ଭରତପୁର ଥାନା ଘଟଣାରେ ବିଚାର ବିଭାଗୀୟ ତଦନ୍ତ ପ୍ରସଙ୍ଗ
ଭରତପୁର ଥାନା ଘଟଣାରେ ବିଚାର ବିଭାଗୀୟ ତଦନ୍ତ ପ୍ରସଙ୍ଗ । ଆଜି ଠାରୁ ଆରମ୍ଭ ହେବ ବିଚାର ବିଭାଗ ତଦନ୍ତ । ତଦନ୍ତ ଆରମ୍ଭ କରିବେ ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନ । ଭୁବନେଶ୍ବର ସର୍କିଟ ହାଉସରେ ସ୍ଥାପିତ ହୋଇଛି କମିଶନଙ୍କ କାର୍ଯ୍ୟାଳୟ । ଆଜି ବିଜ୍ଞପ୍ତି ପ୍ରକାଶ କରିବେ କମିଶନ । ସତ୍ୟପାଠ!-->…
