Odia News Portal

ଛେଳି ପରେ ହାତୀ ବଳୀ

ବାଘୁଣୀ ‘ସୁନ୍ଦରୀ’କୁ କାବୁ କରିବା ପାଇଁ ବନ ବିଭାଗ ନାକେଦମ ହୋଇଗଲାଣି। ଘଞ୍ଚ ଜଂଗଲ ମଧ୍ୟକୁ ଚାଲିଯାଇଛି ‘ସୁନ୍ଦରୀ’। ଅଶନବାହାଲଠାରୁ ପ୍ରାୟ ୩ କିଲୋମିଟର ଦୂର ଘଞ୍ଚ ଜଂଗଲ ମଧ୍ୟରେ ବାଘୁଣୀ ରହିଥିବା ବନ ବିଭାଗ ଜାଣିପାରିଛି। ଘଞ୍ଚ ଜଂଗଲ ମଧ୍ୟରେ ବାଘୁଣୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ…

ଉପକୂଳରେ ଓଲିଭ ରିଡଲେଙ୍କ ସୁରକ୍ଷା ଚିନ୍ତା

ଭୁବନେଶ୍ୱର () ଓଡ଼ିଶା ଉପକୂଳରେ ଓଲିଭରିଡଲେ ସାମୁଦ୍ରିକ କଇଁଛଙ୍କ ପ୍ରଜନନ ସମୟରେ ସଂରକ୍ଷଣ ଓ ସୁରକ୍ଷା ନିମନ୍ତେ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥି ନିମନ୍ତେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଉଚ୍ଚସ୍ତରୀୟ କ୍ଷମତା ସଂପନ୍ନ କମିଟିର…

ଛକାପଂଝାରେ କ୍ଷତି

ଭୁବନେଶ୍ବର () : ଆୟୁଷ୍ମାନ ବନାମ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ। ଯୋଜନାକୁ ନେଇ ଚାଲିଛି ବାକଯୁଦ୍ଧ। ନିକଟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କ ସଫଳତା କଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ। ଏହାକୁ ନେଇ ବିଜ୍ଞାପନ ମଧ୍ୟ ସରକାର ଦେଇଥିଲେ। ପ୍ରାୟ କୋଟିଏରୁ ଅଧିକ…

ବୁଲା ଗାଈଗୋରୁଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର () ସ୍ମାର୍ଟ ସିଟି ଭୁବନେଶ୍ୱର ରେ ଆରମ୍ଭ ହେଲା ଗୋରୁ ଗାଈଙ୍କ କାନ ନୋଳିକାରଣ।ଓଡ଼ିଶାରେ ପ୍ରଥମେ ବନ୍ୟ ପ୍ରାଣୀଙ୍କ ତାଗିଙ୍ଗ ପରେ ଏବେ ବିଏମସି ରେ ଗୃହ ପାଳିତ ପ୍ରାଣୀଙ୍କର ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି।ପ୍ରଥମ କରି ଭୁବନେଶ୍ୱର ଗୋରୁ ଗାଈଙ୍କର କାନରେ ନୋଳିକରଣ କରାଯାଇ…

ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ

ଝାରସୁଗୁଡା ବିମାନ ବନ୍ଦରରେ ଦେଖାଦେଇଥିବା ଅଚଳାବସ୍ଥା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଝାରସୁଗୁଡା ବିମାନ ବନ୍ଦରର ନା ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବା ପାଇଁ ରାଜ୍ୟ ସରକାର ସୁପାରିଶ କରିଥିଲେ। ୨୨ ତାରିଖରେ ଉଦଘାଟନ ଉତ୍ସବ ରେ…

ରାଜଧାନୀରୁ ଜବତ ୫ ବନ୍ଧୁକ

ରାଜଧାନୀ ଭୁବନେଶ୍ୱରରେ ଚୋରା ବନ୍ଧୁକ କାରବାର ରୋକିବା ପାଇଁ ଅପରେସନ ‘ବ୍ଲାକ୍ ସ୍ମୋକ’ କାର‌୍ୟ୍ୟକାରୀ କରାଯାଉଥିଲା। ତାହା ଆଜି ଧୂଆଁବାଣରେ ପରିଣତ ହୋଇଛି। ଯାହାଫଳରେ ରାଜଧାନୀରେ ଚୋରା ବନ୍ଧୁକ କାରବାର ବୃଦ୍ଧି ପାଇଛି। ଅଶାନ୍ତ ହେଉଛି ରାଜଧାନୀ। ରାଜଧାନୀରେ ଚୋରା ବନ୍ଧୁକ ବିକ୍ରି ପାଇଁ…

ରାକ୍ଷୀଙ୍କ ସଜେସନ୍

ବାବା ରାମଦେବଙ୍କୁ ଏମିତି କିଛି ହର୍ବାଲ ପ୍ରଡକ୍ଟ ପ୍ରସ୍ତୁତ ପାଇଁ ନିବେଦନ କରିଛନ୍ତି ରାକ୍ଷୀ ସାୱନ୍ତ, ଯାହା ବିଷୟରେ ଶୁଣିଲେ ଆପଣ ହସି ହସି ଗଡ଼ିବେ। ହର୍ବାଲ୍ ଅନ୍ତଃବସ୍ତ୍ର ତିଆରି ପାଇଁ ବାବା ରାମଦେବଙ୍କୁ ସେ ଅନୁରୋଧ କରିଛନ୍ତି । ସର୍ବଦା ନିଜ ଅଜବ ବୟାନବାଜି ପାଇଁ ଚର୍ଚ୍ଚାରେ ରହି…

ବଢିଲା ଶ୍ରମିକଙ୍କ ମଜୁରୀ

ରାଜ୍ୟ ସରକାର ଆଜିଠାରୁ ଶ୍ରମିକ ମାନଙ୍କର ସର୍ବନିମ୍ନ ମଜୁରୀ ବୃଦ୍ଧି କରିଛନ୍ତି । ଅଣ କୁଶଳୀ ଶ୍ରମିକମାନଙ୍କର ଦୈନିକ ମଜୁରୀ ୨୦୦ ଟଙ୍କା ରୁ ୨୮୦ ଟଙ୍କା ଅର୍ଦ୍ଧକୁଶଳୀ ଶ୍ରମିକମାନଙ୍କ ମଜୁରୀ ୨୨୦ଟଙ୍କା ରୁ ୩୨୦ ଟଙ୍କା କୁଶଳୀ ଶ୍ରମିକ ମାନଙ୍କ ମଜୁରୀ ୨୪୦ଟଙ୍କା ରୁ ୩୭୦ଟଙ୍କା , ଉଚ୍ଚକୁଶଳୀ…

ଓକିଲ ପୋଲିସ ବିବାଦ ତଦନ୍ତ ୯ ତାରିଖ ସୁଦ୍ଧା ସରିବ 

କଟକ--ଓକିଲ ପୋଲିସ ବିବାଦ ସମ୍ପର୍କରେ ଆସନ୍ତା ୯ତାରିଖ ସୁଦ୍ଧା ତଦନ୍ତ ଶେଷ କରିବାକୁ ଓଡିଶା ହାଇକୋର୍ଟ ଆଜି ଏକ ଗୁରୁତ୍ୱପୁର୍ଣୃୂ ରାୟ ଶୁଣାଇଛନ୍ତି । ଆସନ୍ତା ୫ତାରିଖରୁ ତଦନ୍ତ ଆରମ୍ଭ ହୋଇ ୯ତାରିଖରେ ଶେଷ ହେବ ବୋଲି ହାଇକୋର୍ଟ କହିଛନ୍ତି ।  ଜଷ୍ଟିସ ଚିତରଂଜନ ଦାସଙ୍କ ଦ୍ୱାରା ଏହି ତଦନ୍ତ…

ପ୍ରଦୁଷଣରେ ବେହାଲ ଦିଲ୍ଲୀ

ଦିନକୁ ଦିନ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବଢିବାରେ ଲାଗିଛି । ପୂର୍ବ ବର୍ଷ ଭଳି ଚଳିତ ଥର ମଧ୍ୟ ପ୍ରଦୂଷଣ ମାତ୍ରା ବଢିବାରେ ଲାଗିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା କି ଆଗାକୁ ଦୀପାବଳୀ ଆସୁଛି । ତେଣୁ ବାୟୁମଣ୍ଡଳ ଅଧିକ ଦୂଷିତ ହେବା ନେଇ ଆଶଙ୍କା ଦେଖାଯାଇଛି । ମିଳିଥିବା ସୂଚନା…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.