Odia News Portal

ବିବାହ କରିବେ ଭାଇଜାନ୍‌ ସଲମାନ ! ଜାଣନ୍ତୁ ଏହା ପଛର କାରଣ…

ମୁମ୍ବାଇ: ୨୦୧୮ରେ ବଲିଉଡ୍‌ର ଅନେକ କଳାକାର ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ଏବେ ବି ସଲମାନ କେବେ ବିବାହ କରିବେ ବୋଲି ତାଙ୍କ ପ୍ରଶଂସକମାନେ ଅପେକ୍ଷା କରି ବସିଛନ୍ତି । ଅନେକ ସମୟରେ ତାଙ୍କ ବିବାହ କେବେ ହେବ ବୋଲି ତାଙ୍କୁ ପଚରା ଯାଇଥିବା ବେଳେ ସେ ସବୁବେଳେ ଏ ପ୍ରଶ୍ନକୁ ଏଡ଼ାଇ…

ଆସନ୍ତା କାଲି ଦିଲ୍ଲୀ ଦୋହଲାଇବ ବିଜେଡି, ସଚ୍ଚିବାଳୟ ଓ ନବୀନ ନିବାସ ଘେରିବ ବିଜେପି

ଭୁବନେଶ୍ବର: ଦଳମାନଙ୍କର ବନ୍ଦ ଡାକରା । ଏପଟେ କୃଷି ଓ କୃଷକ ପ୍ରସଙ୍ଗରେ କମ୍ପିବ ଭୁବନେଶ୍ବରରୁ ଦିଲ୍ଲୀ । ଚାଷ ଓ ଚାଷୀ ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇଛନ୍ତି ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ । ଧାନର ସହାୟକ ମୂଲ୍ୟ ବୃଦ୍ଧି ନେଇ ଦିଲ୍ଲୀରେ ବିକ୍ଷୋଭ ଓ ପ୍ରଦିବାଦ କରିବ ବିଜେଡି । ଏପଟେ…

ଗାଁରୁ ବାସନ୍ଦ ମେଘରାଙ୍କୁ ମିଳିଲାନି କାନ୍ଧ : ମାନବିକତା ଦେଖାଇ ସତ୍କାର କଲେ ବିଜୁ ଯୁବ ବାହିନୀ ସଭ୍ୟ

ବାଲେଶ୍ୱର: ମାନବିକତାର ମୃତ୍ୟୁ । ମିଳିଲାନି ମୃତଦେହକୁ କାନ୍ଧ। ୨ଦିନ ଧରି ଘରେ ମୃତଦେହ ପଡ଼ିରହିବା ପରେ ଶେଷରେ କାନ୍ଧ ଦେବାକୁ ଆଗେଇ ଆସିଲା ବିଜୁ ଯୁବ ବାହିନୀ। ସଭ୍ୟ ସମାଜରେ ଏଭଳି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱରର ଜଳେଶ୍ୱରର ଦେଉଳଗାଡ଼ ଗାଁରେ। ଡାହାଣୀ ସନ୍ଦେହରେ ଗତ ୮ବର୍ଷ…

ହ୍ୱାଟ୍ସଆପରେ ଏଭଳି ମେସେଜ୍ କରୁଥିଲେ ସାବଧାନ ! ଖବର ପାଇବା ମାତ୍ରେ ଘରୁ ଉଠାଇନେବ ପୋଲିସ୍ ।

କିଛି ଦିନ ତଳେ ଉତ୍ତରପ୍ରଦେଶ ବାଗପତ୍ ଜିଲ୍ଲାର ଏକ ହ୍ୱାଟ୍ସଆପ୍ ଗ୍ରୁପର ଆଡମିନ୍ କୁ ପୋଲିସ୍ ଗିରଫ କରିଥିଲା । ଜୋସ୍ ନାମକ ଏହି ଗ୍ରୁପରେ ଆପତ୍ତିଜନକ ପୋଷ୍ଟ୍ ହେଉଥିବା ଏବଂ ଦେଶଦ୍ରୋହ ଭଳି ପୋଷ୍ଟ ସେୟାର୍ ହେଉଥିଲା । ଯେଉଁଥିରେ ପୋଲିସ୍ ଆଡମିନ୍ କୁ ଗିରଫ କରିଥିଲା । ଏହି ଗ୍ରୁପରେ…

ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରିବ ମୋବାଇଲ୍ ଭ୍ୟାନ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଆରମ୍ଭ ହେବ ମକ୍‌ପୋଲିଂ । ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରିବ ମୋବାଇଲ୍ ଭ୍ୟାନ, ପ୍ରତି ନିର୍ବାଚନ ମଣ୍ଡଳୀରେ ବୁଲିବ ୭ଟି ମୋବାଇଲ୍ ଭ୍ୟାନ୍, ମୋବାଇଲ୍ ଭ୍ୟାନର ଶୁଭାରମ୍ଭ କଲେ ଖୋର୍ଦ୍ଧା ଜିଲ୍ଲାପାଳ. ପ୍ରତି ଭ୍ୟାନରେ ରହିଛି ଗୋଟିଏ ଲେଖାଏଁ EVM ସେଟ୍

ଭିଜିଲାନ୍ସ ଜାଲରେ ପୁରୀ DEO

ଭିଜିଲାନ୍ସ ଜାଲରେ ପୁରୀ DEO ଅଫିସର କିରାଣି: ନିୟମିତ ଅର୍ଡର କରିବା ପାଇଁ ଶିକ୍ଷୟିତ୍ରୀଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଜ ନେବା ବେଳେ ଚିତ୍ତରଞ୍ଜନ ଖୁଣ୍ଟିଆଙ୍କୁ ଗିରଫ କଲା ଭିଜିଲାନ୍ସ । ଚିତ୍ତରଞ୍ଜନଙ୍କ ସର୍ବୋଦୟନଗର ବାସଭବନ ଓ କାର୍ଯ୍ୟାଳୟରେ ଚଢ଼ାଉ ଜାରି

ଚିକିତ୍ସା ଅବହେଳା ଯୋଗୁଁ ୧୫ବର୍ଷର ଝିଅର ମୃତ୍ୟୁ !

ଭୁବନେଶ୍ୱର: ସମ ହସ୍ପିଟାଲରେ ଚିକିତ୍ସା ଅବହେଳା ଯୋଗୁଁ ୧୫ବର୍ଷର ଝିଅଟିର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ସଦସ୍ୟ। ଝିଅ ର ନାମ ସ୍ବତୀପ୍ରଜ୍ଞା ବେହେରା । ସକାଳୁ ଝିଅଟିର ମୃତ୍ୟୁ ହୋଇଥିଲେ ମଧ୍ୟ ସମ ହସ୍ପିଟାଲ କର୍ତ୍ତୃପକ୍ଷ ଅଧିକ ଚିକିତ୍ସା ଖର୍ଚ୍ଚ ଦାବିକରି ମୃତ ଦେହ ଛାଡୁ…

ସଂଘର୍ଷକୁ ଜିତିଥିବା ମନ୍ଦିପ୍ କୌରଙ୍କ ପ୍ରେରଣାଦାୟକ କାହାଣୀ

ଏହି କାହାଣୀ ହେଉଛି ମିସେସ୍ ୱାଲ୍ଡୱାଇଡ୍ ୨୦୧୮ ମନ୍ଦିପ୍ କୌରଙ୍କର । ତାଙ୍କ ଜୀବନର କହାଣୀ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ଅଟେ । ଏକ ଦୁର୍ଘଟଣାରେ ସେ ତାଙ୍କ ସ୍ବାମୀଙ୍କୁ ହରାଇଥିଲେ । ସେତେବେଳେ ତାଙ୍କ କୋଳରେ ୨ମାସର ଶିଶୁ ପୁତ୍ର ଥିଲା । ତାଙ୍କୁ ସେହି ସମୟରେ ଆଶ୍ବାସନା ଦେବା ବଦଳରେ…

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ କଳାହାଣ୍ଡି ବନ୍ଦ

କଳାହାଣ୍ଡି: ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଜିଲ୍ଲା ଓକିଲ ସଂଘ ପକ୍ଷରୁ ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦକୁ ସମସ୍ତ ରାଜନୈତିକ ଦଳ, ବିଭିନ୍ନ ସଂଙ୍ଗଠନ ସମର୍ଥନ ଘୋଷଣା କରି ବନ୍ଦରେ ସାମିଲ ହୋଇଛନ୍ତି । କେବିକେ ଜିଲ୍ଲାର କେନ୍ଦ୍ରସ୍ଥଳୀ ଭାବରେ…

କମ୍ପୁଛି ଶିଶୁପାଳଗଡ ମହୋତ୍ସବ

କମ୍ପୁଛି ଶିଶୁପାଳଗଡ ମହୋତ୍ସବ ନୃତ୍ୟ ଗୀତରେ ଦର୍ଶକ ବିଭୋର ‘କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ’(କାପୋକ) ଆନୁକୁଲ୍ୟରେ ଆୟୋଜିତ “ଶିଶୁପାଳଗଡ ମହୋତ୍ସବର ନୃତ୍ୟ ସଂଗୀତ ସମସ୍ତଙ୍କୁ ମତୁଆଲା କରୁଛି। କାକରରେ ବଶି ଲୋକ ମନୋରଞ୍ଜନ କରିବା ବେଳେ ସାସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.