Odia News Portal

ଝାଡ଼ଖଣ୍ଡ ପାଇଁ ଆସିଲା ବିଜେପିର ଷ୍ଟାର ପ୍ରଚାରକ ତାଲିକା, ଲିଷ୍ଟରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି ବିଜେପି । ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କଲା ଭାରତୀୟ ଜନତା ପାର୍ଟି । ଏହି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାର ପ୍ରଥମରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହି ତାଲିକାରେ ଓଡ଼ିଶା…

ସୁରକ୍ଷାବାହିନୀ ଗୁଳିରେ ଜଣେ ମାଓ କ୍ୟାଡର ନିହତ

ବାଲିଗୁଡ଼ା ଥାନା ମିଡିଆକିଆ ବୋରିକିଆ ନିକଟ ଆଡାର ଜଙ୍ଗଲ ସେସେର ଗାଁରେ ମାଓବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ଏନକାଉଣ୍ଟର। ସୁରକ୍ଷାବାହିନୀ ଗୁଳିରେ ଜଣେ ମାଓ କ୍ୟାଡର ନିହତ। ଛତ୍ରଭଙ୍ଗ ଦେଲେ ମାଓବାଦୀ। ସୂଚନାନୁଯାୟୀ, ଶୁକ୍ରବାର ସକାଳୁ ବୋରିକିଆ ନିକଟ ଆଡାର ଜଙ୍ଗଲରେ ଏସ.ଓ.ଜି…

ଆସନ୍ତାକାଲି ବାତ୍ୟା ପ୍ରଭାବିତ ଅଞ୍ଚଳ  ବୁଲିବେ ମୁଖ୍ୟମନ୍ତ୍ରୀ

ବାତ୍ୟା ଅଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ ।  ଆକାଶ ମାର୍ଗରୁ କାଲି ଦିନ ୧୦ଟାରେ ପରିଦର୍ଶନ କରିବେ । ବାତ୍ୟାରେ କଚା ଘର  ଭାଙ୍ଗିବା ସହ  ଧାନ ଜମି ମଧ୍ୟ ନଷ୍ଟ ହୋଇଛି । ଚାଷୀମାନେ ଧାର କରଜ କରି ଚାଷ କରିଥିଲେ । କ୍ଷୟକ୍ଷତି ଅଞ୍ଚଳଗୁଡିକୁ ଏରିଏଲ ସର୍ଭେ ମାଧ୍ୟମରେ  ପରିଦର୍ଶନ କରିବେ…

ଆଶାକର୍ମୀ ଶିବାନୀ ମଣ୍ଡଳ ମାନବିକତାର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି

ନବିକତା ଦେଖାଇଲେ ଆଶାକର୍ମୀ । ନିଜ କାନ୍ଧରେ ବୃଦ୍ଧାଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ବୋହି ଆଣିଲେ । କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଖାସମୁଣ୍ଡା ଗାଁର ଆଶାକର୍ମୀ ଶିବାନୀ ମଣ୍ଡଳ ମାନବିକତାର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି । ଗ୍ରାମର ଜଣେ ବୃଦ୍ଧ ମହିଳାଙ୍କୁ କାନ୍ଧରେ ବୋହି ବାତ୍ୟା…

ପୁଣି ଚର୍ଚ୍ଚାରେ ଝାରପଡ଼ା ଜେଲ୍; ୱାର୍ଡରଙ୍କୁ ପିଟିଲେ କଏଦୀ

ପୁଣି ଚର୍ଚ୍ଚାରେ ଝାରପଡ଼ା ଜେଲ୍ । ଜେଲ୍‌ ଭିତରେ ୱାର୍ଡରଙ୍କୁ କିଛି କଏଦୀ ପିଟିଥିବା ଅଭିଯୋଗ । ବାଜିଲା ଏମର୍ଜେନ୍ସି ସାଇରନ୍, ଜେଲ୍‌ରେ ଲକ୍ଷ୍ମୀସାଗର ପୋଲିସ । ତେବେ କାହିଁକି ୱାର୍ଡରଙ୍କୁ ପିଟିଲେ କାରଣ ଅସ୍ପଷ୍ଟ ରହିଛି । କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତନାଘନା ଜାରି ରହିଛି…

କେନ୍ଦ୍ରାପଡାରେ ତୁହାକୁ ତୁହା ବର୍ଷା-ପବନ

କେନ୍ଦ୍ରାପଡାରେ ବାତ୍ୟା ଦାନାର ପ୍ରଭାବ ବଢୁଛି । ତୁହାକୁ ତୁହା ପବନ ସାଂଗକୁ ଲାଗି ରହିଛି ବର୍ଷା । ସଂଧ୍ୟା ୫ଟା ସୁଦ୍ଧା ୫୫୦ଟି ବାତ୍ୟା ଆଶ୍ରୟସ୍ଥଳୀରେ ୫୮ ହଜାର ୯୭୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ରାଜନଗର ବ୍ଳକର ୧୮ ଟି ପଞ୍ଚାୟତର ୧୮ ହଜାର ୨୮୪ ଜଣ ଓ ମହାକାଳପଡା ବ୍ଲକ ର ୧୪ ଟି…

କାଲି କନ୍ଧମାଳ ଜିଲ୍ଲାରେ ବନ୍ଦ ରହିବ ସ୍କୁଲ

ଆସନ୍ତାକାଲି କନ୍ଧମାଳ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲଗୁଡ଼ିକ ବନ୍ଦ ରହିବ। ଏନେଇ ଆଜି ଜିଲ୍ଲାର ସମସ୍ତ ବିଇଓ, ପ୍ରଧାନଶିକ୍ଷକମାନଙ୍କୁ ଚିଠି ଲେଖିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ। ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ବାତ୍ୟା ଦାନାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ…

ସମୁଦାୟ ୩ ଲକ୍ଷ ୬୨ ହଜାର  ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନଠାରେ ବାତ୍ୟା ଦାନା ଦ୍ବାରା କ୍ଷତିଗ୍ରସ୍ତ ହେବାକୁ ଥିବା ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦୁଝର, କଟକ, ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲାପାଳଙ୍କ ସହିତ ବାତ୍ୟା ମୁକାବିଲା…

ଭୁବନେଶ୍ୱର ବିମାନ ବନ୍ଦରରେ ବୋମା

ଭୁବନେଶ୍ୱର ବିମାନ ବନ୍ଦରରେ ବୋମା ଆତଙ୍କ। ବୋମା ଥିବା ନେଇ ଧମକପୂର୍ଣ କଲ । ଧମକପୂର୍ଣ କଲ ପରେ ବିମାନ ବନ୍ଦର କର୍ତ୍ତୃପକ୍ଷ ଆଲର୍ଟ । ବିମାନ ବନ୍ଦରରେ କଲ ପରେ କଡାକଡି କରାଯାଉଛି ଯାଞ୍ଚ ।

ସନ୍ଧ୍ୟା ସୁଦ୍ଧା ହେବ ଶତ ପ୍ରତିଶତ ସ୍ଥାନାନ୍ତର

ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍‌ କରିବା ପୂର୍ବରୁ ‘ଏବେ ଯାଏଁ ୩ ଲକ୍ଷରୁ ଅଧିକଙ୍କୁ ସ୍ଥାନାନ୍ତର କରାସରିଲାଣି। ‘ଦାନା’ ଦ୍ୱାରା ପ୍ରଭାବିତ ହେବାକୁ ଥିବା ୧୬୫୩ ଗାଁରୁ ୩ ଲକ୍ଷ ୬୨ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ଶତ…