Odia News Portal

୩୪ ସେବାୟତଙ୍କୁ ମନ୍ଦିର ପ୍ରଶାସନର କାରଣ ଦର୍ଶାଅ ନୋଟିସ

ପୁରୀ: ଶ୍ରୀମନ୍ଦିର ଦ୍ୱାର ଫିଟାରେ ବିଳମ୍ବ ଓ ନୀତି ବିଭ୍ରାଟ ନେଇ କଠୋର ହେଲା ଶ୍ରୀମନ୍ଦିର ପ୍ରଶାସନ। ୩୪ଜଣ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ମନ୍ଦିର ପ୍ରଶାସନ। ଆଗାମୀ ୭ଦିନ ମଧ୍ୟରେ ଏହାର ଜବାବ ରଖିବାକୁ ନିର୍ଦ୍ଦେଶ ହୋଇଛି। ସେମାନଙ୍କ ବିରୋଧରେ କାହିଁକି…

ଏୟାରଟେଲ୍ ଆଣିଲା ନୂଆ ପ୍ରି-ପେଡ୍ ପ୍ଲାନ୍

ଏୟାରଟେଲ୍ ତାର ଗ୍ରାହକମାନଙ୍କ ପାଇଁ ଆଣିଛି ନୂଆ ପ୍ରି-ପେଡ୍ ପ୍ଲାନ୍ । ଅନ୍ୟ ପ୍ରୋଭାଇଡର ନିକଟକୁ ଚାଲିଯାଇଥିବା ଏୟାରଟେଲର ଗ୍ରାହକଙ୍କୁ ପୁଣି ଥରେ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଏହି ପ୍ରି-ପେଡ୍ ପ୍ଲାନ୍ ଲଞ୍ଚ୍ କରାଯାଇଛି । ଏୟାରଟେଲ୍ ର ଏହି ପ୍ରି-ପେଡ୍ ପ୍ଲାନ୍ ର ମୂଲ୍ୟ ୨୮୯ ଟଙ୍କା…

ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା: କଂସ ମହାରାଜଙ୍କ ରାଜ ଦରବାରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବରଗଡ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରଗଡ ଜିଲ୍ଲାରେ ନଡାରୁ ପେଟ୍ରୋଲ ଉତ୍ପାଦନ ପାଇଁ ପ୍ରକଳ୍ପ ବସାଇ ଥିବାରୁ ସାବାସୀ ଦେଇଛନ୍ତି କଂସ ମହାରାଜ ।  ବରଗଡର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ କଂସ ମହାରାଜଙ୍କ ରାଜ ଦରବାରରେ ଯୋଗ ଦେବା ଅବସରରେ କଂସ ମହାରାଜ କେନ୍ଦ୍ର ମନ୍ତ୍ରୀ ଶ୍ରୀ…

ଗଡ଼ିଲା ମିଶନ ଶକ୍ତି ରଥ, ପଞ୍ଚାୟତ ଓ ସହର ବୁଲି ଲୋକଙ୍କୁ ଶୁଣାଇବ ମିଶନ ଶକ୍ତିର ସଫଳ କାହାଣୀ

ଭୁବନେଶ୍ବର: ଗଡ଼ିଲା ମିଶନ ଶକ୍ତି ରଥ । ମିଶନ ଶକ୍ତି ସଫଳ କାହାଣୀର କଥା କହିବ ମିଶନ ଶକ୍ତି ରଥ। ପ୍ରଥମ ପର‌୍ୟ୍ୟାୟରେ ୬୦ଟି ଗାଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋଟ ୧୧୮ଟି ରଥ ସମସ୍ତ ପଞ୍ଚାୟତ ଓ ସହରରେ ବୁଲି ମହିଳାଙ୍କ ପାଇଁ ଯୋଜନା ଥିବା ସୁବିଧା…

ଡିସିପିଙ୍କ କୋର୍ଟରେ ହାଜର ହେବେ ଇତିଶ !

ଭୁବନେଶ୍ୱର: ଛାତ୍ର କଂଗ୍ରେସ ଆବାହକ ଇତିଶ ପ୍ରଧାନଙ୍କ ନାଁରେ ଲାଗିଲା ୧୧୦ ଦଫା । ଅଭ୍ୟାସଗତ ଅପରାଧିକ କାର୍ଯ୍ୟ ପାଇଁ ଲାଗିଲା ୧୧୦ ଦଫା । ଜାଣିଶୁଣି ଅପରାଧିକ କାର୍ଯ୍ୟ ବାରମ୍ବର କରୁଥିବା ବ୍ୟକ୍ତିଙ୍କୁ ଆଇପିସିର ଦଫା ୧୧୦ ଆନୁସାରେ ଦଣ୍ଡିତ କରିବାର ପ୍ରବଧାନ ରହିଛି ।  ଡିସିପିଙ୍କ…

ଆଜି ପବିତ୍ର ଶାମ୍ବ ଦଶମୀ

ଭୁବନେଶ୍ୱର :ଆଜି ପବିତ୍ର ଶାମ୍ବ ଦଶମୀ। ପୌଷ ଶୁକ୍ଲ ପକ୍ଷ ଦଶମୀରେ ପାଳିତ ହୁଏ ଓଡ଼ିଶାର ଏହି ମହାନ ପର୍ବ। ମାଆମାନେ ସନ୍ତାନମାନଙ୍କର ମଙ୍ଗଳ କାମନା କରି ଏହି ଦିନ ସୂର୍ଯ୍ୟଦେବତାଙ୍କୁ ପୂଜା କରନ୍ତି। କିମ୍ୱଦନ୍ତୀ କହେ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାପଗ୍ରସ୍ତ ହୋଇ କୁଷ୍ଠ ରୋଗାକ୍ରାନ୍ତ…

ସମିଲିଙ୍ଗୀ ବିବାହ ପ୍ରସଙ୍ଗ : ୧୫ ଦିନ ପାଇଁ ସ୍ୱାଧର ଗୃହରେ ଦୁଇ ଯୁବତୀ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ସମଲିଙ୍ଗୀ ବିବାହ କରିଥିବା ଦୁଇ ଯୁବତୀଙ୍କୁ ପୁଲିସ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରି ୧୫ ଦିନ ପାଇଁ ସ୍ୱାଧର ଗୃହକୁ ପଠାଇ ଦେଇଛି। ୧୬୪ ଧାରାରେ ବୟାନ ରେକର୍ଡ ପାଇଁ କୋର୍ଟରେ ଉଭୟଙ୍କୁ ହାଜର କରିଥିଲା ପୁଲିସ। ଜୀବନ ପ୍ରତି ବିପଦ ଥିବା ଦର୍ଶାଇବାରୁ…

ବିଜେପିର ରଥଯାତ୍ରାକୁ ଅନୁମତି ଦେବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ବିଜେପିର ପ୍ରସ୍ତାବିତ ରଥଯାତ୍ରା ଆୟୋଜନକୁ ଅନୁମତି ଦେବାକୁ ସୁପ୍ରିମକୋର୍ଟ ମନାକରିଦେଇଛନ୍ତି । ରଥଯାତ୍ରାବେଳେ ହିଂସା ହେବ ବୋଲି ରାଜ୍ୟ ସରକାର କରୁଥିବା ଆଶଙ୍କା ଅମୂଳକ ନୁହେଁ ବୋଲି ପ୍ରଧାନବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଥିବା ଖଣ୍ଡପୀଠ…

ସାତକୋଶିଆ ଅଭୟାରଣ୍ୟରେ ପୁଣି ବୁଲିବ ‘ସୁନ୍ଦରୀ’

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟରେ ବାଘୁଣୀ ‘ସୁନ୍ଦରୀ’କୁ ପୁଣି ଥରେ ଛଡ଼ାଯିବାକୁ ନିଷ୍ପତ୍ତି ହୋଇଛି। ମଧ୍ୟପ୍ରଦେଶର ବାନ୍ଧବଗଡ଼ ଠାରୁ ଆସିଥିବା ସୁନ୍ଦରୀ ବିଗତ ଦିନରେ ସାତକୋଶିଆରେ ଅସ୍ଥିର ରହିବା, ମଣିଷ ମାରିବା, ଗାଈ ଓ କୁକୁରକୁ ମାରିଥିଲା। ଏନ୍‌କ୍ଲେ୍‌ାଜରରେ ଥିବା…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କନ୍ୟାଙ୍କୁ ଅପହରଣର ଧମକପୂର୍ଣ୍ଣ ଇମେଲ ଦେଇଥିବା ଯୁବକ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ କାର୍ଯ୍ୟାଳକୁ ଗତ ଜାନୁଆରି ୯ ତାରିଖ ଦିନ ଏକ ଇମେଲ୍‌ ଆସିଥିଲା। ଏହି ମେଲଟି କେଜ୍ରିଓ୍ଵାଲଙ୍କ ଝିଅକୁ ଅପହରଣ କରିବାରର ଧମକ ଥିଲା। ଦିଲ୍ଲୀ ପୁଲିସ ମଙ୍ଗଳବାର ଏହି ଅପହରଣ ଧମକ ଦେଇଥିବା ବ୍ୟକ୍ତିକୁ ଗିରଫ କରିଛି। ପୁଲିସ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.