Odia News Portal

ବିଜେଡ଼ି ସୁପ୍ରିମୋଙ୍କୁ ବିଜେପିର କଡ଼ା ଜବାବ

ନବୀନଙ୍କ ମନ୍ତବ୍ୟ ଉପରେ କଡ଼ା ଜବାବ ଦେଲା ରାଜ୍ୟ ବିଜେପି lନବୀନଙ୍କ ବକ୍ତବ୍ୟରୁ ସେ ନିଜେ ଓଡ଼ିଶାରେ ଅଶାନ୍ତି କରିବାକୁ ଚାହୁଁଛନ୍ତି କହିଲା ବିଜେପି lବିଜେପି ପକ୍ଷରୁ ମୁଖପାତ୍ର ଅନୀଲ ବିଶ୍ୱାଳ ‘ଏକ୍ସ’ ରେ ପ୍ରତିକ୍ରିୟା ରଖିଛନ୍ତି,ସେ ୨୪ ବର୍ଷ ଶାସନରେ ଥିଲେ, କନ୍ଧମାଳ ଦଙ୍ଗା ବେଳେ କିଏ…

କାଲିଠୁ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆସନ୍ତାକାଲିଠୁ ୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦିଲ୍ଲୀରେ ନିବେଶକ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ଗତକାଲିଠୁ ସେ ଝାଡ଼ଖଣ୍ଡ ଗସ୍ତରେ ଅଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଶିଳ୍ପ ମନ୍ତ୍ରୀ ମଧ୍ୟ ଦିଲ୍ଲୀ ଗସ୍ତ କରିବେ। ରାଜ୍ୟକୁ ଅଧିକ ନିବେଶ…

ବିକ୍ରି ହେବ ଅର୍ପଣ ଚାଉଳ; ଜିଲ୍ଲାପାଳ

ବିକ୍ରି ହେବ ଅର୍ପଣ ଚାଉଳ। କ୍ୱିଣ୍ଟାଲ କି ଦୁଇ କ୍ୱିଣ୍ଟାଲ ନୁହେଁ ପ୍ରାୟ ୧୦ ହଜାର କ୍ୱିଣ୍ଟାଲ ଅର୍ପଣ ଚାଉଳ ବିକ୍ରି କରାଯିବ। ଟେଣ୍ଡର ମାଧ୍ୟମରେ ଅର୍ପଣ ଚାଉଳକୁ କୌଣସି ବ୍ୟକ୍ତି ବିଶେଷ କି ମିଲର ନେଇପାରିବେ। ସ୍ପଟ୍ ଭିଜିଟ୍ କରି ମିଲର୍ କିମ୍ବା ବ୍ୟକ୍ତିବିଶେଷ ଚାଉଳ…

ଅକ୍ଟୋବର ୧୪ରୁ ଶ୍ରୀମନ୍ଦିରରେ ରାଧାଦାମୋଦର ବେଶ

ଅକ୍ଟୋବର ୧୪ରୁ ଶ୍ରୀମନ୍ଦିରରେ କାର୍ତ୍ତିକ ମାସ ବାଳଧୂପ ନୀତି ସହ ମହାପ୍ରଭୁଙ୍କ ରାଧା ଦାମୋଦର (ରାଈଦାମୋଦର) ବେଶ ଆରମ୍ଭ ହେବ। ପ୍ରତିବର୍ଷ ଭଳି ଚଳିତବର୍ଷ ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ମାସେ ବ୍ୟାପୀ ପ୍ରତିଦିନ ଶ୍ରୀବିଗ୍ରହ ରାଧାଦାମୋଦର ବେଶରେ…

ଗୁଳି ଫୁଟି ଅଭିନେତା ଗୋବିନ୍ଦା ଆହତ, ହସ୍ପିଟାଲରେ ଭର୍ତ୍ତି

ଅଭିନେତା ଗୋବିନ୍ଦାଙ୍କ ଦେହରେ ବାଜିଲା ଗୁଳି। ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଭୁଲବଶତଃ ଗୁଳି ଫୁଟିଥିବା ଜଣାପଡିଛି। ଭୁଲବଶତଃ ଗୋବିନ୍ଦାଙ୍କ ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛି। ତାଙ୍କୁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଗୋବିନ୍ଦାଙ୍କ ମ୍ୟାନେଜର ଶଶି…

୧ ଟନ୍ କଇଁଛ ଜବତ : ୨ ଗିରଫ

ଚାଲାଣ ବେଳେ  ମାଡି ବସିଲା ବନ ବିଭାଗ । ଚାଲାଣ ବେଳେ ୧ ଟନ୍ କଇଁଛ ଜବତ କରାଯାଇଛି । ଓ ୨ ଜଣଙ୍କୁ  ଗିରଫ କରାଯାଇଛି । ତେବେ ଚାଲାଣ ବେଳେ ଓଡିଶା-ଆନ୍ଧ୍ର ସୀମାନ୍ତ ରାଜୁଲୁକୋଣ୍ଡା ନିକଟରେ ଧରିଲା ବନ ବିଭାଗ । ୩୫ ଟି ବସ୍ତାରେ କଇଁଛକୁ ପ୍ୟାକ୍ କରି ଚାଲାଣ କରାଯାଉଥିଲା ।

ତେଜିଲା ଭୁବନେଶ୍ୱର ବିଜେଡି କଳି

ପୁଣି ତେଜିଲା ଭୁବନେଶ୍ୱର ବିଜେଡିର ଭିତିରି କଳି । ଏକାଠି ହେଲେ ୨୫/୩୦ ବିଜେଡି କର୍ପୋରେଟର୍ । ଅମରେଶ ଜେନା ଓ ବିରଞ୍ଚି ମହାସୁପକାରଙ୍କ ବିରୋଧୀ ଗୋଷ୍ଠୀଙ୍କ ମେଳି । ଗୋଟିଏ ବସରେ ପୁରୀ ଲୋକନାଥ ଦର୍ଶନ ପାଇଁ ଗଲେ ସମସ୍ତେ ।

ଦାୟିତ୍ୱ ନେଲେ ନୂଆ ସିପି

 ଦାୟିତ୍ୱ ଗ୍ରହଣ କଲେ ସୁରେଶ ଦେବଦତ୍ତ ସିଂହ । ନୂଆ ପୋଲିସ କମିଶନର ଭାବରେ ଦାୟିତ୍ୱ ଗ୍ରହମ କଲେ । ସଂଜୀବ ପଣ୍ଡାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କଲେ ଦେବଦତ୍ତ ସିଂହ । ୧୯୯୮ ବ୍ୟାଚ୍ ବରିଷ୍ଠ ଆଇପିଏସ୍ ଦେବଦତ୍ତ ସିଂହ ।

ସେବାୟତଙ୍କ ଘରୁ ବାହାରିଲା ପୁଳା ପୁଳା ସ୍ଵର୍ଣ୍ଣ ଅଳଙ୍କାର ସହ ମୂର୍ତ୍ତି

ଆରଡ଼ି ଇଶ୍ୱର ବାବା ଆଖଣ୍ଡଳମଣି ମନ୍ଦିର ନିକଟରେ ଜଣେ ସେବାୟତ ଙ୍କ ଘର ଭିତରେ ମାଟି ତଳୁ ବିରଳ ମୂର୍ତ୍ତି ସହ ସ୍ଵର୍ଣ୍ଣ ଅଳଙ୍କାର ଉଦ୍ଧାର ହୋଇଛି l ଘଟଣା କୁ ଲୋକ ଲୋଚନକୁ ନ ଆଣି ଚପାଇ ଦେବା ପାଇଁ ଉଦ୍ୟମ ଚାଲୁଥିବା ବେଳେ ମୁଁହ ଖୋଲିଛନ୍ତି ଉଦ୍ଧାର କରିଥିବା ପଣ୍ଡିତ ନରୋତ୍ତମ ମିଶ୍ର l …

ଟ୍ରକ୍‌କୁ ପିଟିଲା ବସ୍‌; ଚାଲିଗଲା ଜଣଙ୍କ ଜୀବନ, ୨୦ ଆହତ

ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଷୋହଳ ନମ୍ବର ଜାତୀୟ ରାଜପଥ ଜାରକା ଛକ ନିକଟରେ ଗତକାଲି ବିଳମ୍ୱିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ୨୦ ଜଣ ଗୁରୁତର ଆହତ ହୋଇଛନ୍ତି । ଗତ ରାତିରେ ପ୍ରାୟ…