ନିଲମ୍ୱିତ ହେଲେ ଏସଡିପିଓ ସନ୍ତୋଷ ଜେନା, ଗର୍ଭବତୀ ହତ୍ୟା ଘଟଣାର କରୁଥିଲେ ତଦନ୍ତ
ନିଲମ୍ୱିତ ହେଲେ ଗଞ୍ଜାମ ଜିଲ୍ଲାର ଆସିକା ପୋଲିସ ଏସଡିପିଓ ସନ୍ତୋଷ ଜେନା । ରାଜ୍ୟ ସରକାରଙ୍କ ଗୃହ ବିଭାଗର ପତ୍ର ସଂଖ୍ୟା 16236 /ତା-୧୨/୦୫/୨୬ ଅନୁଯାୟୀ ସନ୍ତୋଷ ଜେନାଙ୍କୁ ଓଡିଶା ସିଭିଲ ସର୍ଭିସ (ଶ୍ରେଣୀକରଣ, ନିୟନ୍ତ୍ରଣ ଓ ଅପିଲ) ନିୟମାବଳୀ, ୧୯୬୨ ର ନିୟମ ୧୨(୧) ଅନୁଯାୟୀ ଚାଲୁଥିବା…
