Odia News Portal

ଗାଡିରେ ଏସି ଚଲାଇ ଶୋଇଥିଲେ ବ୍ଲକ ଜେଇ, ମିଳିଲା ମୃତଦେହ

ଗାଡିରେ ଏସି ଚଲାଇ ଶୋଇଥିଲେ ବ୍ଲକ ଜେଇ । ବାଟରୁ ଗାଡି ଭିତରୁ ମିଳିଲା ମୃତଦେହ । ମୃତକ ହେଉଛନ୍ତି, ଚନ୍ଦ୍ର ଶେଖର ଝାଡ଼ିଆ । ସେ ବରଗଡ ବରପାଲିର ହଳଦୀ ପାଳିଛକରେ ଗାଡିରେ Ac ଲଗାଇ ଶୋଇପଡିଥିଲେ । ତେବେ ହଠାତ୍ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଥାଉକି, ବାଟରେ

ଧରା ପଡିଲା ପାକିସ୍ତାନର ଆଉ ଏକ ମିଛ

ଧରା ପଡିଲା ପାକିସ୍ତାନର ଆଉ ଏକ ମିଛ । ପରାଜୟ ଲୁଚାଇବା ପାଇଁ ପାକିସ୍ତାନ ମିଛ ଖବର କାଗଜ ପ୍ରଚାର ପ୍ରସାର କରିଥିଲା ।  ଫ୍ୟାକ୍ଟ ଚେକ ବେଳେ ଧରିଲା ପାକିସ୍ତାନର ନିଜ ଖବର କାଗଜ ଦି ଡନ । ଯୁଦ୍ଧକୁ ନେଇ ନିଜ ଦେଶର ଲୋକଙ୍କୁ ଭକୁଆ ବନାଇଥିଲା ପାକିସ୍ତାନ । ବ୍ରିଟେନ ଖବରକାଗଜର ନକଲି ପେଡ

ମହଙ୍ଗା ପଡ଼ିଲା ପାକିସ୍ତାନକୁ ସାହାଯ୍ୟ କରିବା ; ରଦ୍ଦ ହେଲା ତୁର୍କୀ ସେଲେବି କମ୍ପାନୀର ଚୁକ୍ତି

ତୁର୍କୀକୁ ବଡ଼ ଝଟ୍‌କା ଦେଇଛି ଭାରତ । ତୁର୍କୀର ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ସର୍ଭିସ ପ୍ରୋଭାଇଡର କମ୍ପାନି ସେଲେବି ଏଭିଏସନର ସୁରକ୍ଷା ଚୁକ୍ତିକୁ ବାତିଲ କରିଛି ଭାରତ । ଜାତୀୟ ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଏକନାଥ ସିନ୍ଦେଙ୍କ ଶିବସେନା ମୁମ୍ବାଇର

ମନରେଗାରେ ମେସିନ ଦ୍ବାରା କାମ ବନ୍ଦ କର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ପଞ୍ଚାୟତିରାଜ ବିଭାଗକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ମନରେଗାରେ ମେସିନ ଦ୍ବାରା କାମ ବନ୍ଦ କରିବାକୁ କହିଛନ୍ତି । ମେସିନ ନ ଲଗାଇ ଶ୍ରମିକମାନଙ୍କୁ ନିଯୁକ୍ତି କରି କାମ କରିବାକୁ କହିଛନ୍ତି । ଏଥିପାଇଁ ଆଗାମୀ ଦିନରେ ଗାଇଡ଼ଲାଇନ ଅଣ‌ାଯିବ ବୋଲି କହିଛନ୍ତି ।

ଓୟୋ ହୋଟେଲରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ରାଜଧାନୀ ଭୁବନେଶ୍ବରର ଓୟୋ ହୋଟେଲରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ନୂଆ ମୋଡ଼ ଆସିଛି। ଘଟଣା ଦିନର ସିସିଟିଭି ଫୁଟେଜ ଏବେ ସାମ୍ନାକୁ ଆସିଛି। ତାଙ୍କ ସାଙ୍ଗରେ ଥିବା ପୁରୁଷ ବନ୍ଧୁଙ୍କୁ ଅଟକ ରଖି ଖଣ୍ଡଗିରି ପୁଲିସ ତନାଘନା କରୁଛି। ପରିବାର ଲୋକେ ହତ୍ୟା ଅଭିଯୋଗ କରିଛନ୍ତି।

ମୁନ୍ନାଙ୍କ ଇସ୍ତଫା ନେଇ ଚର୍ଚ୍ଚା ! ରାଜନୈତିକ ଉଷ୍ଣତା ବୃଦ୍ଧି

ବିଜେଡି ସାଂସଦ ମୁନ୍ନା ଖାଁ ସଂଖ୍ୟାଲଘୁ ସମ୍ପ୍ରଦାୟ କମିଟି ଏବଂ ସଂଖ୍ୟାଲଘୁ ସେଲର ଦକ୍ଷିଣ ଜୋନ୍ ସଂଯୋଜକ ପଦରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି। ତାଙ୍କର ହଠାତ୍ ଇସ୍ତଫା ଚର୍ଚ୍ଚା ନେଇ ରାଜ୍ୟ ରାଜନୈତିକ ମହଲରେ ଉଷ୍ଣତା ବୃଦ୍ଧି ସହିତ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

ଶ୍ରୀନଗରରୁ ରାଜନାଥଙ୍କ ରଣହୁଙ୍କାର: ସେମାନେ ଧର୍ମ ପଚାରି ମାରିଥିଲେ, ଆମେ ସେମାନଙ୍କ କର୍ମ ଦେଖି ମାରିଲୁ

ଅପରେସନ ସିନ୍ଦୂରର ବଡ଼ ସଫଳତା ଏବଂ ଭାରତ-ପାକିସ୍ତାନ ଅସ୍ତ୍ରବିରତି ପରେ ଶ୍ରୀନଗର ଯାଇ ଯବାନଙ୍କୁ ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ବାଦାମୀବାଗ୍ କ୍ୟାଣ୍ଟନମେଣ୍ଟରେ ବୀର ଯବାନଙ୍କ ସାହସକୁ ସଲାମ୍ କରି ଯବାନଙ୍କ ମନୋବଳ ବଢାଇଲେ । ତାସହ ପାକ୍ ଉପରେ ପ୍ରହାର କଲେ ରାଜନାଥ ।

ଜଳେଶ୍ବରରେ ଖଣି ଅଧିକାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ

ଜଳେଶ୍ବରରେ ଖଣି ଅଧିକାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ । ଅଳ୍ପକେ ବର୍ତ୍ତିଲେ ୫ ଖଣି ଅଧିକାରୀ । ସୁବର୍ଣ୍ଣରେଖା ନଦୀରୁ ବାଲି ଉତ୍ତୋଳନ ଖବର ପାଇ ଚଢ଼ାଉ ପାଇଁ ଯାଇଥିଲେ ଖଣି ବିଭାଗର ସ୍ବତନ୍ତ୍ର ଟିମ୍ । ଏହି ସମୟରେ ଖଣି ଅଧିକାରୀଙ୍କ ଗାଡ଼ିକୁ ଧକ୍କା ଦେଇଥିଲା ବାଲି ବୋଝେଇ ଟ୍ରାକ୍ଟର

ପୁଣି ବିଜେଡି ସଙ୍ଗଠନରେ ଫାଟ

ପୁଣି ବିଜେଡିରେ ହଲଚଲ । ନବୀନଙ୍କ ନିଷ୍ପତ୍ତିକୁ ନେତାଙ୍କ ନା । ସୁପ୍ରିମୋ ଦେଇଥିବା ପଦକୁ ଗ୍ରହଣ କଲେନି ବିଜେଡି ନେତା । ଗତ କିଛି ଦିନ ତଳେ ବିଜେଡି ନିଜର ସଂଖ୍ୟାଲଘୁ ସମ୍ପ୍ରଦାୟ ସେଲ୍ ଗଠନ କରିଥିଲା,ଯେଉଁଥିରେ ସ୍ଥାନ ପାଇଥିଲେ ସାଂସଦ ମୁନ୍ନା ଖାଁ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ

ନୂଆ ସଂରକ୍ଷଣ ଲାଗୁ କଲେ ଓଡିଶା ସରକାର

ଓଡ଼ିଶା ରାଜ୍ୟ କ୍ୟାବିନେଟ୍‌ ଉଚ୍ଚଶିକ୍ଷାରେ ସଂରକ୍ଷଣ ବ୍ୟବସ୍ଥା ଲାଗି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି I ଏହି ଆରକ୍ଷଣ ନୀତି ଅନୁ ଅନୁସାରେ ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆ ବର୍ଗ (SEBC) ର ଛାତ୍ରଛାତ୍ରୀଙ୍କ ପାଇଁ ନାମ ଲେଖାରେ ୧୧.୨୫% ଆସନ ସଂରକ୍ଷ କ୍ଷଣ