ହୋଟେଲ୍ରେ ମେଳି କଲେ ପରାଜିତ ବିଜେଡି ବିଧାୟକ
ବିଜେଡିର ଏବେ ଚାଲିଛି ମେଳି ପର୍ବ! ରାଜଧାନୀ ଭୁବନେଶ୍ୱର ବିଜେଡି ମେଳି ପରେ ଏବେ ସାମ୍ନାକୁ ଆସି ଆଉ ଏକ ଫଟୋ। ଯେଉଁଥିରେ ୭ ଜଣ ପୂର୍ବତନ ବିଜେଡି ବିଧାୟକ ମେଳି କରୁଥିବା ଦେଖିବାକୁ ମିଳିଛି। ସମସ୍ତେ ଭୁବନେଶ୍ୱରରେ ଏକ ହୋଟେଲ୍ରେ ବସି ଚାହା ପିଉଥିବା ଦେଖିବାକୁ ମିଳିଛି। ତେବେ ନିର୍ବାଚନର!-->…
