚ୍‌ର ଓଏଏସ୍‌ ଟପର୍‌ ତଥା ଏବେ ସମ୍ବଲପୁର ଜିଲ୍ଲାର ବାମରା ତହସିଲଦାର ଥିବା ଅଶ୍ୱିନୀ କୁମାର ପଣ୍ଡା ଏବଂ ତାଙ୍କ ଡ୍ରାଇଭର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ୧୫ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଏହି ଯୁବ ଓଏଏସ୍‌ ଅଧିକାରୀଙ୍କ ସହିତ…

ଇଡି ଚଢ଼ଉ ବେଳେ ଅର୍ଚ୍ଚନା ନାଗଙ୍କ ଘରକୁ ଆଟାଚ୍‌ କରିଛି

ଅର୍ଥ କାରବାରକୁ ନେଇ ଦୁଇ ବର୍ଷ ପୂର୍ବରୁ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଥିବା ଅର୍ଚ୍ଚନା ନାଗଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପହଞ୍ଚିଛି। ‘ଇଡି’ର ସ୍ବତନ୍ତ୍ର ଟିମ୍‌ ଅର୍ଚ୍ଚନାଙ୍କ ଘରେ ଥିବା ଜିନିଷପତ୍ରର ଯାଞ୍ଚ କରୁଛି। ଅର୍ଚ୍ଚନାଙ୍କୁ ପୂର୍ବରୁ ଇଡି ତରଫରୁ ନୋଟିସ୍‌…

ଭାରତ-ଚୀନ ଉପରେ ୧୦୦% ଶୁଳ୍କ ଲାଗୁ କର; ଜି୭ ଦେଶକୁ କହିଲା ଆମେରିକା

ଘଡ଼ି ଘଡ଼ିକେ ନିଜର ରଙ୍ଗ ବଦଳାଉଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବୁଧବାର ଭାରତକୁ ବନ୍ଧୁ ବୋଲି କହି ଲଗାଯାଇଥିବା ଶୁଳ୍କ ଉପରେ ଆଲୋଚନା ନେଇ ପ୍ରସ୍ତାବ ଦେବା ପରେ ଏବେ ପୁଣି ୟୁଟର୍ଣ୍ଣ ନେଇଛନ୍ତି ଟ୍ରମ୍ପ। ଆମେରିକାର ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ରୁଷ୍‌ରୁ ତେଲ କିଣୁଥିବାରୁ…