ମାଉସିକୁ ହତ୍ୟା କଲା ପୁତୁରା, କାରଣ ଅସ୍ପଷ୍ଟ
ମାଇଁ ର ଭଉଣୀ କୁ ବିଳମ୍ବିତ ରାତ୍ରରେ ଭଣଜା ହତ୍ୟା କରିଥିବା ସନ୍ଦେହ। କଣ ପାଇଁ ଏପରି ନିଷ୍ପତି ନେଲା ଭଣଜା ରାହୁଲ । ନା "ହତ୍ୟାକାଣ୍ଡ ର କାରଣ କଣ ହୋଇପାରିଥାଏ ତାହା ସ୍ପଷ୍ଟ ହୋଇନାହିଁ। ପବିତ୍ର ସାବିତ୍ରୀ ରେ ପୁରୀ ଜିଲ୍ଲା କାକଟପୁର ଥାନା ନିକଟସ୍ଥ ଶଙ୍କରେଶ୍ୱର ରେ ଥିବା ମଲ୍ଲିକ…
